Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଋଷିମାଳ ଡିଗ୍ରୀ କଲେଜରେ କ୍ରୀଡା, ସାଂସ୍କୃତିକ ତଥା ସମାଜ ସେବା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ
ଦାରିଙ୍ଗବାଡ଼ି, ୧୬/୧୧: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡିଗ୍ରୀ କଲେଜରେ ଗତକାଲି ବୁଧବାର ଦିନ ଓଡିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ ଆନୁକୂଲ୍ୟରେ କ୍ରୀଡା, ସାଂସ୍କୃତିକ ତଥା ସମାଜ ସେବା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ!-->…
ଏମକେଏସପି ର ୩୫ ତମ ଶିଶୁ କ୍ରୀଡା ଉତ୍ସବ…
ଫୁଲବାଣୀ: ଫୁଲବାଣୀର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ 35 ତ୍ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ ହୋଇ ଯାଇଛି । ଫୁଲବାଣୀ ପୌର ପରିଷଦର ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ନର୍ସରୀ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ!-->…
ଛାତ୍ରୀ ନିବାସରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…
ମାଲକାନଗିରି ୧୫।୧୧ ଜିଲ୍ଲାରେ ଆଜି ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତଦେହ ଛାତ୍ରୀ ନିବାସରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ମୋଟୁ ତହସିଲ ଅଞ୍ଚଳରେ ଥିବା ମଧୁସୂଦନ ଉଚ୍ଚ ବିଦ୍ୟାଳୟରେ ଗିନିପାଲି ଅଞ୍ଚଳର ଦୁଲା କଞ୍ଜଙ୍କ ଝିଅ!-->…
ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ଘେରିବ ବିଜେପି…
ନବୀନ ସରକାର ୫୦% ପିସି ସରକାର : ଡ଼ା. ସୁବାସ ସାହୁବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ରହ୍ମପୁର ପାଣି ଟାଙ୍କି ଛକ ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି!-->…
ଛତ୍ରପୁୁରରେ ବିଶାଳ ଚାଷୀ ସମାବେଶ…
ଛତ୍ରପୁର : ଗଂଜାମ ଜିଲ୍ଲାକୁ ମରୁଡି ଘୋଷଣା କରିବା, ମରୁଡିର ସ୍ଥାୟୀ ପ୍ରତିକାର – ଜିଲ୍ଲାର ସମସ୍ତ ଚାଷଜମିକୁ ଏକ ନିର୍ଦ୍ଦିଷ୍ଠ ସମୟସୀମା ମଧ୍ୟରେ ଜଳ ସେଚନ ବ୍ୟବସ୍ଥା କରିବା , ଚାଷୀଙ୍କ ଉପରୁ ସମସ୍ତ କୃଷି ଋଣ ଛାଡ- ବିଦ୍ୟୁତ ଦେୟ ଛାଡ, ସମସ୍ତ ଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କରିବା, ଚଳିତ!-->…
ସୁବଳୟା ପଞ୍ଚାୟତର କୃଷକମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…
ଛତ୍ରପୁର : ମରୁଡିର ପ୍ରତିକାର ସକାଶେ ଗଞ୍ଜାମ ବ୍ଲକ ଅଧିନ ସୁବଳୟା ଗ୍ରାମ ପଂଚାୟତର କୃଷକ ମାନଙ୍କ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ସତ୍ତ୍ୱେ ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ, ମାଣ୍ଡିଆ, ବାଇଗଣ, ପନିପରିବା!-->…
ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ୫୨ ୟୁନିଟର ରକ୍ତ ସଂଗ୍ରହ…
ଛତ୍ରପୁର: ଶ୍ୟାମାକାଳୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଶ୍ୟାମାକାଳୀ ପୂଜାର ଚତୁର୍ଥ ଦିବସରେ ଏକ ରକ୍ତଦାନ ଶବିରର ଆୟୋଜନ କରି ସମାଜ ସେବା ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପୂଜା ଉପଲକ୍ଷେ ଗ୍ରାମବାସିଙ୍କ ଅଶ୍ରିବାଦରୁ ସମସ୍ତ ଯୁବକ ଭାଇମାନେ ଏକତ୍ରିତ ହୋଇ 52 ୟୁନିଟ ରକ୍ତ ଦାନ!-->…
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା…
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ!-->…
ମହୁରୀକାଳୁଆ ଯାତ୍ରା ମହୋତ୍ସବ ପରିଚାଳନା ସକାଶେ ସମନ୍ବୟ ବୈଠକ
ହିଞ୍ଜିଳିକାଟୁ, ତା ୧୫/୧୧ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ଚଳିତ ମାସ ୧୯ ତାରିଖ ଠାରୁ ସପ୍ତାହେ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମା'ମହୁରୀ କାଳୁଆଙ୍କ ଯାତ୍ରାତ୍ସୋବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି!-->…
ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ପରିପୂର୍ଣ୍ଣ ରାଷ୍ଟ୍ରର ପରିଚାୟକ
ବ୍ରହ୍ମପୁର, ତା. ୧୬/୧୧ : ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ, ରାମଲିଙ୍ଗେଶ୍ବର ସେକ୍ଟର ଅନ୍ତର୍ଗତ ବାଲାଜୀପେଣ୍ଠ ଅଙ୍ଗନବାଡି କେନ୍ଦ୍ର ପରିସରରେ ପବିତ୍ର ଶିଶୁ ଦିବସ ପାଳନ ଅବସରରେ ନିଖିଳ ଉତ୍କଳ ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି!-->…