Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଟ୍ରକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ କ୍ଷତିପୂରଣ ଦାବିରେ ଅନଶନ…
ଉମରକୋଟ(୨୨/୯) : ଗତ ରାତ୍ର ପ୍ରାୟ ୧୦ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ଆଦର୍ଶ୍ୱ ବିଦ୍ୟାଳୟ ନିକଟରେ ଚରେଇଗୁଡ଼ାର ଦୁଇ ଜଣ ଯୁବକ ମହେଶ୍ୱର ଗଣ୍ଡ, ବୟସ ୨୨ ବର୍ଷ, ଏବଂ ଅଜୟ ସୁନା , ବୟସ ୨୧ ବର୍ଷ,ଘରକୁ ଫେରୁ ଥିବାବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ନିଜ ମଟର ସାଇକେଲ ଧରି!-->…
ପର୍ତ୍ତମାହା ସେବାଶ୍ରମରେ ଅଭିଭାବକ ଓ ଆମର ଅଂଶୀଦାର ବୈଠକ ଅନୁଷ୍ଠିତ
ଦାରିଙ୍ଗବାଡ଼ି (୨୨/୯) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ଅନୁସୂଚିତ ଜାତି ଓ ଜନଜାତି ସେବାଶ୍ରମରେ ଅଭିଭାବକ ଓ ଆମର ଅଂଶୀଦାର ବୈଠକ ପ୍ରଧାନ ଶିକ୍ଷକ ମହେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ,ସମ୍ମାନିତ ଅତିଥି!-->…
କୁମ୍ଭୀର ପାଟିରେ ଵନମାଳିଙ୍କ ମୃତ୍ୟୁ ଲାଗି ଦୁଃଖଦ ପରିବାରଙ୍କୁ ସମବେଦନା…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବନମାଳୀ ପାତ୍ରଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ!-->…
ଚିକିଟୀ ବିଜ୍ଞାପିତ ଅଞ୍ଚଳରେ ସ୍ୱଚ୍ଛତା ହିଁ ସେବା ଓ ସ୍ୱଚ୍ଛ ଚର୍ଚ୍ଚା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଓ ସମ୍ମାନୀୟ ଅତିଥି!-->…
ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ ସାହୁଙ୍କୁ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲା ଏସୟୁଜେ ଗଞ୍ଜାମ ଜିଲ୍ଲା…
ରେଡ କ୍ରସ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କା ମଞ୍ଜୁର କଲେ ଜିଲ୍ଲାପାଳ..
ଭଞ୍ଜନଗର // ବ୍ରହ୍ମପୁର //ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ସମ୍ପ୍ରତି!-->!-->!-->!-->!-->…
ଗଞ୍ଜାମ ଜିଲ୍ଲାରେ ଛତୁଆ କେଳେଙ୍କେରି :କୋମଳ ମୋତି ଶିଶୁମାନଙ୍କ ଜୀବନ ସହ ଚାଲିଛି ଖେଳ… !
ପାପ ର ଭାଗିଦାରୀ ହେବେ କି ଅଧିକାରୀ..!
ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ରକ୍ତ ଦାନ ଶିବିର, ୮୦ ୟୁନିଟ ରକ୍ତ ସଂଗ୍ରହ…
ଦାରିଙ୍ଗବାଡି, ୨୨/୦୯ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନ ପକ୍ଷରୁ ଆଜି ଋଷିମାଳ ମହା ବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଋଷିମାଳ ମହାବିଦ୍ୟାଳୟ ଏନଏସଏସର ସହଭାଗିତା ମଧ୍ୟ ରହିଛି। ସ୍ୱେଚ୍ଛା!-->…
ଦୁଃଖ ପାଲଟିଛି କୁଶଭଦ୍ରା ବ୍ରିଜ…
ନିମାପଡା (୨୨/୦୯) : ନିମାପଡା ପରିବା ବଜାର ରୁ କିଛି ଦୂରରେ କୁଶଭଦ୍ରା ବ୍ରିଜ ଅବସ୍ଥିତ | ବିଶେଷ କରି ସେଇ ବ୍ରିଜ ଦେଇ କୋଣାର୍କ ଆଉ କାକଟପୁର ଅସ୍ତରଙ୍ଗ ଯାତାୟାତ ପାଇଁ ସେଇ କୁଶଭଦ୍ରା ବ୍ରିଜ ହିଁ ନିର୍ଭରଶୀଳ | ସେହିପରି ଏହି ଅଞ୍ଚଳରେ ଲୋକମାନେ ଚିକତ୍ସା ଲାଗି ଚାରିଛକ ଆଉ ନିମାପଡା!-->…
ଲଗାଣ ବର୍ଷାରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ପାଙ୍ଗା ଉପର ସାହି ପଞ୍ଚାୟତ ବାଲିଗଟା ନିକଟ ଥିବା ଦଦଲି ପୋଲ ଧୋଇ ହୋଇଛି। ଫଳରେ ୫ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୬୦୦ରୁ ଉର୍ଦ୍ଧ୍ବ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ!-->…
ହଦଗଡ଼ରେ ମା’ ବ୍ରାହ୍ମଣୀ ଦେବୀଙ୍କ ଜନ୍ତାଳ ପୂଜା ଓ ନୂଆ ଖାଇ ପର୍ବ
ଫୁଲବାଣୀ : ହଦଗଡ ଅଞ୍ଚଳର ପୁରୁଣାଗଡ ଓ କଟିଲାଗଡରେ ମାଁ ବ୍ରାହ୍ମଣୀଦେବିଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପ୍ରଦିପ ବିଷୋୟୀ ଏବଂ ପ୍ରଫୁଲ ବିଷୋୟୀଙ୍କ ଘରୁ ମାଙ୍କ ପାଇଁ ବିଭିନ୍ନ ପୂଜା ସାମଗ୍ରୀଧରି, ବାଜା ବାଦ୍ୟ ସହିତ ଗ୍ରାମବାସି ଆଡ଼ମ୍ବରରେ ଜନ୍ତାଳ ପଟିକୁ ଯାଇଥବା!-->…