Browsing Category

ଆଞ୍ଚଳିକ

ଥାନାଠାରୁ ୨ଶହ ମିଟର ଦୂରରେ ବସଷ୍ଟାଣ୍ଡ ପରିସରରେ ଦମ୍ପତିଙ୍କ ଠାରୁ ଲୁଟ୍

ହିଞ୍ଜିଳିକାଟୁ(୧୬/୯) : ଅସୁରକ୍ଷିତ ହିଞ୍ଜିଳିକାଟୁ । ଦିବା ଆଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଭ୍ରୁକ୍ଷେପ ନ କରି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ କରୁଛନ୍ତି ଛିନତାଇ । ହିଞ୍ଜିଳି ପୋଲିସ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଶନିବାର ବସଷ୍ଟାଣ୍ଡ ପରିସରରେ ଲୁଟ୍ ହୋଇଛି ।

ସନାତନ ଧର୍ମକୁ ନିପାତ କରିବାକୁ ଧମକପୂର୍ଣ୍ଣ ଅଭିଯୋଗକୁ ଭିତ୍ତିକରି ଥାନାରେ ରିପୋର୍ଟ…

ଉମରକୋଟ(୧୫/୦୯) : ଯୁଗଯୁଗ ଧରି ସାଧୁସନ୍ଥମାନେ ସନାତନ ଧର୍ମକୁ ପାଥେୟ କରି ନିଜର ତନ ମନ ଧନ ଦେଇ ଯୋଗ ସାଧନା କରି ଆସୁଛନ୍ତି, ଯେଉଁ ଧର୍ମକୁ ବିଶ୍ୱାସ କରି ଭାରତବର୍ଷର ହିନ୍ଦୁଧର୍ମ ଗଢି ଉଠିଛନ୍ତି l ବହୁବର୍ଷ ଧରି ଦେଖିବାକୁ ମିଳୁଛି ୧୨ବର୍ଷରେ ଥରେ କୁମ୍ଭ ମେଳାରେ ହଜାର ହଜାର 'ନାଗା

ଦାରିଙ୍ଗବାଡ଼ି ବ୍ଳକରେ ୧୫ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ । ଭିସି ମାଧ୍ୟମରେ ଉଦଘାଟନ କଲେ ୫ଟି ସଚିବ…

ଦାରିଙ୍ଗବାଡି,୧୬/୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ପର୍ଯ୍ୟାୟକ୍ରମେ ପ୍ରଥମେ ୨୦ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଯିବା ପରେ ଶୁକ୍ରବାର ଆଉ ୧୫ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଗଲା। ଭିସି ମାଧ୍ୟମରେ ୫ଟି ସଚିବ ଭିକେ ପାଣ୍ଡିଆନ ଏହାର ଉଦଘାଟନ କରିଛନ୍ତି। ଦାରିଙ୍ଗବାଡ଼ି

5-T କାମର ବକେୟା ଟଙ୍କା ନ ମିଳିବାରୁ ସ୍କୁଲ ଗେଟରେ ତାଲା ପକାଇଲେ ଠିକାଦାର ମାନେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡା ସ୍ଥିତ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରେ ମଧ୍ଯ ସହ ସହ ପିଲା ଆଜି ଗେଟ ବାହାରେ ସୂଚନା ଯୋଗ୍ୟ ଗତ ଦୁଇ ବର୍ଷ ତଳେ ଶ୍ରୀ ଦେବୀ 5ଟି ସ୍କୁଲ ର ରୂପାନ୍ତରିତ ପାଇଁ ଠିକାଦାର ନିୟୋଜିତ

୨୩ବର୍ଷର ବିଜେଡ଼ି ଶାସନ ବିରୋଧରେ ଗର୍ଜିଲେ ବିଜେପି ସାଂସଦ ଅପରାଜିତା

ମାଲକାନଗିରି(୧୫/୦୯) ମାଲକାନଗିରି ଜିଲ୍ଲାର ନିଜ ଗ୍ରସ୍ତ ଅବସରରେ ୨୩ବର୍ଷର ବିଜେଡ଼ି ଶାସନ ବିରୋଧରେ ଗର୍ଜିଲେ ବିଜେପିସାଂସଦ ଅପରାଜିତା । ଜିଲ୍ଲାର ଶତକଡ଼ା ୭୫ ପ୍ରତିଶତ ଶ୍ରମିକ, ଚାଷୀ ହୋଇଥିବା ବେଳେ ରୋଜଗାର ଅଭାବରୁ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଯାଉଛନ୍ତି ମାଲକାନଗିରି ବାସିନ୍ଦା ।

ଗାଡିରେ ମେଡିକାଲ ଯାଉଥିବା ଗର୍ଭଵତୀ ମହିଳାଙ୍କର ବାଟରେ ମୃତ୍ୟୁ

ରାଜନଗର(୧୫/୦୯) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତର ଭଞ୍ଜପ୍ରସାଦ ଗ୍ରାମର ନିତାଇ ଗିରିଙ୍କ ସ୍ତ୍ରୀ ଶସ୍ମିତା ଗିରି ଆଜି ଭୋର ସମୟରେ ଝାଡା ଯାଇ ପୋଖରୀରେ ଶୌଚ ସମୟରେ ବୁଡିଯାଇଥିଲେ । ସ୍ତ୍ରୀ ଶସ୍ମୀତାଙ୍କର ଫେରିବା ବିଳମ୍ଵ ହେବାରୁ ସ୍ବାମି ନିତାଇ ଓ ତାଙ୍କ ଶଳା

ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ସ୍କୁଲ ଶିକ୍ଷକଙ୍କ ଗଣଧାରଣା

ହିଞ୍ଜିଳିକାଟୁ (୧୫/୫) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ଶିକ୍ଷକ ଙ୍କ “ସମୁହଛୁଟି” ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର

ଚୁଆ ପାଣିରେ ବୁଡି ତିନି ବର୍ଷର ଶିଶୁ ମୃତ: ଗୁଡିକିଆ ଗ୍ରାମରେ ଶୋକର ଛାୟା…

ଦାରିଙ୍ଗବାଡି, ୧୫/୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗୁଡିକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୁଆ ପାଣିରେ ବୁଡି ଦେବେନ୍ଦ୍ର ବଳିୟାରସିଂଙ୍କ ୩ବର୍ଷର ପୁଅ ପ୍ରଭାସ ବଳିୟାରସିଂର ମୃତ୍ୟୁ ହୋଇଛି।। ଗତକାଲି ପ୍ରାୟ ଦିନ ୧୨.୩୦ ସମୟରେ

ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ନେଇ ତାତିଲେ ଅଭିଭାବକ…

ନିମାପଡା : ଶିକ୍ଷକଙ୍କ କାର୍ଯ୍ୟବନ୍ଦ ପ୍ରତିବାଦରେ ତାତିଲେ ଅଭିଭାବକ ଆଜିକୁ ୮ ଦିନ ହୋଇଗଲା ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ବହୁ ଯାଗାରେ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଛନ୍ତି । ପିଲାମାନଙ୍କର ମଧ୍ୟାନ ଭୋଜନ ବନ୍ଦ ରହିବା ସହ ପାଠପଢା ପୁରା ଠପ । ସରକାର

‘ଡାହାଣୀ ପ୍ରଥାକୁ ନା କୁହନ୍ତୁ‘ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ କନ୍ଧମାଳ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଅନୁକୁଲ୍ୟରେ ‘ଡାହାଣୀ ପ୍ରଥାକୁ ନା କୁହନ୍ତୁ' ଶୀର୍ଷକ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ