Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମକା ଗଛରେ ପାଣି ଦେଉଥିବା ଵେଳେ ଦକ୍ଷିଣଭେଡା ଗାଁର ନିମାଇଁକୁ ଟାଣି ନେଲା କୁମ୍ଭୀର
ରାଜନଗର : ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ଼଼ଉଳା କୁମ୍ଭୀର ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ବିଶ୍ବମାନଚିତ୍ରରେ ସ୍ଥାନପାଇ ପର୍ଯ୍ୟଟନ ସ୍ଥଳୀରେ ସୁନାମ ଅର୍ଜନ କରିଚାଲିଛି। ହେଲେ ବନ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ!-->…
ନୂତନ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଛତ୍ରପୁର : ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ.ଅଜୟ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାକୁ ନେଇ ନୂତନ ଅଧ୍ୟକ୍ଷଙ୍କୁ ଏହି କଲେଜ୍ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରାତନ ଛାତ୍ର ସଂଘର ସଭାପତି ତଥା!-->…
ଟାଟା ଚା’ କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ୪ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ !
ଛତ୍ରପୁର : ଭାରତୀୟ ମଜଦୁର୍ ସଂଘ୍ ସହ ଅନୁବନ୍ଧିିତ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନ ତରଫରୁ ୪ଦଫା ଦାବୀ ନେଇ ଗୁରୁବାର ଟାଟା ଚା' ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରି ଟାଟା-ପ୍ଲାଣ୍ଟ କର୍ମଚାରୀମାନଙ୍କ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ଅନ୍ତର୍ଗତ!-->…
ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ
ମାଲକାନଗିରି : ଜିଲ୍ଲା ସଂସ୍କୃତି ଭବନ ଠାରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅଥିତି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ!-->…
ପୌରପରିଷଦ ର ମନମୁଖୀ କାର୍ଯ୍ୟରେ ଅସହାୟ ଦୁର୍ଗାଗୁଡ଼ା ଗ୍ରାମବାସୀ..
ଉମରକୋଟ : ଭୋଟ ଯେତେ ପାଖେଇ ଆସୁଛି ନେତା ମନ୍ତ୍ରୀମାନେ ସମସ୍ତେ ସେତେ ପଦ ପାଇଁ ଦୌଡ଼ରେ ଲାଗିଛନ୍ତି, ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ସମୟ ନାହିଁ | ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୧ନଂ ୱାର୍ଡ, ଦର୍ଗାଗୁଡ଼ା ଗ୍ରାମରେ ବିଗତ ମାସରେ ପୌରପରିଷଦର!-->…
ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଲେଇ ମେସିନ ପ୍ରଦାନ
ମାଲକାନଗିରି : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଅlନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ନିଯୁକ୍ତି ପ୍ରତିଷ୍ଠାନ କକ୍ଷରେ ନିର୍ଦ୍ଦେଶକ ସୁବ୍ରତ କୁମାର ଦାସଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା!-->…
ରାସ୍ତା ନାହିଁ ତ ଭୋଟ ନାହିଁ : ନଦୀ ମୁଠା ଅଞ୍ଚଳ ବାସୀ ଭୋଟ ବର୍ଜନ ଦେଲେ ଚେତାବନୀ…
ଆର,ଉଦୟଗିରି : ଚଳିତ ମାସ ୦୭ ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ୧୦ ରୁ ଉର୍ଦ୍ଧ୍ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକ ପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗାଁର ଶତାଧିକ ମହିଳା ଓ!-->…
ଟିକାବାଲି କଲେଜରେ ନୂଆ – ଓ ଛାତ୍ର ବୃତ୍ତି ପ୍ରଦାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଛାତ୍ରବୃତ୍ତି ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇ ଓଡ଼ିଶା ସରକାରଙ୍କ ଅଭିନଵ ପ୍ରୟାସ କୁ!-->…
ବିଜୁଜୟନ୍ତିରେ କେକ୍ କଟାକୁ ନେଇ ଚର୍ଚ୍ଚାରେ ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା
ମାଲକାନଗିରି ବିଜୁ ଜୟନ୍ତୀରେ କେକ୍ କାଟି ସମଗ୍ର ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା । ଗତ କାଲି ସମଗ୍ର ରାଜ୍ୟରେ ଜନ ନେତା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବିଜୁ!-->!-->!-->…
ମୋହନାଠାରେ ବିଜୁବାବୁଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ
ଆର,ଉଦୟଗିରି : ମୋହନା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ପ୍ରବାଦପୁରୁଷ ବିଜୁ ବାବୁଙ୍କ 108 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜିର ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୋହନା ନିର୍ବାଚନ ମଣ୍ଡଳୀ ରଜିଲ୍ଲା ସଭାପତିଙ୍କ ଦେହ ଅସୁସ୍ଥଥିବା ଯୋଗୁଁ!-->…