Browsing Category

ଆଞ୍ଚଳିକ

ତାଳଚୁଆ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି,ଗୋଟିଏ ଘରେ ବାପା ମା ପୁଅଙ୍କ ଶବ ଉଦ୍ଧାର

ରାଜନଗର : ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର‌ ଗ୍ରାମରେ ବନ୍ଦ କୋଠରୀ ମଧ୍ୟରୁ ଗୋଟିଏ ପରିବାରର ବାପା ମା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଅଭାବନୀୟ ଘଟଣାରେ ରାଜେନ୍ଦ୍ର ନଗର ସମେତ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।ଖବରପାଇ ତାଳଚୁଆ ପୋଲୀସ

ପିଇବା ପାଣିର ଘୋର ସଙ୍କଟ ଭିତରେ ଘୁଟୁଗୁଡ଼ା ଗ୍ରାମବାସୀ

ଉମରକୋଟ : ସରକାର ଜନତାଙ୍କ ହିତ ଲାଗି ବିଭିନ୍ନ ପ୍ରକାର ଯୋଜନା କରି, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଉପରିସ୍ଥ କର୍ମଚାରୀ ଏହାକୁ ବେଖାତିର କରିଚାଲୁଛନ୍ତି | ସୂଚନା ପ୍ରକାର ନବରଙ୍ଗପୁର ଜିଲ୍ଲାର, ଉମରକୋଟ ବ୍ଲକ ଅନ୍ତର ଗତ ୟୁ. ଭି. ନଂ ୮ଖୁଟୁଗୁଡ଼ା ଗ୍ରାମବାସୀ ଦୀର୍ଘ ଦିନ

ଜନସ୍ବାସ୍ଥ୍ୟ ବିଭାଗ ‌ ରାସ୍ତାମଝିରେ ଗାତ ଖୋଳି ଚାଲିଛି ପାଇପ ବିଛାକାମ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧୀନ ସହର ସାରା ରାସ୍ତା ମଝିରେ ଗାତ ଖୋଳି ପାଇପ ବିଛେଇ ଚାଲିଛି ଜନସ୍ବାସ୍ଥ୍ୟ

ଫିରିଙ୍ଗିଆ ପ୍ରେସକ୍ଲବର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବିଜୁ କଲ୍ଯାଣ ମଣ୍ଡପ ଠାରେ ଫିରିଙ୍ଗିଆ ପ୍ରେସ କ୍ଲବର ୩ ବର୍ଷ ପୂରଣ ହୋଇ ସାରିଥିବା ବେଳେ ଚତୁର୍ଥ ବର୍ଷ ଆରମ୍ଭରେ ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ପାଳନ କରାଯାଇଛି ।ବିଭିନ୍ନ ଘାତ ପ୍ରତିଘାତ ସ୍ବତେ ପ୍ରେସ କ୍ଲବ୍ ଉପଦେଷ୍ଟା

ବିଜେଡି ସାଙ୍ଗଠନିକ ବୈଠକରେ କଂଗ୍ରେସ କର୍ମୀମାନେ ବିଜେଡିରେ ଯୋଗଦାନ…

ଆର,ଉଦୟଗିରି-୪/୩/ ଆର, ଉଦୟଗିରି ଗ୍ରାମର କଲ୍ୟାଣମଣ୍ଡପ ଠାରେ ବିଜେଡି ସାଙ୍ଗଠନିକ ବୈଠକରେଆଜି ଆର, ଉଦୟଗିରି ବ୍ଲକର ବସ୍ତ୍ରୀଗୁଡା ସରପଞ୍ଚ ଶ୍ରୀମତି ରିତାନି ମଣ୍ଡଳ ତାଙ୍କ ସ୍ୱାମୀ ଉଦିପ ମଣ୍ଡଳ, ଆର. ଉଦୟଗିରି 10ନମ୍ବର ୱାର୍ଡ ମେମ୍ବର ଦେବରାଜ ସୁବୁଦ୍ଧି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଆର,ଉଦୟଗିରି ଗସ୍ତ : ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଦେଲେ…

ଆର,ଉଦୟଗିରି ବ୍ଳକର ୧୧ ଓ ୧୨ ନମ୍ବର ଜୋନୁର ପୂର୍ବତମ ବିଜେଡି କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ... ଆର,ଉଦୟଗିରି : /୪/୩/ ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକର ସଦର ମହକୁମାରେ ଥିବା ନିର୍ମାଣ ଶ୍ରମିକ ସଂଘର ସଭାଗୃହରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ

ବିଦ୍ୟାଳୟକୁ ରାସ୍ତା ଟିଏ ହେବାରେ ବାଧକ ସାଜିଛି ପ୍ରଶାସନ…

ଛତ୍ରପୁର, //ଚିକିଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନ୍ଦରଡ଼ା ଗ୍ରାମରେ ସ୍ଥାପିତ ହୋଇଥିବା ମନ୍ଦରଡ଼ା ଗ୍ରାମପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ-ବିଦ୍ୟାଳୟକୁ ରାସ୍ତା ଟିଏ ହେବାରେ ବାଧକ ହୋଇଛି । ପ୍ରକାଶ ଥାଉକି, କି ଯେ’ ୨୦୦୯ ମସିହାଠାରୁ ସ୍କୁଲ

ଫୁଲବାଣୀ ପୌର ପରିଷଦ ଅଂଚଳରେ ବିଜେଡିର ଘରେଘରେ ଶଂଖ କାର୍ଯ୍ୟକ୍ରମ ଉଦଯାପିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଫୁଲବାଣୀରେ ଆଜି ଘରେ ଘରେ ଶଂଙ୍ଖ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗତ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ସମସ୍ତ ୧୩ ଟି ୱାର୍ଡରେ ଏହି ଅଭିଯାନ କରାଯାଇଛି। ଆଜି ଫୁଲବାଣୀର

ମାଟି ଖୋଳି ପୋତା ଯାଇଥିବା ମହିଳାଙ୍କ ଗଳିତ ଶବ ଠାବ, ହତ୍ୟା ସନ୍ଦେହ

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ଥାନା ତାଳକୁଣ୍ଡି ପଂଚାୟତ ମଧ୍ୟପୁର ଗ୍ରାମରେ ଏଭଳି ଏକ ଘଟଣା ଦେଖାଯାଇଛି । ଖେଳ ପଡିଆ ନିକଟ ଏକ ଚାଷ ଜମିରେ ମହିଳାଙ୍କ ଶବ ପୋତା ଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧ ରୁ ୨ ଫୁଟ ମାଟି ଖୋଳି ଗତ କିଛି ଦିନ ଭିତରେ ମହିଳାଙ୍କ ଶବ ପୋତା ଯାଇଛି । ସ୍ଥାନୀୟ

ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପୋଷ୍ଟର ଚିରାକୁ ନେଇ ଟାଉନ ଥାନାରେ ରୁଜୁ ହେଲା ମାମଲା

ବ୍ରହ୍ମପୁର : ଆଗକୁ ରହିଛି ସାଧାରଣ ନିର୍ବାଚନ ତେବେ ଏଭଳି କଂଗ୍ରେସ ପୋଷ୍ଟର ଚିରାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି।କଂଗ୍ରେସ ଭବନ ବାପୁଜି ଆଶ୍ରମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବ ଜିଲ୍ଲା ସଭାପତି ଦୀପକ ପଟ୍ଟନାୟକ।ଗତକାଲି