Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସଶକ୍ତିକରଣ ପଥରେ ବୀରମିତ୍ରପୁର ମୁନିସିପାଲିଟି ନାରୀ ସମାଜ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ବୀରମିତ୍ରପୁର ମୁନିସିପାଲିଟି ମିଶନ ଶକ୍ତି ଭବନ ଶୁଭ ଉଦଘାଟନ ହୋଇଯାଇଛି |
ଆଜି ବୀରମିତ୍ରପୁର ମୁନିସିପାଲିଟି ର ତହସିଲ ଠାରେ ମିଶନ ଶକ୍ତି ଭବନ ଉଦଘାଟନ!-->!-->!-->!-->!-->…
ଝିଅ ବାହାଘର ଦିନ ବାପାର ଆତ୍ମହତ୍ୟା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଝିଅ ବାହାଘର ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ କନ୍ୟା ପିତା ଜଣଙ୍କ ଗ୍ରାମ ନିକଟସ୍ଥ ଏକ ମୁଗ କିଆରିରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ!-->…
ପୁରୀରେ ହେବ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର, ୧୦୯୫ ଦିନରେ ସରିବ କାମ
ପୁରୀ : ପୁରୀରେ ହେବାକୁ ଯାଉଛି ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର। ଏହାର ନିର୍ମାଣ କାମ ପିପିପି ମୋଡରେ କରାଯିବ। ଏଥିପାଇଁ ୨୨୦୩ କୋଟି ଟଙ୍କାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ୧୦୯୫ ଦିନ ବା ୩ବର୍ଷ ଭିତରେ ବିମାନବନ୍ଦର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ!-->…
ଖ୍ରୀଷ୍ଟିଆନ ସମାଧି ସ୍ଥଳ(ଶଶ୍ମାନ)ଉନ୍ନତି କରଣ କାର୍ଯ୍ୟର ଉଦଘାଟନ କଲେ ଛତ୍ରପୁର ବିଧାୟକ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ତରେଇପାଟପୁର ଗ୍ରାମ ନିକଟରେ ଥିବା ଖ୍ରୀଷ୍ଟିଆନସମାଧି ସ୍ଥଳ(ଶଶ୍ମାନ) ଉନ୍ନତିକରଣ କାର୍ଯ୍ୟର ରବିବାର ଶୁଭ ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ୟୁନିଅନ ଵାପିସ୍ଟ ଚର୍ଚ୍ଚ ପକ୍ଷରୁ କରାଯାଇଥିବା ଏହି ସମାଧି ସ୍ଥଳକୁ!-->…
ଚିକିଟୀରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଓ ସାଂସଦ
ଚିକିଟୀ : ଶନିବାର ଦିନ ଅପରାହ୍ନ ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚିକିଟୀ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଓ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ। ପ୍ରଥମେ ରତନେଇ କଲ୍ୟାଣ ମଣ୍ଡପର ଶିଳାନ୍ୟାସ,ବଣ!-->…
ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ଦିନିକିଆ କର୍ମଶାଳା
ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନା ରେ ଆମ ରାଜ୍ୟ ଓଡିଶା ଦେଶରେ ଆଗରେ ଥିବାବେଳେ ଏବେ ସରକାରଙ୍କର ଲକ୍ଷ୍ୟ ରାଜ୍ୟର ସମସ୍ତ ଜନ ସାଧାରଣ କିପରି ଗ୍ରାମାଚଂଳରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍ ଭାବରେ ସାମ୍ନା କରି ତାର ସୁପରିଚାଳନା କରିପାରିବେ । ସେଥି ନିମନ୍ତେ ପ୍ରତ୍ୟେକ ସରକାରୀ ଓ!-->…
ଦାରିଙ୍ଗବାଡିରେ ଆମ ହସ୍ପିଟାଲ ଲୋକାର୍ପଣ
ଦାରିଙ୍ଗବାଡି,୧୭/୨ : ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ୫ଟି ରେ ରୂପାନ୍ତରିତ ହୋଇଥିବା ବେଳେ ଆମ ହସ୍ପିଟାଲ ଯୋଜନାରେ ଲୋକାର୍ପଣ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଲୋକାର୍ପଣ କରିଥିବା ବେଳେ ଆନୁଷ୍ଠାନିକ ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ!-->…
ମୋହନାରେ ଶୀତଳ ଭଣ୍ଡାର ଉଦଘାଟିତ – ପିଣ୍ଡିକିକୁ ଆଦର୍ଶ କୃଷି ଗ୍ରାମ ଘୋଷଣା
ଆର,ଉଦୟଗିରି : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗଜପତି ଜିଲ୍ଲା ମୋହନାରେ ଉଦଘାଟିତ ହୋଇଛି ଶୀତଳ ଭଣ୍ଡାର l ସୋଆ ଦ୍ୱାରା ପ୍ରୋତ୍ସାହିତ ସୋଲିଡlରିଡାଡ ପରିଚାଳିତ ଏହି ଶୀତଳ ଭଣ୍ଡାର ଦ୍ୱାରା ପରିବା ଚାଷୀ ଉପକୃତ ହେବାର ଆଶା ରଖିଛନ୍ତି l ଏଥିସହ ପିଣ୍ଡିକି ଗ୍ରାମକୁ ଆଦର୍ଶ କୃଷି ଗ୍ରାମ ଘୋଷଣା!-->…
ଅଟୋ ଓଲଟି ପାଞ୍ଚ ଆହତ, ଦୁଇ ଗୁରୁତର
ଆର,ଉଦୟଗିରି : ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହିକିରିମା ଠାରେ ଶନିବାର ସନ୍ଧ୍ୟା ସମୟରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏକ ଆଦିବାସୀ ସଭା ସାରି ଲୋକେ ବାରିଆବନ୍ଧ ରୁ ଜାଡାଗୁଡା ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି l ଅଟୋ!-->…
ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସଶକ୍ତ ଓଡ଼ିଶା ଜନଜାତି ସଂସ୍କୃତି ବୈଠକ
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ପଣ୍ଡପ ଠାରେ ସାଂସ୍କୃତିକ ଜନଜାତି ବିକଶିତ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା!-->…