Browsing Category

ଆଞ୍ଚଳିକ

ଭୋଟର ସଚେତନତା ପାଇଁ ଓ୍ବାକାଥନ୍ ଓ ପଥୋତ୍ସବ : ଯୋଗଦେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ…

ଭଞ୍ଜନଗର : ଭୋଟର ପଞ୍ଜିକରଣ,ନିର୍ବାଚନ ରେ ଅଶଂଗ୍ରହଣ,ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ଓ୍ବାକାଥନ୍ ଓ ପଥୋଚ୍ଛବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି।ଉପଜିଲ୍ଲାପାଳ ଶ୍ରୀ

ଭୋଟର ତାଲିକାର ସଂଶୋଧନ ଘୋଷଣା…

ଫୁଲବାଣୀ : ଭାରତର ନିର୍ବାଚନ ଆୟୋଗ ଫଟୋ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଘୋଷଣା କରିଛନ୍ତି। ତଦନୁଯାୟୀ ତା.୨୭.୧୦.୨୦୨୩ ରିଖରେ ଭୋଟର ତାଲିକାର ଡ୍ରାଫ୍ଟ ପ୍ରକାଶନ କରାଯିବ ଏବଂ ତା. ୦୫.୦୧.୨୦୨୪ରିଖ (ଶୁକ୍ରବାର) ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ । ଏହି

ବୈଦ୍ୟୁତିକ ସୁରକ୍ଷା ସଚେତନତା ପାଇଁ ନିଆରା ପ୍ରୟାସ ; ମାଲକାନଗିରିରୁ ବ୍ରହ୍ମପୁର ଯାଏଁ ଟିପିଏସ୍ଓଡିଏଲ୍ କର୍ମଚାରୀ…

ବ୍ରହ୍ମପୁର,: ବୈଦ୍ୟୁତିକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ଟିମ୍ ଲିଡ୍ (ପ୍ରୋଜେକ୍ଟ) ସୌମ୍ୟ ରଞ୍ଜନ ଲେଙ୍କା ମାଲ୍ୟବନ୍ତ ମାଲକାନଗିରିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୫୪୦ କିମି ସାଇକେଲ ଯାତ୍ରା କରି ଶୁକ୍ରବାର

ଦୁର୍ନୀତି ର ସିଂହାସନ ରେ ଠିକାଦାର ଓ ଅଧିକାରୀ ! : କଚ୍ଛପ ଗତିରେ ଚାଲିଛି ସୋରଡ଼ା ନୂଆଗାଁ ରାସ୍ତା ଲୋକ…

ବ୍ରହ୍ମପୁର: ୨୮-୧୦ ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀନରେ ଝଗଡ଼େଇ- ସୋରଡ଼ା ନୂଆଗାଁ ପର୍ଯ୍ୟନ୍ତ ୨୪କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।ଏହି ରାସ୍ତା ଉପରେ ପ୍ରାୟ ୪୦ ଖଣ୍ଡ ରୁ ଅଧିକ ଗ୍ରାମାଞ୍ଚଳ ର ଲୋକେ ନିର୍ଭର କରନ୍ତି।ଠିକାଦାର ଙ୍କ ହମବାଡ଼ା ନୀତି ଯୋଗୁଁ ସାଧାରଣ ଲୋକେ, ସ୍କୁଲ

ଧର୍ମପରାୟଣ ମହିଳାଙ୍କ ପରଲୋକ…

ଚିକିଟୀ - ଚିକିଟୀ ଏନ ଏ ସି ଅନ୍ତର୍ଗତ ମାଷ୍ଟର କଲୋନୀ ସ୍ଥିତ ଧର୍ମପରାୟଣ ମହିଳା ବାସନ୍ତୀ ବେଜ (୬୫) ଙ୍କ ଗୁରୁବାର ସନ୍ଧ୍ୟା ସମୟରେ ପରଲୋକ ଘଟିଛି। ଅବସରପ୍ରାପ୍ତ ସ୍କୁଲ ଏସ ଆଇ ରାଜେନ୍ଦ୍ର କୁମାର ବେଜ ଙ୍କ ଧର୍ମପତ୍ନୀ ହେଉଛନ୍ତି ବାସନ୍ତୀ। ସେ ଜଣେ ଧର୍ମପରାୟଣ ପରୋପକାରୀ ମିଷ୍ଟଭାଷୀ

ପାଣି ରେ ବୁଡି ନାବାଳକର ମୃତ୍ୟୁ,ଅଞ୍ଚଳରେ ଶୋକାକୁଳ ପରିବେଶ !

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ ବଣୀଆ ବସ୍ତି ଅଞ୍ଚଳର ସରୋଜ ସାହୁଙ୍କ ନାବାଳକ ପୁତ୍ର ସାଗର ସାହୁ (୧୫) ବର୍ଷର ଅକାଳ ବିୟୋଗ !ଆଜି ସକାଳ ସମୟରେ ପୂଜା ପାଇଁ ପୋତା ଯାଇଥିବା କଦଳୀ ପତ୍ରକୁ ପାଖ ଘରଠାରୁ କିଛି ଦୂରରେ ଥିବା ଲୁଡୁକି ନଦୀକୁ ସାଙ୍ଗଙ୍କ ସହିତ

ବେଗୁନିଆପଡ଼ାରେ ବାଣ ପ୍ରସ୍ତୁତି ବେଳେ ଜଣେ ମୃତ ଜଣେ ଗୁରୁତର…..

ଏବେ ନଳବଣ୍ଟା ଗ୍ରାମ ବାରୁଦ ଗଦା ରେ..! ବ୍ରହ୍ମପୁର : ବେଗୁନିଆପଡ଼ା ଥାନା ଜଗତ ସାହିରେ ବାଣ ପ୍ରସ୍ତୁତି ବେଳେ ବିସ୍ପୋରଣ ଘଟି ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ଜିତୁ ପ୍ରଧାନ ଗୁରୁତର ଜଣ ହେଲେ ରାଜା ପୋଲାଇ।ଆଗକୁ ଦୀପାବଳୀ କୁ ଆଖି ଆଗରେ ରଖି ଗଞ୍ଜାମ

ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରଦାନ କରାଗଲା ଇଣ୍ଟେଗ୍ରେଟେଡ ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୪

ମାଲକାନଗିରି (୨୭/୧୦) : ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଅଧୀନରେ ପ୍ରାପ୍ତ ହୋଇଥିବା ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟକୁ ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି। ଆଗାମୀ ୨୦୨୪ରେ ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ନାଳକୁ ଓଲଟିଲା ବୋଲେରୋ, ଜଣେ ମୃତ, ୩ ଗୁରୁତର…

ହିଞ୍ଜିଳିକାଟୁ (୨୭/୧୦): ଗୁରୁବାର ବିଳମ୍ବିତ ରାତ୍ର ପ୍ରାୟ ୧ଘଣ୍ଟା ସମୟରେ ୩୬ ନମ୍ବର ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ହିଞ୍ଜିଳି - ଖରିଡା ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବୋଲେରୋ ଚାଳକଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ସମେତ ପରିବାରର ୩ ଜଣ

ବର୍ଷା ଅଭାବରୁ ଚାଷ କାର୍ଯ୍ୟ ସୁରକ୍ଷିତ ରଖିବା ନେଇ ଜିଲ୍ଲାପାଳଙ୍କ ଆଗୁଆ ପଦକ୍ଷେପ

ଛତ୍ରପୁର (୨୭/୧୦) : ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ ଯେମିତି କ୍ଷତି ସହିବେ ନାହିଁ ସେମାନଙ୍କ ଚାଷ କାର୍ଯ୍ୟ ଯେମିତି ନଷ୍ଟ ହେବ ନାହିଁ ସେଥି ପ୍ରତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଗଜା ମରୁଡି ଯେମିତି ହେବ ନାହିଁ ତାହାର ଆଗୁଆ ପଦକ୍ଷେପ