Browsing Category

ଆଞ୍ଚଳିକ

ସାଂସଦ ଓ ବିଧାୟକଙ୍କ ଦ୍ବାରା ଚାରି ପ୍ରକଳ୍ପର ଉଦ୍ଘାଟନ

ଚିକିଟୀ : ଏହି ନିର୍ବାଚନ ମଣ୍ଡଳୀ ରେ ଆଜି ସାଂସଦ ପ୍ରଦୀପ କୁମାର ପାଣଗ୍ରାହୀ ଓ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଦ୍ଵାରା ଚାରି ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ କରି ସୁମାଣ୍ଡି ଠାରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା,ସେହିପରି ସୁରଳ ଠାରେ ନୂତନ

ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ

ମାଲକାନଗିରି : ଜଗତରନାଥ ଜଗନ୍ନାଥ ଆଡ଼ପ ମଣ୍ଡପରେ ୯ ଦିନ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଲେ । ଆଜି ମାଲକାନଗିରି ସଦର ବଡଦାଣ୍ଡରେ ଭକ୍ତି ଭକ୍ତଙ୍କ ସହ ଭଗବାନଙ୍କ ମିଳନର ଦୃଶ୍ୟ ଅତି ମନୋରମ ଥିଲା । ଆଦିବାସୀ ବହୁଳ ମାଲକାନଗିରି ରେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଭକ୍ତଙ୍କ

ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା : ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ପୋଡିଙ୍ଗିର ସିଦ୍ଧାର୍ଥ ଗୌଡ

ହିଞ୍ଜିଳିକାଟୁ : ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରି କୁ ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ହିଞ୍ଜିଳିକାଟୁ ବ୍ଲକ୍ ଅର୍ନ୍ତଗତ ପୋଡିଙ୍ଗି ଗ୍ରାମ ର ସିଦ୍ଧାର୍ଥ ଗୌଡ (୧୯) | ଘରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରକୁ ଯାଇଥିଲେ ରୋଜଗାର କରିବାକୁ। ହେଲେ କିଏ ଜାଣିଥିଲା

ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କ କାଞ୍ଚି ଅଭିଯାନ ବେଶ

ବାଲିଗୁଡା : ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ କାଞ୍ଚି ଅଭିଯାନ ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ

ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଧାନସଭା ଘେରାଉ : ଗଂଜାମରୁ ଯୋଗଦେଲେ ବିଭିନ୍ନ ମାନବବାଦୀ ଓ ଆମ୍ବେଦକରବାଦୀ

ବ୍ରହ୍ମପୁର : ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜାତିଆଣ ନିର୍ଯାତନା ଓ ଅମାନୁଷିକ ଆକ୍ରମଣର ଶିକାର ହୋଇଥିବା ପୀଡିତଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ବିଭିନ୍ନ ଗଣସଙ୍ଗଠନଙ୍କ ମିଳିତ ମଞ୍ଚ ଆମ୍ବେଦକରାଇଟ୍ ସଲିଡାରିଟି ଫୋରମ୍ ପକ୍ଷରୁ ବିଧାନସଭା ଘେରାଉ ହୋଇଛି l ଭୁବନେଶ୍ୱର ଠାରେ

ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି

ଟିପିଏସ୍ଓଡିଏଲ୍ ପକ୍ଷରୁ ମାଲକାନଗିରିରେ ନୂତନ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

-- ମାଲକାନଗିରି ଜିଲ୍ଲାର ୧.୧୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସେବା ଯୋଗାଇବ ନୂତନ ସିଆରସି-- ବିଲିଂ, ଅଭିଯୋଗ ପ୍ରତିକାର ଏବଂ ଡିଜିଟାଲ ସହାୟତା ସେବା ଉପଲବ୍ଧ-- ଆଦିବାସୀ ବହୁଳ ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସୁଦୃଢ଼ ବିଦ୍ୟୁତ ସେବା-- ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସପ୍ତମ

ରାୟଗଡ଼ା ନଗର ଭାଜପା ପକ୍ଷରୁ ବୃଦ୍ଧା ଏବଂ ଅନାଥ ପିଲାଙ୍କୁ ରଥଯାତ୍ରା ଦର୍ଶନ କରାଇଲେ

ରାୟଗଡ଼ା : ମହାପ୍ରଭୁଙ୍କର ରଥଯାତ୍ରା ଏକ ଦୃଷ୍ଟାନ୍ତ ମୂଳକ ମାନବୀୟ ଲୀଳା।ଶ୍ରଦ୍ଧା, ସଂସ୍କୃତି ଏବଂ ଭକ୍ତିର ଅଦ୍ଭୁତ ସଙ୍ଗମର ଏକ ଉଦାହରଣ ଦେଉଥିବା ଏହି ଯାତ୍ରା ପ୍ରତିବର୍ଷ କୋଟି କୋଟି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ରଥଯାତ୍ରା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବରଂ ସାମାଜିକ

ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅତ୍ୟଧିକ ବଟି ଖାଇ ଏବେ କୋମାରେ…..!

ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ଦେଶୀ ଓ ବିଦେଶୀ ମଦ ଖୁଲାମ ଖୁଲା ବିକ୍ରି ହେଉଛି। ସରକାରଙ୍କ କାଗଜ କଲମରେ ମହୁଲ ଦେଶୀ ମଦ ଭାଟିଚାଲିଛି। ବାବୁ ମାନଙ୍କ ଆଶୀର୍ବାଦରେ ଅଧିକାଂଶ ମଦ ଭାଟି ଗୁଡି଼କରେ

ଆସିକା ନୂଆଗାଁ ଠାରେ ଚୋରା ବାଲି ହାଇୱା ଓଲଟିଲା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ବାଲି ମାଫିଆ ମାନେ ପ୍ରଶାସନ କୁ ଖାତିରି ନକରି ଚୋରା ବାଲି ଚାଲାଣ କରୁଛନ୍ତି। ତାହାର ନଗ୍ନ ନମୁନା ନୂଆଗାଁ ଠାରେ ବାଦଗଡ଼ ଠାରୁ ବେଆଇନ ବାଲି ଧରି ଏକ ହାଇୱା ଆସୁଥିବା ବେଳେ ନିୟନ୍ତ୍ରଣ ହରେଇ ଓଲଟି ପଡିଛି। ଦୁର୍ଘଟଣା ସ୍ଥଳରେ ରାସ୍ତା