Browsing Category

ଆଞ୍ଚଳିକ

ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର

ଫୁଲବାଣୀ / ଜି ଉଦୟଗିରି : ଵିଜୁ ଜନତାଦଳ (ଵିଜେଡି)ର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ସୋମବାର ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରେ ସଂକଳ୍ପ

କଳାହାଣ୍ଡି ଲୋକସଭା ସିଟ୍‌ର ସ୍ଵାଧୀନ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ଭବାନୀପାଟଣା : କଳାହାଣ୍ଡି ଲୋକସଭାର ସ୍ଵାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ନରେଶ ହିଆଲ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଏଯାଏ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ପାରିନି।ନରେଇ ହିଆଲ ପ୍ରଚାର ନିମନ୍ତେ ଭବାନୀପାଟଣା ଯାଉଥିବା ବେଳେ

୧୪.୫ କିଲୋଗ୍ରାମ ଗଞ୍ଜେଇ ଜବତ, ଯାତ୍ରୀବାହୀ ଅଟୋ ସହ ୩ଗିରଫ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଠାରୁ ୧୦୦ମିଟର ବିଜୁପଟ୍ଟନାୟକ ଛକ ନିକଟରେ ସୋମବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଅଟୋ ରୁ ୧୪.୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ହିଞ୍ଜିଳି ଥାନା ପୋଲିସ।ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି।

ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ କନ୍ଧମାଳ ଜିଲ୍ଲା ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟି (ଏମ୍.ସି.ଏମ୍.ସି.) ଗଠନ

ଫୁଲବାଣୀ (୬।୫) : ଆଗାମୀ ସାଧାରଣ ନିର୍ବାଚନ-୨୦୨୪ କୁ ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ସହିତ ସମସ୍ତ ଦଳ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ଘୋଷଣା ହେବା ଦିନଠାରୁ

ବିଜେଡିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ବୀରମହାରାଜପୁର : ବୀରମହାରାଜପୁର ବ୍ଲକର ପୂର୍ବ ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପତି ରବିବାର ଭି କେ ପାଣ୍ଡିଆନଙ୍କ କଇରା ଝୁଲି ଗସ୍ତ ଅବସରରେ ବିଜେଡି ଦଳ ରେ ଯୋଗ ଦେଇଛନ୍ତି | ୨ଥର ରହି ଥିବା ଶ୍ରୀ ପତିଙ୍କ କହିବା ଅନୁସାରେ ଗତ ୨୩ତାରିଖ କଂଗ୍ରେସରୁ ଇସ୍ତପା ଦେଇ ଥିଲେ ସେ

ଫୁଲବାଣୀରେ ରାବଣ ପୋଡି

ଫୁଲବାଣୀ :ଧର୍ମର ଜୟ ପାପର କ୍ଷୟ ମହା ପ୍ରତାପୀ ଅହଙ୍କାରୀ ଲଙ୍କାପତି ରାବଣକୁ ବଧ କରିଛନ୍ତି ପ୍ରଭୁ ଶ୍ରୀରାମ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରାମ ମନ୍ଦିର କମିଟି ପକ୍ଷରୁ ରାମ ମନ୍ଦିର ପରିସରରେ ଥିବା ମଣ୍ଡପରେ ହନୁମାନ ଜୟନ୍ତୀ ଠାରୁ ରାମାୟଣ ପାଠ ସହ ହନୁମାନ ଚାଳିଶା ଇତ୍ୟାଦି ହୋଇ

ଜିଲା ଭାଜପା ସଭାପତିଙ୍କ କଞ୍ଚୁରୁରେ ପ୍ରଚାର

ହିଞ୍ଜିଳିକାଟୁ : ଭାଜପା ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଓ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ ଦଳୀୟ ପ୍ରାର୍ଥୀ ଶିଶିର ମିଶ୍ର ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ପଞ୍ଚାୟତରେ ରବିବାର ପ୍ରଚାର କରିଛନ୍ତି। ମୋଦି ଗ୍ୟାରେଣ୍ଟି ଓ ରାଜ୍ୟ ର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର

୨୩ କେଜି ଗଞ୍ଜେଇ ସହ ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ଏବଂ ଏସ ଏସ ଟି କନ୍ଧମାଳ ବିଭାଗର ମିଳିତ ସହଯୋଗରେ ୨୩ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଛି । କନ୍ଧମାଳ ଅବକାରୀ ସୁପରିଟେଣ୍ଡେଣ୍ଟ ଝାସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ସୁକାନ୍ତ

ହିଞ୍ଜିଳିରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ

ହିଞ୍ଜିଳିକାଟୁ : ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇସାରିଛି ଓ ପ୍ରାର୍ଥୀମାନଙ୍କ ପ୍ରଚାର ଆହୁରି ଜୋରସୋରରେ ହେବାରେ ଲାଗିଛି । ଏହି କ୍ରମରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ସାଂସଦ କ୍ଷେତ୍ରରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ବ୍ରହ୍ମପୁର : ବାପୁଜୀ ଆଶ୍ରମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେଏଆଇସିସି ଓଡ଼ିଶା ପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା କୋ ଇଞ୍ଚାର୍ଜ୍ ଏଆଇସିସି ଲିଡର କୁନାଲ ବାନାର୍ଜୀ ,ଏଆଇସିସି