Browsing Category

ଆଞ୍ଚଳିକ

ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

ଉମରକୋଟ :-ସପ୍ର ( ୨୦/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ତହସିଲ ଅଫିସ ଆଗରେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସେମାନଙ୍କର ପାଞ୍ଚ ଗୋଟି ଦାବି ନେଇ ୧୯/୦୨/୨୦୨୪ ରିଖରୁ ଧାରଣାରେ ବସିଛନ୍ତି।ସେମାନଙ୍କର ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାଯ୍ୟ ଅନଆର୍ଥିକ ଦାବି ODRS

ଓଡ଼ଗାଁ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ବ୍ଲକ୍ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର୍, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା, ଡେପୁଟି କଲେକ୍ଟର

ରାଜସ୍ବ ଅଧିକାରୀ ମାନଙ୍କ ଛଅ ଦଫା ଦାବିରେ ତହସିଲ କାର୍ଯ୍ୟଳୟ ଆଗରେ ଧାରଣା…

ନୟାଗଡ : ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆଖତରଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଅଜିତ କୁମାର ଡାକୁଆ ଓ ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ଆଗରେ ଛଅ ଦଫା ଦାବିରେ ରାଜସ୍ବ

ଗଜପତି :ସୁବଲଡା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି…

ଆର,ଉଦୟଗିରି :/୨୦/୨/— ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି l ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୪୬ ଟି

ବ୍ରହ୍ମପୁର ବିଜେପି ପକ୍ଷରୁ ବୁଥ୍ ଚାଲ ଅଭିଯାନ” ସହ “ମୋଦି ଗ୍ୟାରେଣ୍ଟି ପଦଯାତ୍ରା…

ବ୍ରହ୍ମପୁର, ୨୦/୨ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ "ବୁଥ୍ ଚାଲ ଅଭିଯାନ" ସହ "ମୋଦି ଗ୍ୟାରେଣ୍ଟି ପଦଯାତ୍ରା" ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଗୋସାଇଁନୂଆଗାଁ

ଦିବ୍ୟାଙ୍ଗ ଭଗବାନ ସାମଲଙ୍କୁ ସ୍କୁଟି ପ୍ରଦାନ କଲେ ନୟାଗଡ଼ ବିଧାୟକ…

ଓଡ଼ଗାଁ : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଓଡ଼ଗାଁ ପଞ୍ଚାୟତ ସମିତି ଅଧୀନ ରାବରା ଗ୍ରାମ କଇଥ ସାହିର ଦିବ୍ୟାଙ୍ଗ ଭଗବାନ ସାମଲ(୫୬) ଙ୍କୁ ଏକ ଚାରିଚକିଆ ସ୍କୁଟି ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପ୍ରଦାନ କରିଛନ୍ତି । ରାବରା

ଲକ୍ଷ୍ମୀ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କନ୍ଧମାଳ ଜିଲ୍ଲାପାଇଁ ବରଦାନ : ଡଃ. ସାମନ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଥାନୀୟ ଯାତାୟତ ସୁବିଧା ନିମନ୍ତେ ସରକାର ଲକ୍ଷ୍ମୀ ଭଡ଼ା ୫ଟଙ୍କା

୫ ଦଫା ଦାବୀରେ ଗର୍ଜୀଲେ ଚାଷୀ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀ

ଦେବଗଡ଼,୧୯ା୨: ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀରେ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ

ସାମ୍ବାଦିକଙ୍କ ପିତୃ ବିୟୋଗ

ଦାରିଙ୍ଗବାଡ଼ି,୧୯/୨ : କଳିଙ୍ଗ ନିୟୁଜ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବରୁଣ କୁମାର ସିଂଙ୍କ ପିତା ଗୋବିନ୍ଦ ଚନ୍ଦ୍ର ସିଂ(୮୨) ଙ୍କର ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ପରଲୋକ ହୋଇଯାଇଛି। ସୋମବାର ସକାଳୁ ତାଙ୍କ ମର ଶରୀରକୁ ଦାସିଙ୍ଗବାଡ଼ି ନିଜ ବାସଭବନ କୁ

ବରିଷ୍ଠ କଂଗ୍ରେସ ନେତା ଗୌରୀଶଙ୍କର ପ୍ରଧାନିଙ୍କ ଲାଗି ଶୋକଶୋଭା

ଆର,ଉଦୟଗିରି : ସୋମବାର ଦିନ 11:00 ଘଣ୍ଟା ସମୟରେ କଣ୍ଟେଇକୋଳି ଠାରେ ମୋହନା ବ୍ଲକ କଂଗ୍ରେସ ପରିବାର ତରଫରୁ ମୋହନା ନିର୍ବାଚନ ମଣ୍ଡଳୀର 3 ଜଣ MLA ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ (1) ବାଳକୃଷ୍ଣ ମଲିକ(2) ରେଜିନା ପ୍ରଧାନ (3) ରୀନା ପ୍ରଧାନଙ୍କ ଉପସ୍ଥିତିରେ ସ୍ବର୍ଗତ ଗୌରୀଶଙ୍କର