Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଇଘର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା , ପ୍ରଶାସନ ଜାଣିଶୁଣି ନିରବ…
ଉମରକୋଟ ( ୨୫/୧୧/୨୦୨୩) ଦିନକୁ ଦିନ ରାଇଘର ମୁଖ୍ୟ ରାସ୍ତାର ଟ୍ରାଫିକ ସମସ୍ୱା ବୃଦ୍ଧି ପାଇବାକୁ ଲାଗୁଛି ଏହି ଟ୍ରାଫିକ ସମସ୍ୱାର ସମାଧାନ ନାହିଁ କି ? ରାଇଘର ବ୍ଲକଟି ଅନ୍ତର ରାଜ୍ୟ ଛତିଶଗଡ଼ ସୀମାରେ ଥିବା ଜଗୁ ନୀତି ଦିନ ଶହ ଶହ ବାରି ଜାନ ବାହନ ଚଲାଚଲ ଦୃଷ୍ଟି ଗୋଚର l ରାଇଘରରେ ବସ!-->…
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ : ଆଗାମୀ ନିର୍ବାଚନରେ ନୂତନ ଭୋଟରଙ୍କ ମତଦାନକୁ ସୁନିଶ୍ଚିତ କରିବାପାଇଁ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମି ନିର୍ବାଚନ ପୂର୍ବରୁ ମତାମତ ସାବ୍ୟସ୍ତ କରିବାକୁ ଯୋଗ୍ୟବିବେଚିତ!-->!-->!-->…
ବ୍ଲକସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀ…
ଫୁଲବାଣୀ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀଠାରେ ଆଜି ସରକାରୀ ସ୍ତରରେ ବ୍ଲକ ସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ଦୀପ ପ୍ରଜ୍ବଳନ ପୂର୍ବକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରଞ୍ଜନ କୁମାର କହଁର କାର୍ଯ୍ୟକ୍ରମକୁ ଉଦ୍ଘାଟନ!-->…
ଶୁନ୍ୟ ହାନି ନିମନ୍ତେ ସୁରକ୍ଷା ପଦଯାତ୍ରା…
ହିଞ୍ଜିଳିକାଟୁ ୨୪!୧୧ ହିଞିଳିକାଟୁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଦ୍ୟାରା ଶୂନ୍ୟ ହାନି ନିମନ୍ତେ ସୁରକ୍ଷା ଓ ସଚେତନତା ପଦଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ପାୱାରର ହିଞିଳିକାଟୁ ଇଲେକ୍ଟ୍ରିକାଲ!-->…
୧୯୭୧ମସିହାର ସ୍ମୃତି ବିଛିନ୍ନ ହୋଇଥିଲା ଗୋବିନ୍ଦପୁରୁ, ପରିଚିତ ହେଲା ଓକିଲପାଳ ଗ୍ରାମବାସୀ ଦେଲେ ସମୂହ…
ରାଜନଗର : ସେଦିନର ଲୋମଟାଙ୍କୁରା କଥା ମନେ ପଡିଲେ ଆଖିର ଲୁହ ଅମାନିଆ ହୋଇ ଝରିପଡୁଛି। ସେସମୟ ଥିଲା ୧୯୭୧ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଭଗବାନଙ୍କ କୋପ ଦୃଷ୍ଟି କିବା ଆଉ କଣ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ଗୋବିନ୍ଦପୁର ଗାଁ ଉପରେ ହଠାତ୍ ପ୍ରଳୟଙ୍କାରୀ!-->…
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ
ଆସିକା : ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୋଜନା ମୁତାବକ ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଚ଼ଳିତ ବର୍ଷ ନିଆରା ଢ଼ଙ୍ଗରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ଆନୁଷ୍ଠାନିକ ରୂପେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ!-->…
ସଞ୍ଜୟଙ୍କ ସଂଜିବନୀ…
ସୁନ୍ଦରଗଡ (୨୪/୧୧) : ମହାନଦୀ କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ କରୁଥିବା ବ୍ୟସ୍ତ ସଡ଼କରେ ଘଟିଯାଏ ଅନେକ ଅବାଞ୍ଛିତ ଦୁର୍ଘଟଣା। ଅକ୍ଟୋବର ମାସରେ ଏହିଭଳି ଏକ ବିଭତ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏକ ପରିବାର। ଏକ ଅଭାବନୀୟ ପରିସ୍ଥିତିରେ ନିର୍ବାପିତ ହୋଇ ଯାଇଥିଲା ଗୃହର ମୁଖ୍ୟ!-->…
ଦୁର୍ଗମ ଅଂଚଳରେ ମ୍ୟାଲେରିଆ ଦୂରିକରଣ ନିମନ୍ତେ ଏଫ.ଟି.ଡି. କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର!-->…
ଫୁଲବାଣୀ ବ୍ଲକରେ ପ୍ରଥମ ମୋଘର ଋଣ ବଣ୍ଟନ…
ଫୁଲବାଣୀ : ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଫୁଲବାଣୀ ଶାଖା ତରଫରୁ ଫୁଲବାଣୀ ବ୍ଲକର ପ୍ରଥମ ମୋ ଘର ଋଣ ତୁଡ଼ିପାଯୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଜୁରିବିଡା ଗ୍ରାମର ଅନିଲ୍ କୁମାର୍ ଗଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବ୍ଲକ୍ ପରିସରରେ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର୍ ସାହୁଙ୍କ!-->…
ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସତ୍ୟ ସାଇ ମନ୍ଦିର ପରିସରରେ ଭାଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୮ ତମ ଜୟନ୍ତୀ ଆବାହକ ରାଜୀବ ନେତ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନ ରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଭୋର ୫ ଟା ରୁ ଓଁକାର ଓ ନଗର ସଙ୍କୀର୍ତ୍ତନ ପୂଜା ହୋମ ପରେ ପତାକା!-->…