Browsing Category

ଆଞ୍ଚଳିକ

ମରୁଡି ଘୋଷଣା ଦାବିରେ ବ୍ଲକ ଘେରାଉ କଲେ ବିଜେପି କର୍ମୀ…

ଚିକିଟୀ : ଚିକିଟୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା ଓ କର୍ମୀ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ

ପୋଲିସ ସୂଚନାଦାତା କହି ଯୁବକଙ୍କୁ ହତ୍ୟା କଲେ ନକ୍ସଲ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲାରେ ପୁଣି ଥରେ ନକ୍ସଲମାନଙ୍କ ଲାଲତାଣ୍ଡବ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର କୋୟାଲିବେଡା ଅଞ୍ଚଳର ନକ୍ସଲମାନେ ଆଜି ଜଙ୍ଗଲ ମଧ୍ୟରେ ଜନଅଦାଲତରେ ପୋଲିସର ସୂଚନାଦାତା ଆରୋପ

ଆସ୍କାରେ ଷଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍

• ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ) ପକ୍ଷରୁ ଆସ୍କାଠାରେ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି)ର ଉଦଘାଟନ କରାଯାଇଛି । ଟାଟା ପାୱାରର ସଞ୍ଚାରଣ ଓ ବିତରଣ

କବିସୂର୍ଯ୍ୟନଗର ବ୍ଲକରେ ସମ୍ବିଧାନିକ ସଙ୍କଟ : ପାରିବାରିକ ରାଜନୀତି ଯୋଗୁଁ ଦଳରେ କନ୍ଦଳ.. !

କବିସୂର୍ଯ୍ୟନଗର : ଗତ ୨୦୨୨ ଏପ୍ରିଲ ମାସରେ ପଞ୍ଚାୟତ ସମିତିରେ ଉପାଧ୍ୟକ୍ଷ ନିର୍ବାଚନ ପରେ ଅଗଷ୍ଟ ମାସରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଆଡ଼େ ଉକ୍ତ ବୈଠକରେ ପଞ୍ଚାୟତ କୁ ସମ୍ପୂର୍ଣ୍ଣ କବ୍ଜା ରେ ରଖିଥିବା ନିର୍ବାଚିତ ପ୍ରତିନିଧିଙ୍କ ସ୍ୱାମୀଙ୍କ ଦବଦବା ର ଆଭାସ ପାଇ ସମିତି ସଭ୍ୟ

କୁଇ ସମାଜ ସମନ୍ବୟ ସମିତିର ୨୫ତମ ପ୍ରତିଷ୍ଠା ଦିବସ…

ଫୁଲବାଣୀ:ଜିଲ୍ଲାର ଅଗ୍ରଣୀ ଆଦିବାସୀ ସଙ୍ଗଠନ କୁଇ ସମାଜ ସମନ୍ବୟ ସମିତି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏ ଅବସରରେ ସ୍ଥାନୀୟ କୁଇ ସମାଜ କାର୍ଯ୍ୟଳୟ ଠାରେ ଆୟୋଜିତ ଏକ ବୈଠକରେ ଏକ ହଜାରରୁ ଅଧିକ ଆଦିବାସୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମନ୍ବୟ ସମିତିର ସମ୍ପାଦକ

୭୨ତମ ଗୋ-ସୁରକ୍ଷା ସପ୍ତାହ ପାଳିତ…

ଫୁଲବାଣୀ : ଫୁଲବାଣୀ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗତ ବିଭାଗୀୟ କାର୍ଯ୍ୟାଳୟରେ ୭୨ତମ ଗୋ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପ୍ରାୟ ୨୦ ରୁ ଅଧିକ ଚାଷୀ ୩୦ ରୁ ଅଧିକ ଗାଇଙ୍କୁ ଆଣି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବିଧି ମୁତାବକ ଗୋମାତାଙ୍କୁ ପୂଜା

ଆନ୍ତଃ ମହାବିଦ୍ୟାଳୟ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅନ୍ତଃ ମହାବିଦ୍ୟାଳୟ ଖୋକଓ ଯୁବବିକାଶର ନୂଆ ଓଡିଶା, ଯୁବଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଓଡିଶା ବିହନ ନିଗମର ଅଧ୍ୟକ୍ଷ l ବିଜୟ ନାୟକ କାର୍ଯ୍ୟକ୍ରମ କୁ

ବଲ୍ଲଭ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାନ୍ଦିବାଉଁଶମୂଳ ପଞ୍ଚାୟତର ଵରିଷ୍ଠ ବିଜେଡି ନେତା ଵିଜୟ କୁମାର ଦାସଙ୍କ ବଡବାପା ସ୍ବର୍ଗତ ବଲ୍ଲଭ ଦାସଙ୍କର ଅକାଳ ବିୟୋଗ ଖବର ପାଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଏବଂ ଅଶୋକଭାଇ ଫ୍ୟାନକ୍ଲବର ଯୁବକମାନେ ସ୍ବର୍ଗତ

ବିଶ୍ବ ଶିଶୁ ଦିବସରେ ବେଟି ବଞ୍ଚାଅ ବେଟି ପଢାଅ ସଚେତନତା ରଥର ରାଜନଗର ପରିକ୍ରମା…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମାରେ ଵିଶ୍ବ ଶିଶୁ ଦିବସ ଅବସରରେ ବେଟି ବଞ୍ଚାଅ ବେଟି ପଢାଅର ସଚେତନତା ରଥ ଗତକାଲି ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟରେ ପହଁଚି ସେଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ଦ୍ବାରା ଏହି ସଚେତନତା

ସମର୍ଥ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ…

ଜଣେ ବି ଭିନ୍ନକ୍ଷମ ସୁବିଧାରୁ ବଞ୍ଚିତ ହେବେ ନାହିଁ - ଜିଲ୍ଲାପାଳ ଛତ୍ରପୁର ତା.୨୧.୧୧.୨୦୨୩ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମର୍ଥ ଶିବିର ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି