Browsing Category

ଆଞ୍ଚଳିକ

ନିମାପଡା ଧଳା ଜହର ବିକି ଜଣେ ଗିରଫ…

ନିମାପଡ଼ା : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନସ୍ଥ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପଛପଟ ଫାଟକ ନିକଟରେ ଚଢ଼ାଉ କରି ସୌରଭ ଘୋଷାଲ(୨୦)

ଏନୱାଇକେ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଈଛି, ମୁଖ୍ୟ ଅତିଥି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କଂହର ଯୋଗଦେଇ ଯୁବସମାଜ ଭିତରେ

କୋଟଗଡ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟଆରମ୍ଭ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ ବନାଞ୍ଚଳ ର ରେଞ୍ଜର ରମାକାନ୍ତ କହଁର ଙ୍କ ନେତୃତ୍ବରେ ଏହି ଗଣନା କାର୍ଯ୍ୟକ୍ରମ କୋଟଗଡ

ଆମ ରାଜ୍ୟର କର୍ମଚାରୀଙ୍କୁ ଟାଟା ପାୱାରର ଟା ଟା …ଅନ୍ୟ ରାଜ୍ୟର ଠିକାଦାରଙ୍କୁ ଆଣି ଲୋକଙ୍କୁ ଶୋଷଣ ହେଉଛି… !

ବ୍ରହ୍ମପୁର : ଟାଟା ପାୱାର ର ମାନ ମାନି ଓ ଜବରଦସ୍ତ ଫାଇନ ଟଙ୍କା ଆଦାୟ ଆଗାମୀ ସାଧରଣ ନିର୍ବାଚନ ରେ ଶାସକ ଦଳ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଟାଟା ପାୱାର ପୂର୍ବରୁ ଓଡ଼ିଶାର ବିଭିନ୍ନ ଲୋକ ଠିକାଦାର ଭାବରେ ଆଉଟ ସୋସିଙ୍ଗ ରେ ବିଭିନ୍ନ ଯୁବକ ଙ୍କୁ କାମରେ ଲଗାଇ

ମା ପାଟଖଣ୍ଡାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା

ଦାରିଙ୍ଗବାଡି, ୧୯/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମହକୁମା ସ୍ଥିତ ଥାନା ନିକଟରେ ରହିଛି ମା ପାଟଖଣ୍ଡା ମନ୍ଦିର। ମାଙ୍କ ପୀଠରେ ବଡପର୍ବ ହେଉଛି ଦୁର୍ଗା ପୂଜା। ମାଙ୍କ ପାଖରେ ନବ ରାତ୍ର ପୁଜା ଅର୍ଚ୍ଚନା ନୀତି ଅନୁଯାୟୀ ଚାଲି ଥିବା କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ସାହୁଙ୍କ

ବାଇକ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ହିଞ୍ଜିଳିକାଟୁ (୧୯/୧୦): ଗୁରୁବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୌରାଞ୍ଚଳ ପେଟ୍ରୋଲ ପମ୍ପ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ

ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

କନ୍ଧମାଳ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘ ଉତ୍ସାହ ‘ ଉଦଯାପିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ' ଉତ୍ସାହ ' ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଠାଡିୟମରେ ଅନୁଷ୍ଠିତ ଦୌଡକୁଦ,ଫୁଟବଲ,କ୍ୟାରମ୍, ଚେସ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାରେ ୧୩

ବିଜେଡି ଯୁବ ସଭାପତିଙ୍କ ମହାନତା…

ଫୁଲବାଣୀ : ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ମଲିକଙ୍କ ମହାନତା ତିନି ଯୁବକକୁ ବାଇକ ଦୁର୍ଘଟଣା ରୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଲେ l ପ୍ରାପ୍ତ ସୂଚନା ଅନୁଯାୟୀ ଗୋଚ୍ଛାପଡା ପଞ୍ଚାୟତର ଡାଡିଲାଇ ଛକ ନିକଟରେ ବାଇକ ଭାରସାମ୍ଯ ହରାଇ 3ଜଣ ଯୁବକ ପଡିଥିବାର ଦେଖିବାକୁ

ଏୟାରଷ୍ଟ୍ରିପ ସଂଯୋଜକ ରାସ୍ତା ଜମି ଅଧିଗ୍ରହଣ ଜନ ଶୁଣାଣି…

ମାଲକାନଗିରି, ୧୮।୧୦ ମାଲକାନଗିରି ଜିଲ୍ଲା ଏୟାର ଷ୍ଟ୍ରିପ କାର୍ଯ୍ୟ ଜୋର ସୋରରେ ଚାଲିଥିବା ବେଳେ ଏହାର ସଂଯୋଜକ ରାସ୍ତା ନିର୍ମାଣ ପାଇଁ ଆଜି ଗୌଡଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜନ ଶୁଣାଣିର ଆୟୋଜନ କରାଯାଇଥିଲା। ଏସଆଇ ଷ୍ଟଡି ତାଲିକା ଅନୁସାରେ ଯେଉଁ ଗ୍ରାମବାସୀଙ୍କର ଜମି ଅଧିଗ୍ରହଣ