Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆନ୍ତଃଜିଲ୍ଲା ସ୍କୁଲ ଟୁର୍ଣ୍ଣାମେଂଟ : ରାଜା ବାସୁଦେବ ହାଇସ୍କୁଲ ଚମ୍ପିୟାନ
ଦେବଗଡ଼ ୧୧/୨ : ଦେବଗଡ଼ ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲ୍ଲା ସ୍କୁଲ ଟୁର୍ଣ୍ଣାମେଂଟ ର ଆଜିକାର ଫାଇନାଲ ମ୍ୟାଚରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ କୁ ୨୬ ରନ୍ ରେ ପରାସ୍ତ କରି ରାଜା ବାସୁଦେବ ହାଇସ୍କୁଲ ଦେବଗଡ଼ ଚମ୍ପିୟାନ ହୋଇଛି ।!-->…
ୟୁରୋ ସ୍କୁଲ୍ର ପଞ୍ଚମ ବାର୍ଷିକୋତ୍ସବ : ଉତ୍ତମ ଶିକ୍ଷା ପ୍ରଦାନ କରାଯାଉଥିବାରୁ ବିଧାୟକ ଏବଂ ଏସପିଙ୍କ ପ୍ରଂଶସା
ଛତ୍ରପୁର : ଛତ୍ରପୁର ‘ୟୁରୋସ୍କୁଲ’ ର ପଞ୍ଚମ ବାର୍ଷିକୋତ୍ସବ ‘ଏସପାଇର ’ ଯୁବ ଆଇନଜୀବି ତଥା ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ‘ଶକ୍ତି’-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ!-->…
କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ପଦ୍ମଶ୍ରୀ ରାଧାମୋହନଙ୍କ ଆମ୍ବ ବଗିଚା ପରିଦର୍ଶନ ।
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ପଦ୍ମଶ୍ରୀ ରାଧାମୋହନ ଙ୍କ ନାମରେ ନାମିତ ଆମ୍ବ ବଗିଚା କୁ କେନ୍ଦ୍ରୀୟ ଜଙ୍ଗଲ ପରିବେଶ ବିଭାଗ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କ ଉଦ୍ୟମ!-->…
କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର
ଫୁଲବାଣୀ, ୧୧।୨ : କନ୍ଧମାଳ ଜିଲ୍ଲା,ବିଜୁ ଜନତା ଦଳର ସଭାପତି ହେଲେ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ।ଆଜି ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ୍ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏଥି ପୁର୍ବରୁ!-->…
ବଡ଼ଖବର ପ୍ରତିନିଧିଙ୍କ ଉପରେ ଦୁର୍ଵୃତଙ୍କ ଆକ୍ରମଣକୁ ରାଜ୍ୟ ସାମ୍ବାଦିକ ସଂଘ (ଏସ୍ୟୁଜେ) ଶାଖା ରାଜନଗର ବ୍ଲକ ତରଫରୁ…
ରାଜନଗର : ସରକାର ବ୍ୟବସ୍ଥା କଲେ ନାହିଁ ସାମ୍ବାଦିକ ସୁରକ୍ଷା ଆଇନ। ଘଡିକି ଘଡି ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ପରୋକ୍ଷରେ ଦୁର୍ବୁତ୍ତମାନେ ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଚାଲିଛନ୍ତି। ଏହା ଦେଖି ସରକାର ମୌନଵ୍ରତ ପାଲଟୁ ଥିବା ବେଳେ କିଛି ନିରଵତା ପରେ ପୋଲିସ!-->…
ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଆଜିର ସମୟରେ ଫାଇଲେରିଆ ଏକ ମାରାତ୍ମକ ରୋଗ ହୋଇ ସମାଜରେ ମୁଣ୍ଡଟେକି ଥିବା ବେଳେ ସରକାର ଏହାର ନିରାକରଣ ପାଇଁ ତିନି ବର୍ଷ ହେଲା ନିରନ୍ତର ଚେଷ୍ଟା ଚଳାଇ ଆସୁଛନ୍ତି । ଏହା ମଶାବାହିତ ରୋଗ ଏବଂ ଏହା ମାଲେରିଆ ଠାରୁ ଆହୁରି ମାରାତ୍ମକ କୁହାଯାଏ । ଏହାକୁ ରୋକିବା ପାଇଁ ଜିଲ୍ଲା!-->…
ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ପଶୁ ପାଳକ ମାନେ ହଟହଟା…
ସରକାରଙ୍କ ଚେତା ପଶିବ କେବେ...
ଖାଉଟି ସଚେତନତା କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ବୈଧ ମାପ-ଓଜନ ବିଭାଗ, କନ୍ଧମାଳ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣୀ" ର ମିଳିତ ଆନୁକୁଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁତିପଡ଼ା ଠାରେ ଆଜି ଖାଉଟି ସଚେତନତା କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଦୁତିପଡ଼ା ସରପଞ୍ଚ!-->!-->!-->…
ଜବତ ଲୁହାପଥର ଗୁଣ୍ଡ ଚୋରାଚାଲାଣ ଘଟଣା : ଜେଲ ହାଜତକୁ ଗଲେ କନଷ୍ଟେବଳଙ୍କ ସମେତ ୪ ଅଭିଯୁକ୍ତ
ଦେବଗଡ଼,୧୦ା୨ବାରକୋଟ ଥାନା ଅନ୍ତର୍ଗତ ରଞ୍ଜନ ଛକରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୋଲିସ ଶୁକ୍ରବାର ସୁନ୍ଦରଗଡ ଜକେଇକେଳା(ବଣାଇ)ର ପୋଲିସ କନେଷ୍ଟବଳ ସତ୍ୟାନନ୍ଦ ବେହେରା(୨୩), ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର ସାହୁ(୩୧),ବଣାଇ ଥାନା ଅନ୍ତର୍ଗତ!-->…
ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଆଜିର ସମୟରେ ଫାଇଲେରିଆ ଏକ ମାରାତ୍ମକ ରୋଗ ହୋଇ ସମାଜରେ ମୁଣ୍ଡଟେକି ଥିବା ବେଳେ ସରକାର ଏହାର ନିରାକରଣ ପାଇଁ ତିନି ବର୍ଷ ହେଲା ନିରନ୍ତର ଚେଷ୍ଟା ଚଳାଇ ଆସୁଛନ୍ତି । ଏହା ମଶାବାହିତ ରୋଗ ଏବଂ ଏହା ମାଲେରିଆ ଠାରୁ ଆହୁରି ମାରାତ୍ମକ କୁହାଯାଏ । ଏହାକୁ ରୋକିବା ପାଇଁ ଜିଲ୍ଲା!-->…