Browsing Category

ଆଞ୍ଚଳିକ

ଚନ୍ଦନପୁରୁ ବାଲିରେ ୫ବାର୍ଷିକ “ବାଲି ମହୋତ୍ସବ” ଉଦଘାଟିତ

ରାଜନଗର -କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବାଲି ଚନ୍ଦନପୁର ଠାରେ ଅଷ୍ଟଶମ୍ଭୁ ବାଲୁଙ୍କେଶ୍ୱର ପୂଜା କମିଟି ଓ ଗ୍ରାମର ଯୁବକ ମାନଙ୍କ ପ୍ରୟାସ ରେ ପଞ୍ଚମ ବାର୍ଷିକ "ବାଲି ମହୋତ୍ସବ" ଉଦଘାଟିତ ହୋଇଯାଇଛି l ପବିତ୍ର ଶିବରାତ୍ରି ଉପଲକ୍ଷେ ଆୟୋଜିତ ହୋଇଥିବା ଉତ୍ସବ ଆରମ୍ଭରେ

ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ

କନ୍ଧମାଳ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ ଫୁଲବାଣୀ -କନ୍ଧମାଳ ଜିଲ୍ଲାର କୋଟଗଡ଼ ଏବଂ ବେଲଗର ଥାନା ଅଧୀନରେ ଥିବା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଗୁଳି ବିନିମୟ, ହୋଇଥିବା ସୂଚନା ରହିଛି l ପୋଲିସ ସୂଚନା ଅନୁଯାୟୀ ୬/୩/୨୦୨୪ ତାରିଖରେ ରେ ଏକ ଆଣ୍ଟି ନକ୍ସାଲ୍ ଅପରେସନ୍ ଆରମ୍ଭ

ଏକ ଦିବସୀୟ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରୟlସରେ ଉଭୟ ବାଳକ ଓ ବାଳିକା ୟୁନିଟର ସ୍ବେଛାସେବୀମାନେ ଏକ ଦିବସୀୟ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରବିବାର ସକାଳ ୭ଘଣ୍ଟିକା ସମୟରେ ଆରମ୍ଭ କରାଯାଇଥିଲା l ବାଳକ ଓ ବାଳିକା

ବନ ବିଭାଗ ପକ୍ଷରୁ ବନାଗ୍ନି ନିରୋଧ ସଚେତନତା କାର୍ଯ୍ୟକ୍ରମ

ଦେବଗଡ,୯ା୩ : ଦେବଗଡ ବନଖଣ୍ଡ କଂସର ଫରେଷ୍ଟ ସେକ୍ସନର ବିଭିନ୍ନ ଗ୍ରାମରେ ଆଜି ବନାଗ୍ନି ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋଙ୍କ ନିର୍ଦ୍ଦେଶ କ୍ରମେ କଂସର ଫରେଷ୍ଟର ବାଣେଶ୍ୱର ପରିଡାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ୫ ଗୋଟି

ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ତ୍ରି-ମୂର୍ତ୍ତି ଶିବ ଜୟନ୍ତୀ ଓ ସର୍ବଧର୍ମ ସଭା !

ଛତ୍ରପୁର : ଛତ୍ରପୁର ସହରରେ ଅବସ୍ଥାପିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପବିତ୍ର ମହାଶିବରାତ୍ରୀ ଅବସରରେ ତିନିଦିନିଆ ଈଶ୍ୱରୀୟ ସନ୍ଦେଶ ଯାତ୍ରା ଓ ପ୍ରଚାର ସଭାଯାତ୍ରା ଉଦଯାପିତ ହୋଇଯାଇଛି । ମହାଶିବରାତ୍ରୀ ଦିନ ଆଶ୍ରମରେ

ଜାମ୍ବୁନାଳୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ : “ବିଦ୍ୟାଳୟ ଓ ଶିକ୍ଷକଙ୍କ ଭୂମିକା ମହତ୍ତ୍ଵପୂର୍ଣ୍ଣ”

ଦେବଗଡ଼ : ଛାତ୍ର ଗୁରୁଙ୍କଠାରୁ ଅଧିକ ବିଜ୍ଞାନୀ। ବିକଶିତ ପୃଥିବୀରେ ପରବର୍ତ୍ତୀ ପୀଢ଼ି ସର୍ବଦା ବିଜ୍ଞ। ଡାରଉଇନ୍ ତଥ୍ୟ ଅନୁସାରେ ସବୁବେଳେ ମଣିଷ ନୂଆ ସୃଷ୍ଟି କରିଥାଏ। ପରିବର୍ତ୍ତନଶୀଳ ପରମ୍ପରା, ଘଟୁଥିବା ଘଟଣା, ପରିବେଶରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଚିନ୍ତନ କରନ୍ତି। ଏଥିରୁ ଜ୍ଞାନ

ଜଙ୍ଗଲି ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁମିକିଆ ପଞ୍ଚାୟତର ସରୁଲାଇ ଗ୍ରାମର ଜଣେ ବୃଦ୍ଧ କୁ ଶନିବାର ଦିନ ଜଙ୍ଗଲି ବାରହା କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛି । ଘଟଣାରୁ ପ୍ରକାଶ ଯେ ସରୁଲାଇ ଗ୍ରାମର ଗାଟିସା

ଜିଲ୍ଲା ସ୍ତରୀୟ ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ, ମୋଟୁ ଏବଂ ଜେ.ଏମ୍‌.ଏଫ.ସି. ମାଥିଲି, କୁଡୁମୁଲୁଗୁମ୍ମା, କୋରୁକୋଣ୍ଡା ଗ୍ରାମ ନ୍ୟାୟାଳୟ ଦ୍ୱାରା ଆଜି ଜାତୀୟ ସ୍ତରୀୟ ଲୋକ ଅଦାଲତ ଜିଲ୍ଲାର ସମସ୍ତ

ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ…

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛି ! ଯୁବକଙ୍କ ପିଠିରେ ଗୋଟିଏ ଗୁଳି ବାଜିଥିବାରୁ ! ତାଙ୍କ ଅବସ୍ଥା ଗୁରୁତର ସଙ୍ଗେ ସଙ୍ଗେ ରାଉରକେଲା

ବିଧାୟକ ଚାପରେ ଚାପି ହୋଇଗଲେ ସମିତି ସଭ୍ୟ, ଶଙ୍ଖ ଛାଡ଼ି ହାତ ଧରିଲେ ପ୍ରଶାନ୍ତ

ରାଜନଗର : ସାରା ରାଜ୍ୟରେ ନିର୍ବାଚନ ଋତୁ ଆସୁଥିବା ବେଳେ ନିର୍ବାଚନ ବେଗୁଲୁ ବାଜିବା ଆରମ୍ଭ ହେଲାଣି ,ଏହି ପରିପ୍ରେକ୍ଷୀରେ ଦଳ ଢିଆଁ ପର୍ବ ରୀତିମତ ଚାଲୁରହିଛି, ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବିଜେଡ଼ି ସମର୍ଥିତ ବାଲିସାହି ପାଟଣା ସମିତି ସଭ୍ୟ ତଥା ଜିଲ୍ଲା ଯୁବ ବିଜେଡ଼ି