Browsing Category

ଆଞ୍ଚଳିକ

କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ବର୍ଷାରରେ ଘର ସମ୍ପୂର୍ଣ୍ଣ ନଷ୍ଟ

ଦାରିଙ୍ଗବାଡ଼ି, ୨୦/୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ କିଛି ଦିନ ହେବ କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ବର୍ଷା ସୃଷ୍ଟି ହୋଇଛି । ଏହି କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ବର୍ଷାରେ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଗ୍ରାମ ସିଙ୍ଗେରପଦ ସାହିର ମାୟାଧର

୨୦ କେଜି ଗଞ୍ଜେଇ ଜବତ : ୩ ଗିରଫ

ଦାରିଙ୍ଗବାଡି : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢାଉ କରାଯାଇ ୨୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ବାଇକ୍ ଓ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗିରଫ ୩ ଜଣ ହେଲେ ସୋରଡ଼ା ଥାନା ଅନ୍ତର୍ଗତ ମୂର୍ଗାପଲ୍ଲୀ

ବାଇକ୍ ଚୋରି ରାକେଟ ର ପର୍ଦ୍ଦାଫାଶ : ୩ଜଣଙ୍କୁ କୋର୍ଟ ଚାଲାଣ

ଦାରିଙ୍ଗବାଡି, ୨୦/୨୪ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବାଇକ୍ ଚୋରୀ ଘଟଣାରେ ୩ଜଣଙ୍କୁ କୋର୍ଟ ଚାଲାଣ କାଯାଇଥିବା ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ସୂଚନା ରହିଛି। ଅଞ୍ଚଳରେ ଗତ ୧୩ ତାରିଖ ଦିନ ମୁଣ୍ଡିଗାଁ ଗ୍ରାମର ଦିପୁ ମଲ୍ଲିକ (୩୪) ଥାନାରେ ନିଜ ବାଇକ୍ ଚୋରି

ବ୍ରହ୍ମପୁର ମୁଖ୍ୟରାସ୍ତାରୁ ଲୁଟ, ବାଇକ ଡିକି ଭାଙ୍ଗି ଲୁଟି ନେଲେ ୫ଲକ୍ଷ ୬୦ ହଜାର ଟଙ୍କା

ଏପଟେ ପୋଲିସ କରୁଛି ଫ୍ଲାଗ ମାର୍ଚ୍ଚ ସେପଟେ ସହରରେ ଲୁଟ…. ଆଖି ପିଛୁଳାକେ ଲୁଟିନେଲେ ଲୁଟେରା।ଲୁଟ କରୁଥିବା ଲାଇଭ ଚିତ୍ର ସିସିଟିଭିରେ ହୋଇଛି କଏଦ। ବ୍ରହ୍ମପୁର : ଏଭଳି ଘଟଣା ଘଟିଛି ବୈଦ୍ୟନାଥ ପୁର ଥାନା ଇଲାକାରେ। କନିଷି ଅଞ୍ଚଳ ର ବ୍ୟବସାୟୀ କୃଷ୍ଣ ମହାରଣା ନାମକ ବ୍ରହ୍ମପୁର ଜୟ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପଖାଳ ଦିବସ

ରାଜନଗର : ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାଭୋଇ ପୋଖରୀ ନିକଟସ୍ଥ ମା ହୋଟେଲ ପରିସରରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି l ଓଡିଆ ଜାତିର ଖାଦ୍ୟ ଅସ୍ମିତାର ପ୍ରତୀକ ପlରମ୍ପରିକ ପଖାଳ ଖାଦ୍ୟ ସହ

ଖସୁଛି ଅତଡ଼ା ଆତଙ୍କିତ ଜୁଣଗଡି ଗ୍ରାମବାସୀ ତଟବନ୍ଧ ବିଭାଗର ନିଘା ନାହିଁ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ନଦୀ କୂଳିଆ ଗ୍ରାମବାସୀମାନେ କୁମ୍ଭୀର ଆତଙ୍କ ପାଇଁ ଭୟଭିତରେ ଚଳପ୍ରଚଳ କରି ଦିନ କାଟୁଥିବା ଵେଳେ ନଦୀରେ ଅତଡାଖସୀ ଗ୍ରାମ ଲୀନ ହେବାକୁ ଵସିଲାଣି। ହେଲେ ତଟଵନ୍ଧ ବିଭାଗର ଦୃଷ୍ଟି ପଡୁନଥିବା ତାହା ସାଧାରଣରେ ଆଲୋଚ୍ୟ ବିଷୟ ପାଲଟିଛି।ସୂଚନା

ଲଷ୍ମୀନୃସିଂହ ଚନ୍ଦନ ଯାତ୍ରା ପରିଚାଳନା କମିଟି ଗଠିତ : ପାର୍ଥ ସଭାପତି ଦାରୁଣ ସମ୍ପାଦକ

ଫୁଲବାଣୀ : ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ପାଳନ ଅବସରରେ ଚନ୍ଦନ ଯାତ୍ରା ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ମନ୍ଦିର ପ୍ରାଙ୍ଗଣ ରେ ଜିରିଙ୍ଗିପଡା ଗ୍ରାମ କମିଟି ଆନୁକୂଲ୍ୟରେ ସହର ବାସୀଙ୍କର ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗରେ ଏହି ଯାତ୍ରା ଦୀର୍ଘ ୧୫ ଦିନ ଧରି

ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ବୃଦ୍ଧି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ବୃଦ୍ଧି ହୋଇଛି l ୟୁଜିସି ପତ୍ର ସଂଖ୍ୟା F2-10/2023 ତା 20.02.2024 ଏବଂ ବ୍ରହ୍ମପୁର ବିଶ୍ଵାବିଦ୍ୟାଳୟ ପତ୍ର ସଂଖ୍ୟା 1830/CDC/BU/24 ତା 18.03.2024 ମାଧ୍ୟମରେ

ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀର ବ୍ୟବସାୟୀ ମୋହନ ସାହୁଙ୍କ ମୃତ୍ୟୁ

ଫୁଲବାଣୀ : ଆନ୍ଧ୍ରପ୍ରଦେଶ ବିଜୟନଗରମ ଠାରେ ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀ ନଦିଖଣ୍ଡି ସାହିର ଜଣେ ଯୁବକ ମୋହନ ସାହୁ (୪୨)ଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁସାରେ ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ। ଗତ ରବିବାର ଦିନ ବୁଲାବୁଲି ସାରି ଟ୍ରେନ୍ ଯୋଗେ

ପାନୀୟ ଜଳରେ ପଙ୍କ ମିଶ୍ରିତ ନାଳ ନର୍ଦ୍ଦମା ପାଣି ବାହାରୁଥିବା କୁ ନେଇ ଅଭିଯୋଗ…

ଛତ୍ରପୁର, ତା.୨୦ / ୩ : ଛତ୍ରପୁର ସହରରେ ପାନୀୟଜଳଯୋଗାଣରେ ଦୂଷିତ, ଗୋଳିଆ, ପଙ୍କ ମିଶ୍ରିତ ନର୍ଦ୍ଧାମ ପାଣି ବାହାରୁଛି । ଏନେଇ ଲୋକେ ଅତିଷ୍ଠ ହୋଇ କ୍ଷୋଭ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳରେ ପାନୀୟ ଜଳରେ ଦୂଷିତ ଗୋଳିଆ ପାଣି