Browsing Category

ଆଞ୍ଚଳିକ

ଟ୍ରକ ଧକ୍କାରେ ଗୁରୁତର ମିଶନ ଶକ୍ତି ମହିଳା ମୃତ : ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ମିଶନ ଶକ୍ତି ମହିଳାଙ୍କୁ ବୀମା…

ଦେବଗଡ,୨୧୧୧, ଗତ ଶୁକ୍ରବାର ଦିନ ତିଲେଇବଣି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ମିଶନ ଶକ୍ତିର ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ର କରି ଦେବଗଡ ଜିଲା ମିଶନ ଶକ୍ତିର ମହିଳା ମାନେ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ

କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଶୁଣାଣୀ ରାଜନଗରରେ ଅନୁଷ୍ଠିତ…

ରାଜନଗର -20.11.023 ରାଜ୍ୟରେ ସରକାରଙ୍କର ଜନସାଧାରଣଙ୍କୁ ହାତପାଖରେ ଵିଭିନ୍ନ ସମସ୍ୟାର ସମାଧାନ କରି ନ୍ୟାୟଦେବାକୁ କରିଥିବା ଯୋଜନା ତାହା ସ୍ବାଗତ ଯୋଗ୍ୟ କାର୍ଯ୍ୟକ୍ରମ। ସେଥିପାଇଁ ପ୍ରତ୍ୟେକ ସୋମବାର ପଲ୍ଲୀରେ ପ୍ରଶାସନ ଏବଂ ପ୍ରାୟ ତିନି ଚାରିମାସରେ ଥରେ ବ୍ଲକର ସଦର ମହକୁମାରେ

ଅନ୍ଧାରୀଖୋଳରେ ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ: ତୁଳସୀ ତଇଲା ଚମ୍ପିୟାନ…

ଦେବଗଡ଼,୨୦ା୧୦, : ରିଆମାଳ ବ୍ଲକ ନୂଆଡିହୀ ଗ୍ରାମ ପଂଚାୟତ ଅନ୍ଧାରୀଖୋଳ ଗ୍ରାମରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟୀ ଆନୁକୂଲ୍ୟରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଚାନ୍ଦିପୋଶି ହକି ଦଳକୁ ଟାଇବେକର ସହାୟତାରେ

ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟବଲ ପ୍ରତିଯୋଗିତା…

ଦେବଗଡ଼,୨୦ା୧୧ : ବାରକୋଟ ବ୍ଲକ ସଦର ମହକୁମରେ ଥିବା ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ଅଧିନରେ ଆଜି ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଯାତ୍ରାକର ପ୍ରଧାନଙ୍କ ତତ୍ୱାବଧାନରେ ଏକ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ସୁଗୁଡା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ…

ଦେବଗଡ଼,୨୦ା୧୦ : ତିଲେଇବଣି ବ୍ଲକ ସୁଗୁଡା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମେଶ୍ୱର ନାଏକ ସଭାପତିତ୍ୱରୋ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ

ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ…

ଦେବଗଡ଼,୨୦ା୧୧:ଦେବଗଡ ଜିଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବଡବଗିଚା ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଆଜି ସଂଧ୍ୟାରେ ଜିଲା ମୂଖ୍ୟ ପ୍ରଣୀ ଚିକିତ୍ସା ଅଧିକାରୀ

କୁନି କରାଟେ କୁଇନ୍ କନ୍ଧମାଳର ଗୌରବ ସାନଭି ସାଧନା…

ଫୁଲବାଣୀ : ଦିଲ୍ଲୀରେ ଆରମ୍ଭ ହୋଇଥିବା ଜାତୀୟ ସବ ଜୁନିୟର କରାଟେ ଚାମ୍ପିୟନସିପରେ ତା -18/19 ଏହି ଦୁଇ ଦିନରେ ଓଡିଶା ଟିମକୁ ସଫଳତା ମିଳିଛି ମୋଟ -25 ଟି ପଦକ l ସ୍ଵର୍ଣ୍ଣ -07, ରୌପ୍ୟ -06 ଏବଂ କାଂସ୍ୟ -12ଟି l ଏହି 25 କରାଟେ ମାନଙ୍କ ଭିତରେ ଅଛନ୍ତି ସାନଭି ସାଧନା l ସେ 7 ବର୍ଷ ବୟସ

ଘୁମୁସର ତାଲୁକା ମଧୁବୈଶ୍ୟ (ଗୁଡିଆ ) ସମାଜର ମଣ୍ଡଳ ବୈଠକ ଅନୁଷ୍ଠିତ

ଫୁଲବାଣୀ : ସ୍ଥାନୀୟ ଶ୍ରୀ ମା ନାରାୟଣୀ ମନ୍ଦିର ନିକଟସ୍ଥ ଫୁଲବାଣୀ ମଧୁବୈଶ୍ୟ ସମାଜର ଥିବା ଶ୍ରୀ ଗଣେଶଙ୍କ ମନ୍ଦିର ପ୍ରାଙ୍ଗଣରେ ଘୁମୁସର ତାଲୁକା ମଧୁବୈଶ୍ୟ (ଗୁଡିଆ ) ସମାଜର ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଘୁମୁସର ମଧୁବୈଶ୍ୟ ଗୁଡିଆ ସମାଜ ର ସମ୍ପାଦକ

ଦାରିଙ୍ଗବାଡ଼ି ବ୍ଳକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୦/୧୧ : କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦାରିଙ୍ଗବାଡ଼ି ପଥପ୍ରାନ୍ତଃ ସୁବିଧା କେନ୍ଦ୍ର ଠାରେ ଏହାର ଆୟୋଜନ କରାଯାଇଥିଲା ।ଏଥିରେ ଅତିଥି ଭାବେ ବିଡିଓ

ବ୍ଲକସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ଚିକିଟୀ : ଚିକିଟୀ ବ୍ଲକ ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ୟାଇ.ଉମା ଜୟନ୍ତୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ