Browsing Category

ଆଞ୍ଚଳିକ

କୃଷି ବିଭାଗ ପକ୍ଷରୁ ବିହନ ସଠିକ୍ ସମୟରେ ମିଳୁ ନଥିବା ନେଇ ଅଭିଯୋଗ

ଦାରିଙ୍ଗବାଡି,୨୯/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ବିଳମ୍ବରେ ବିହନ ପ୍ରଦାନ ଓ ଆଗ୍ରହୀ ଚାଷୀଙ୍କୁ ବିହନ ମିଳୁନଥିବା ନେଇ ବ୍ଲକ କୃଷି ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଜୀବିକା ସୁରକ୍ଷା ମଞ୍ଚ । ଦ୍ଵିତୀୟ ଫସଲ ପାଇଁ ଆସିଥିବା ବିହନ ଚାଷୀ ଙ୍କୁ ବିଳମ୍ବରେ ବଣ୍ଟନ କରାଯାଉଥିବା

ସମନ୍ଵିତ ଯୁଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ,୨୯!୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଵୁଧବାର ସମନ୍ଵିତ ଯୁଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

ଧରାକୋଟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ…

ଧରାକୋଟ : ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୋଜନାର ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବି ଇ

ସୁର୍ଲୁକୋଣ୍ଡା ବ୍ୟାରେଜ୍ ପାଇଁ ସାତ ମାସ ଧରି ସୌର ଚାଳିତ ବିଦ୍ୟୁତ୍ ପାଲଟିଛି ଭରସା : ସାତମାସ ଧରି ବିଦ୍ୟୁତ୍…

ଜିଲ୍ଳା ପ୍ରଶାସନଙ୍କ ତାଗିଦକୁ ଫୁଙ୍କି ଉଡ଼ାଇଦେଲେ କି ଓ.ଏଚ୍.ପି.ସି. କର୍ତ୍ତୃପକ୍ଷ ? ମାଲକାନଗିରି/ବାଲିମେଳା : ଆନ୍ଧ୍ର ଓଡ଼ିଶା ସୀମାନ୍ତ, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ଓ ଜଳଭଣ୍ଡାର, ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର, ତଥା

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଶାଙ୍କ ଦୌରାତ୍ମ୍ୟ ! ବାବୁଙ୍କ ନିଦ ଭାଙ୍ଗିବ କେବେ…?

ବ୍ରହ୍ମପୁର : ଆସିକା ସହରର ବିଭିନ୍ନ ୱାର୍ଡରେ ଗତ କିଛି ଦିନ ହେଲା ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଞ୍ଜ ନଇଁଲେ ମଶା ଦଂଶନରେ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ସନ୍ଧ୍ୟା ସମୟରେ ଏବେ ମଶାଙ୍କ ରାଜ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମଶା ଦାଉରୁ ରକ୍ଷା ପାଇବା

ଲିଙ୍ଗରାଜ ନାହାକଙ୍କ ନାଟକ ‘ଧର୍ମପୁତ୍ର’ ଲୋକାର୍ପିତ…

ବ୍ରହ୍ମପୁର : ଶ୍ଵାଶତୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ନାଟ୍ୟକାର ସମ୍ମିଳନୀ ଓ ନାଟ୍ୟ ଆଲୋଚନା ଚକ୍ର ଅବସରରେ ନାଟ୍ୟକାର ଲିଙ୍ଗରାଜ ନାହାଙ୍କଙ୍କ ନାଟକ 'ଧର୍ମ ପୁତ୍ର' ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଷିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ତଥା ସଙ୍ଗୀତ ନାଟକ ମହାବିଦ୍ୟାଳୟ

ବ୍ରାହ୍ମଣୀଗାଁ ଡାକ୍ତର ଖାନାର ହାଇମାକ୍ସ ଲାଇଟ ଦୀର୍ଘ ୭ମାସ ପରେ ଜଳିଲା…

ଦାରିଙ୍ଗବାଡ଼ି, ୨୯/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡାକ୍ତର ଖାନା ପରିସରରେ ବିଧାୟକ ପାଣ୍ଠି ଅନୁଦାନରୁ ହାଇମାକ୍ସ ଲାଇଟ ଏକ ଏଜେନ୍ସି ମାଧ୍ୟମରେ ଲଗା ଯାଇଥିଲା। କିଛି ଦିନ ଭଲଭାବେ ଲାଇଟ ଜଳିବା ପରେ ଖରାପ ହୋଇଗଲା। ଯାହାରି ଫଳରେ ମେଡ଼ିକାଲ ପରିସର

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ…

ହିଞ୍ଜିଳିକାଟୁ : , ୨୮।୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ନନ୍ଦିକ ପଞ୍ଚାୟତ ରେ ମଙ୍ଗଳବାର ଭିସି ମାଧ୍ୟମରେ ଆମ ଵ୍ୟାଙ୍କ ଯୋଜନା ର ଶୁଭାରମ୍ଭ କରିଛନ୍ତି।ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ

ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୩୭ ଟି ପଚାଂୟତରେ ଏହି ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ…

ଛତ୍ରପୁର : ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ରାଜ୍ୟରେ ବହୁ ପଚାଂୟତରେ ନାହିଁ ବ୍ୟାଙ୍କ ସେବା,ଯାହାଫଲରେ ପଚାଂୟତ ବାସୀ ଯେକୈାଣସି ବ୍ୟାଙ୍କ ସେବା ପାଇଁ ଦୁରଦୁରାନ୍ତର ଯିବାକୁ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମ ଆରମ୍ଭ

ଫୁଲବାଣୀ ଆଇଟିଆଇରେ ଆଇୱାଇଡିପି ୨୦୨୩ ର ଉଦଘାଟନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଇଣ୍ଟିଗ୍ରେଟେଡ୍ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (ଆଇୱାଇଡିପି) ୨୦୨୩ ର ଉଦଘାଟନ ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ