Browsing Category

ଆଞ୍ଚଳିକ

ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ କୁକୁଡ଼ା ଚାଷ ପ୍ରଭାବିତ : ସମାଧାନ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ବିଭିନ୍ନ ଦାବି ନେଇ ଦୀର୍ଘ ଦିନ ଧରି ପ୍ରାଣୀ ଚିକିତ୍ସକ ମାନେ ଧାରଣା କୁ ଓହ୍ଲାଇଛନ୍ତି l ଫଳରେ ପଶୁ ସମ୍ପଦ ଙ୍କ ଚିକିତ୍ସା କରାଯାଇପାରୁନାହିଁ l ଯାହା ଫଳରେ କୁକୁଡ଼ା ମାନଙ୍କ ଖାଦ୍ୟ ଯୋଗାଣ ସଂସ୍ଥା, ଟୀକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟ ପ୍ରଭାବିତ ହେଉଛି l

କାର, ବାଇକ ସହ ଦୁଇ ଗିରଫ

ଆର, ଉଦୟଗିରି : ଗଜପତି ଏସ ପି ଏସ ସ୍ଵାତି କୁମାର ଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ପକ୍ଷରୁ କମଳା ପୁର ଗେଟରେ ତାଲାସ କରାଯାଉଥିଲା | ବିରିକୋଟ ପଟୁ ବ୍ରହ୍ମପୁର ଅଭିମୁଖେ ଏକ ପୋଲସର ବାଇକ ଯାହାର ନଂ (OD20C0402) କୁ ମୋହନା ପୋଲିସ ଅଟକାଇଥିଲା | ତାହାର କିଛିକ୍ଷଣ ମଧ୍ୟରେ ଅନ୍ୟ ଏକ କାର

ରାଜ୍ୟସ୍ତରରେ ଗଜପତିର ନାଟକକୁ ପ୍ରଥମ ସ୍ଥାନ

ଆର,ଉଦୟଗିରି : ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ଠାରେ ରାଜ୍ୟ ଜୁନିଅର ରେଡକ୍ରସର ଅଧିକାରୀ ଲକ୍ଷ୍ମଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତ୍ବତ୍ତାବଧାନ କ୍ରମେ ତା 30.01.24 ଠାରୁ 03.02.24ରିଖ ପର୍ଯ୍ୟନ୍ତ ପଞ୍ଚ ଦିବସ ବ୍ୟାପି ରାଜ୍ୟ ସ୍ତରୀୟ ଜୁନିଅର ରେଡକ୍ରସର ଶିକ୍ଷା ଏବଂ ପ୍ରଶିକ୍ଷଣ

ସରକାରୀ ପ୍ରାଥମିକ ବିଦ୍ୟାଳୟର୧୨ତମ ବାର୍ଷିକ ଉତ୍ସବ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ତୋଟା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ୧୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗିତା ମହାରଣା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ

ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନକ୍ଷେତ୍ର ପାଇଁ ନିର୍ମଳ ଭାବମୂର୍ତ୍ତି ବ୍ୟକ୍ତିଙ୍କୁ ଖୋଜା ଚାଲିଛି..

ହର--ବୈଦ୍ୟ ପାଇଁ ବଢ଼ିପାରେ ଅଡୁଆ …! ବ୍ରହ୍ମପୁର : ଗୋଷ୍ଠୀ କନ୍ଦଳ ଭିତରେ ରୋଚକ ସ୍ଥିତି ରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ। ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଗୋଷ୍ଟି କନ୍ଦଳ କୁ ବାଦ ଦେବା ପାଇଁ ନୂଆ ମୁହଁଙ୍କୁ ଖୋଜା ଚାଲିଛି। ନିର୍ମଳ

କନ୍ଧମାଳରେ ସାଂସଦ ଟିକେଟ ସ୍ଥାନୀୟ ଲୋକଙ୍କୁ ଦିଆଯାଉ : ପୌରାଧ୍ୟକ୍ଷା

ଫୁଲବାଣୀ: ଆଗକୁ ଆସୁଚି ନିର୍ବାଚନ ସମସ୍ତଙ୍କ ନଜର କନ୍ଧମାଳ ଜିଲ୍ଲାର କିଏ କେଉଁ ଦଳର ନେତା ପାଇବେ ଟିକେଟ ସମସ୍ତେ ଅଛନ୍ତି ଲବିରେ l କିଏ ଧନ ବଳ ତ କିଏ ଜନସମ୍ପର୍କ ସମସ୍ତେ ଉପସ୍ଥାପନ କରୁଛନ୍ତି ନିଜର ହାଇ କମାଣ୍ଡଙ୍କ ନିକଟରେ l ଏହି ପରିପ୍ରେକ୍ଷୀରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେଆଗାମୀ

ଆଦର୍ଶ ଶିକ୍ଷକ ଓ ପ୍ରବୀଣ ରାଜନୀତିଜ୍ଞ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଶ୍ବରପୁରୁ ପଞ୍ଚାୟତ ସଦର ମହକୁମାରରେ ସ୍ବର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ମାନ୍ୟଗଣ୍ୟ ଵ୍ୟକ୍ତିମାନଙ୍କ ଉପସ୍ଥିତ ।ଆଦର୍ଶ ଶିକ୍ଷକତାରୁ ସଚ୍ଚୋଟ ରାଜନୀତିର ସଂଗ୍ରାମୀ ଜୀବନରେ ପାଦ ଦେଇ ରାଜନଗରର ଉନ୍ନତିକଳ୍ପେ

ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ:ପୁରୁଣାପାଣି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ…

ଦେବଗଡ଼,:ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର

ଓଡିଶାର ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ…

ଦେବଗଡ଼,:‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ପରିପ୍ରେକ୍ଷୀରେ ବାରକୋଟ ବ୍ଲକ କଲା ସ୍ଥିତ ପଂଚାୟତ ଡିଗ୍ରୀ କଲେକରେ ଓଡିଶାର ଏତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ପ୍ରତିଯୋଗିତାରେ କଲେଜର ୮ଟି ବିଭାଗର ଛାତ୍ର ଛାତ୍ରୀ ମାନଙ୍କ

କ୍ଷତିପୂରଣ ସହ ଏକାଉଣ୍ଟ୍ ରୁ କଟିଥିବା ଟଙ୍କା ଫେରସ୍ତ କରିବା ପାଇଁ ବ୍ୟାଙ୍କ କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲା…

ବ୍ରହ୍ମପୁର : ବ୍ୟାଙ୍କ ଉପଭୋକ୍ତାଙ୍କୁ ଦୈନିକ ୧୦୦/-ଟଙ୍କା କ୍ଷତିପୂରଣ ସହ ଏକାଉଣ୍ଟ୍ ରୁ କଟିଥିବା ଟଙ୍କା କୁ ଫେରସ୍ତ କରିବା ପାଇଁ ବ୍ୟାଙ୍କ କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ । ପ୍ରକାଶ ଥାଉକି, ବ୍ରହ୍ମପୁର ବାସିନ୍ଦା ଏ. ଆର. ରାଓ ବ୍ୟାଙ୍କ ଉପଭୋକ୍ତା ଜୁନ, ୨୦୨୩