Browsing Category

ଆଞ୍ଚଳିକ

ଏସୟୁଜେ ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ…

ବ୍ରହ୍ମପୁର : ରାଜ୍ୟ ସାମ୍ବାଦିକ ସଙ୍ଘ ଏସ୍.ୟୁ.ଜେ ର ଗଞ୍ଜାମ ଜିଲ୍ଲା ଶାଖା ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଶାଖା ସଂଘ ସଭାପତି ବିଶ୍ୱନାଥ ମାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବନ୍ଦ କୋଠରୀରୁ ପ୍ରାଣୀଧନ ନିରୀକ୍ଷକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ !

ହିଞ୍ଜିଳିକାଟୁ, ୧୬ା୧୧: ଗୁରୁବାର ସକାଳେ ହିଞ୍ଜିଳି ଥାନା କଞ୍ଚୁରୁ ପ୍ରାଣୀଧନ କାର୍ଯ୍ୟାଳୟ ବନ୍ଦ କୋଠରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ କଞ୍ଚୁରୁ ପ୍ରାଣୀଧନ ନିରୀକ୍ଷକ ଡାକ୍ତର ପ୍ରମୋଦ କୁମାର ମହାକୁଡ । ମୃତକଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର

ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ବେଳେ ସହନଶୀଳତା ଜରୁରୀ…

ଛତ୍ରପୁର : ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ୍ କ୍ଲବ୍ ମିଳିତ ସହଯୋଗକ୍ରମେ ଛତ୍ରପୁର ପ୍ରେସ କ୍ଲବ୍ ପରିସରରେ ଜିଲ୍ଲା ସ୍ତରୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ “କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଭୋଟ ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ…

ଛତ୍ରପୁର : ଅକ୍ଟୋବର ୨୭ ତାରିଖ ଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଚାଲିବ । ଏହି ସମୟ ମଧ୍ଯରେ ନାଗରିକଗଣ ଭୋଟର ତାଲିକାରେ ନିର୍ଦ୍ଧାରୀତ ଫର୍ମ ପୂରଣ କରି

ଵିଜେପି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଘେରାଉ..

ହିଞ୍ଜିଳିକାଟୁ ୧୬/୧୧ : ବିଭିନ୍ନ ସମସ୍ୟା ନେଇ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ନେତା ଶିଶିର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଵହୁ ବିଜେପି ନେତା ଓ

ସିଏସସି ବାଲ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଅବସ୍ଥିତ ସିଏସସି ବାଲ ବିଦ୍ୟାଳୟ ଜ୍ଞାନ ଓ ଆଧ୍ୟାତ୍ମିକ ସଂସ୍କାର ଶିକ୍ଷା ଦେବାରେ ବେଶ ଜଣାଶୁଣା l ଏହି ବିଦ୍ୟାଳୟ ପାଳନ କରିଛି ତାର ପ୍ରଥମ ଶିଶୁ ଦିବସ ଏକ ନିଆରା ଢଙ୍ଗରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ

ଏ.ଏମ.ସି.ଏସ ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ କଲେଜ ପରିଚାଳନା ସଭାପତି ଲଳିତେନ୍ଦୁ ପ୍ରଧାନ ସଭାପତିତ୍ୱ ରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଓ ଟିକାବାଲି କଲେଜ ର ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କୁ ନେଇ ଆଲୋଚନା

ଗଂଜାମ ଜିଲ୍ଲା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବରମନ୍ଦିର ପରିସରରେ ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି କାମରାଜୁ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଂଗତ ଶିକ୍ଷକ

ସର୍ବନିମ୍ନ ପେନସନ ଦାବିରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମାଲକାନଗିରି (୧୬/୧୧) : ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଲ୍ ଓଡିଶା ଇ.ପି.ଏଫ୍. ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିବା ଏହି ଦାବିପତ୍ରରେ ମୋଟ ୪ଦଫା ସମ୍ବଳିତ