Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚୋରି ସନ୍ଦେହ କରି ଯୁବକଙ୍କୁ ପିଟିପଟି ହତ୍ୟା, ଦୁଇ ଭାଇ ଗିରଫ, କାର ଜବତ !
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ପଣ୍ଡାଢାବା ପଛପଟେ ଜଣେ ଯୁବକଙ୍କୁ ଚୋରି ସନ୍ଦେହରେ ପିଟିପିଟି ଦୁଇ ଜଣ ହତ୍ୟା କରିଛନ୍ତି | ମୃତକ ହେଲେ ସେନ୍କା ଲାକ୍ରା ୪୦ ବର୍ଷ ! ପୁଲିସ ଆଜି ଦୁଇ ଅଭିଯୁକ୍ତ ସୁରେଶ ପଣ୍ଡା ଓ!-->…
ଅଡବା ପୁଲିସକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଲାଗି ୪ ବର୍ଷ ଲାଗିଲା
ଆର,ଉଦୟଗିରି(ମନୋଜ କୁମାର ପାଢୀ) : ପରକୀୟ ପ୍ରାତିକୁ ପ୍ରାତିକୁ କେନ୍ଦ୍ରକରି ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରି ଫିଙ୍ଗି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ଖଳନାୟକଙ୍କୁ ଅଡବା ପୁଲିସ ଗିରଫ କରିବା ୪ ବର୍ଷ ଲାଗିଗଲା । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ପିପିଲି ଥାନାର!-->…
ଆମ ଓଡିଶା ନବୀନ ଓଡିଶା ଛେଲାଗଡ଼ ପଞ୍ଚାୟତସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆର,ଉଦୟଗିରି : ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ର ଛେଲାଗଡ଼ ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ରୁ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଘରେ!-->…
ମୋହନା ବ୍ଲକସ୍ତରୀୟ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହ ନିର୍ବାଚନ ପ୍ରସ୍ତୁତି ବୈଠକ
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ସଭାପତିତ୍ବରେ ଏକ ବୃହତ୍ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପରିଷଦ ସଭ୍ୟ!-->…
ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବଡଗଡକୁ ୧୧୭ ରନରେ ପରାସ୍ତ କରି ମୁଣ୍ଡମରାଇ ଦଳ ଚମ୍ପିୟାନ
ସୋମନାଥ ପ୍ରଧାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇ ଶନିବାର ଉଦଯାପିତ!-->…
ଜିଲ୍ଲା ସ୍ତରୀୟ ବାଳିକା ଭଳିବଲ କ୍ରୀଡ଼ା ପ୍ରତିଯୋଗିତାରେ ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଦଳ ଦ୍ବିତୀୟ…
ଦାରିଙ୍ଗବାଡ଼ି,୩/୨, ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ବାଳିକା ଭଳିବଲ କ୍ରୀଡ଼ା ପ୍ରତିଯୋଗିତାରେ ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଦଳ ବିଜୟୀ ହୋଇ ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଇଥିଲେ । ଫୁଲବାଣୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବାଳିକା!-->…
ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ଦାରିଙ୍ଗବାଡ଼ି,୩/୨,ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା. ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ!-->…
ବ୍ରାହ୍ମଣୀଗାଁ ଅଞ୍ଚଳର କଂଗ୍ରେସ ଦଳର ବୁଥ ସ୍ତରୀୟ କମିଟି ବୈଠକ ଓ ମିଶ୍ରଣ ପର୍ବ
ଦାରିଙ୍ଗବାଡ଼ି, ୩/୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଂଚଳର ବୁଥ ସ୍ତରୀୟ କମିଟିକୁ ନେଇ ଗତକାଲି ଆରଏମପି ପରିସରରେ ବୈଠକ ହୋଇଯାଇଛି। ଜିଲା କଂଗ୍ରେସ ମହିଳା ସଭା ନେତ୍ରୀ ରୁଦାମଲିକଙ୍କ ପ୍ରଚେଷ୍ଠାରେ ଏହି ବୈଠକ ହୋଇଥିଲା। ବୈଠକରେ କଂଗ୍ରେସର ବରିଷ୍ଠ ନେତା ଅମୀରଚାନ୍ଦ!-->…
ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ : ଜବଲପୁରକୁ ପରାସ୍ତ କରି ହରିଆନା…
ଦେବଗଡ଼,୨ା୨:ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଭଲିବଲ ଷ୍ଟାଡିୟମ ଠାରେ କଲା ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶର!-->…
ମତଦାନ କେନ୍ଦ୍ର ପରିବର୍ତନ ପାଇଁ କୁଡାନାଳୀ ଗ୍ରାମବାସୀଙ୍କ ଦାବୀ
ଦେବଗଡ଼,୨ା୨:ଛେପିଲିପାଲି ଗ୍ରାମ ପତିର୍ବେ ନିକଟସ୍ଥ ବସାଲଇ ଗ୍ରାମ ପଂଚାୟତର ଯେକୌଣସି ସ୍ଥାନରେ ଥିବା ମତଦାନ କେନ୍ଦ୍ରରେ ମତଦାନ ପାଇଁ ସୁଯୋଗ ଦେବା ପାଇଁ ଛେପିଲିପାଲି ଗ୍ରାମ ପଂଚାୟତର କୁଡାନାଳି ଗ୍ରାମବାସୀ ଦାବୀ ଜଣାଇଛନ୍ତି । ଶୁକ୍ରବାର ଦେବଗଡ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ,!-->…