Browsing Category

ଆଞ୍ଚଳିକ

ମୋହନା ତୈଳିକ ବୈଶ୍ୟ ସମାଜର ଅଷ୍ଟମ ବାର୍ଷିକ ଉତ୍ସବ

ଆର,ଉଦୟଗିରି : ମଙ୍ଗଳବାର ଦିନ ମୋହନାର କୋଠଘର ଠାରେ ମହୋନା ଓ ଅଡବା ଗ୍ରାମ୍ୟ ପରିଷଦରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏଥିରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକବଶ୍ୟ କେନ୍ଦ୍ରୟ ସଭିପତି ମୁଖ୍ୟ ଅତିଥି ଭାବେ ଦଣ୍ଡାସୀ ସାହୁ ଯୋଗ ଦେଇଥିଲେ । ଶ୍ରୀ ସାହୁ ସମାଜର ଭାଇ ଭଉଣିମାନଙ୍କୁ…

ସ୍ବପ୍ନ ଆଦେଶରେ ଶିବଲିଙ୍ଗର ଆବିର୍ଭାବ, ଗ୍ରାମରେ ଭକ୍ତିମୟ ପରିବେଶ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ନିକଟସ୍ଥ ମାଣିକପୁର ଗ୍ରାମ ପଞ୍ଚାୟତ ର ଗୁବୁରୀଗୁଡା ଗ୍ରାମ ରେ ଅଲୌକିକ ଘଟଣା ଘଟିବା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମରେ ମହାପ୍ରଭୁ ଭୋଳାନାଥ ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶ ରେ ଠାବ ହେବା ପରେ ଗ୍ରାମ…

ଡ଼ମ୍ପର୍ ଗାଡ଼ି ଓଭରଲୋଡ ଯୋଗୁଁ ରାସ୍ତାରେ ପଡୁଛି ଗୁଡ଼ି : ସାମ୍ୱାଦିକ ମାନେ କଲେ ରାସ୍ତାଝାଡୁ

ଫୁଲବାଣୀ :କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ ରାସ୍ତା ଅବସ୍ଥା ଏତେ ଖରାପ ଯେ ପ୍ରତି ଦିନ ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଫୁଲବାଣୀରୁ ପଚିଶ କିଲୋମିର ଯିବା ପରେ ଗୁଡ୍ରିଗାଁର ବୁଲାଣି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବାରୁ…

ପୁଲୱାମା ସହିଦ ଯବାନଙ୍କ ପୂଣ୍ୟତିଥିରେ ରକ୍ତଦାନ ଶିବିର

ଫୁଲବାଣୀ : ଆଜି ଫେବୃଆରୀ ୧୪ ତାରିଖ। ୨୦୧୯ ଠିକ୍ ଆଜିର ଦିନ ଜlମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ୪୦ ଜଣ CRPF ଯବାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ…

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର…

ଆର,ଉଦୟଗିରି :୧୪/୨/ ଆଜି ନୁଆଗଡ ବ୍ଲକର ଟାଙ୍ଗିଲି ଗ୍ରାମପଞ୍ଚୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛ । ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ସିଙ୍ଗନା ରଇତ…

କଂଗ୍ରେସକୁ ବଡ ଝଟକା, ହାତ ଛାଡିଲେ ଅଂଶୁମାନ ,ପ୍ରାଥମିକ ସଭ୍ୟ ପଦରୁ ଦେଲେ ଇସ୍ତଫା, ଏହା ଶୁଣି ବଙ୍ଗଳାରେ ଥିବା…

ରାଜନଗର -13.2.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରେ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନେ ଘଡିକେ ଘୋଡା ଛୁଟାଉଅଛନ୍ତି। ଯାହାକି ଆଜି ରାଜନଗର ନିର୍ବାଚନ ମଣ୍ଡଳୀ ସମେତ କେନ୍ଦ୍ରାପଡା ଜିଲ୍ଲା କଙ୍ଗ୍ରେସକୁ ଏକ ପ୍ରକାର ଵଡ ଝଟକା ଲାଗିଛି।…

ନିଖିଳ ଉତ୍କଳ କୃମି କ୍ଷତ୍ରୀୟ ସଂସ୍ଥା ନିର୍ବାଚିତ: ବିପ୍ର ବଳିଆର ସିଂ ସଭାପତି ନିର୍ବାଚିତ…

ଓଡ଼ଗାଁ : ନିଖିଳ ଉତ୍କଳ କୃମି କ୍ଷତ୍ରୀୟ ସଂସ୍ଥା ଭୁବନେଶ୍ୱର ଅଞ୍ଚଳ ପାଇଁ ନୂତନ କର୍ମକର୍ତ୍ତା ମାନେ ଆଗାମୀ ୫ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ସଭାପତି ବିପ୍ର ବଳିଆର ସିଂ, ଉପସଭାପତି ସସ୍ମିତା ସେନାପତି, ସମ୍ପାଦକ ମହେଶ୍ୱର ପ୍ରଧାନ, ସହ ସମ୍ପାଦକ ବସନ୍ତ କୁମାର ପ୍ରଧାନ,…

ଅଗ୍ନିକାଣ୍ଡ ରେ ଦୁଇ ବଖରା ଭସ୍ମୀଭୂତ : ବ୍ୟାପକ କ୍ଷୟକ୍ଷତି…

ଓଡ଼ଗାଁ : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ପଞ୍ଚାୟତ କୁରୁମବାଙ୍କତରା ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ଦୁଇ ବଖରା ଘର ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । କୁରୁମବାଙ୍କତରା ସମିତି ସାହିର ପାଣ୍ଡବ ବେହେରାଙ୍କ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ଘରର ଚାଳରେ ନିଆଁ…

ଜବତ ଲୁହାପଥର ଗୁଣ୍ଡ ଚୋରାଚାଲାଣ ଘଟଣା : ଫେରାର ଜେସିବି ଅପରେଟର ଗିରଫ

ଦେବଗଡ଼,୧୩ା୨: ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଛକରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୁଲିସ ଗତ ୯ ତାରିଖରେ ୪ ଜଣଙ୍କୁ ଗିରଫ କରିବା ସହ ୧୦ ତାରିଖ ଦିନ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ବର୍ତମାନ ସେମାନେ ଜେଲ ହାଜତରେ ରହିଛନ୍ତି । ଥିବା ବେଳେ ଅନ୍ୟତମ…

କ଼଼ଇଁଛଙ୍କ ଏନ୍ତୁଡିଶାଳ ଗହୀରମଥାରେ ଅଲିଭ ରିଡଲେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର : ବିଶ୍ବପ୍ରସିଦ୍ଧ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହୀରମଥା । ଏଠାରେ ନୀଳ ଜଳରାଶିରେ ଲକ୍ଷ୍ୟ ଲକ୍ଷ୍ୟ ଅଲିଭରିଡଲେ ମା କଇଁଛ ଙ୍କୁ ଦେଖିବାକୁ ମିଳୁଛି । ମା କଇଁଛ ମାନେ ଏବେ କୂଳ ମୁହାଁ ହେବାରେ ଲାଗିଛନ୍ତି।…