Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଗ୍ରାପୋଷ ବିଦାୟ ସମ୍ବର୍ଦ୍ଧନା ସଭା
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ପୋଗ୍ରାପୋଷ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ବିଦାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବିଭୀଷଣ ତନ୍ତୀ ଓ ପ୍ରତାପପୁର କ୍ଲଷ୍ଟର ର ବରିଷ୍ଟ ଶିକ୍ଷକ ଶ୍ରୀ ଜନପିଟର କିରୋ ଉପସ୍ଥିତ ଥିଲେ | ଶ୍ରୀଯୁକ୍ତ ତନ୍ତୀ ସାର " ବିଦ୍ୟା!-->…
ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଗ୍ରୀଷ୍ମ କାଳୀନ ଅବସରରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ସବୁ ବେଳେ ଆମେ ଶୁଣୁଥାଉ ଯାହା ଫଳରେ ଜଣକ ଜୀବନ!-->!-->!-->…
ରାଜନଗର ଆଇଆଇସିଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ରାଜନଗର : ଆସନ୍ତା 2024 ସାଧାରଣ ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ କରାଯିବ, ଏହାକୁ ଆଖିଆଗରେ ରଖି କେନ୍ଦ୍ରାପଡା ଏସ୍ପି ଶ୍ରୀ ଶିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ଵିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ପୋଲିସକୁ ନେଇ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏହି ଅବସରରେ ଆଜି!-->…
ଇକୋରିଟ୍ରିଟରେ କୋଟିଏ ଟଙ୍କାର ସ୍କାମ୍ – ପୁରୁଣା ରାସ୍ତା ଓ ବହ୍ଲାକୁ ନୂଆ ଦର୍ଶାଇ ଯନ୍ତ୍ରୀ ଠିକାଦାର ନେତା…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ପ୍ରତିବର୍ଷ ପରି ଚଳିତ ଵର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋରିଟ୍ରିଟର ଅସ୍ଥାୟୀ କ୍ୟାମ୍ପ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥିଲା। ହେଲେ ସରକାରଙ୍କର ଲାଭ ହୋଇଥାଉ କି ନ ହେଉ ନେତା ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ!-->…
ରାସ୍ତା ହେଲା ମୁଖ୍ୟ ସମସ୍ୟା : ଆଶାଦିଦିଙ୍କୁ ମିଳିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହୋଇ ଗଲେ ହସପିଟାଲ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ଗଦାପୁର ପଞ୍ଚାୟତ ନିଲାକ୍ଲିଉଠାରୁ ସିକବାଡ଼ିକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ଯାହା ଫଳରେ ଉକ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ପ୍ରାୟ ୩ କିମି ରାସ୍ତା ବୋହି!-->…
ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ତିନି ଗିରଫ, ଦୁଇଟି କାର ସହ ୧୩୨ କେଜି ଗଞ୍ଜେଇ ଓ ନଗଦ ୪ ଲକ୍ଷ ଟଙ୍କା ଜବତ
ବାଲିଗୁଡା : କନ୍ଧମାଳ ପୁଲିସ ପଞ୍ଝାରେ ପଡିଛି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ରାକେଟ । ଯାହାକୁ ନେଇ ପୁଲିସ ଏବେ ଚଳଚଞ୍ଚଳ ହୋଇ ପଡିଛି । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବାଲିଗୁଡା ପୁଲିସ ପକ୍ଷରୁ ବାରଖମା ନିକଟସ୍ଥ ଡାବୁଡାକା ଘାଟିରେ ବୁଧବାର ଦିନ ବାଲିଗୁଡା-ଲଣ୍ଡାଗାଁ ରାସ୍ତା ରେ!-->…
୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଣୀ
ଦେବଗଡ : ଜଣେ କୁକୁଡା ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଣୀ (ବିଭିଓ) ସସ୍ମିତା ସେଠୀ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଛନ୍ତି । ଆଜି ଅପରାହ୍ନରେ ରିଆମାଳ ବ୍ଲକ ତେଲିମୁା ଗ୍ରାମର କୁକୁଡା ଚାଷୀ ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ!-->…
ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୩ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା, ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପିଡିତା ଓ ୧୨ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ବବଲୁ ନାୟକ (୨୭)କୁ ଦୋଷୀ!-->…
ଆନ୍ତଃଜିଲା ଚୋର ଗିରଫ : ୨ ବାଇକ, ଗୋଟିଏ ଲ୍ୟାପ୍ଟପ୍ ଓ ୭ଟି ମୋବାଇଲ ଜବତ
ଦେବଗଡ,୨୧ା୩ : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏକ ମୋବାଇଲ ଚୋରୀ ଘଟଣାର ଖିଅ ଖୋଜୁଖୋଜୁ ଦେବଗଡ ଥାନା ପୁଲିସକୁ ମିଳିଛି ବଡ ସଫଳତା । ଏହି କ୍ରମରେ ଦେବଗଡ ଥାନା ପୁଲିସ ଆଜି ଦେବଗଡ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମର ମୋହିତ ବେହେରା ଓରଫ ରୋହିତ(୨୧)କୁ ଗିରଫ କରିବାସହ ତା ନିକଟରୁ!-->…
ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି : ଓଡିଶା ଦିବସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱର୍ଣିମ ସ୍ୱାକ୍ଷର ବହନ କରେ। ଏଥି ସହିତ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗ ଏହି ଦିବସ ସହ ଗଭୀର ଭାବେ ଜଡ଼ିତ। ଚଳିତ ବର୍ଷ ଏହି ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ପାଳନ କରିବା ନିମନ୍ତେ ଜିଲ୍ଲା!-->…