Browsing Category

ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥା କୁ ଅସାମ୍ବିଧାନିକ ଭାବେ ଖୁର୍ଣ୍ଣ କରୁଥିବାରୁ ଗୁରୁବାର ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଏକ ୧୫ ଦଫା ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି

ଅନନ୍ତପୁର ଛକ ନିକଟରୁ ଗୋରୁ ବୋଝେଇ ଗାଡି ଜବତ : ଡ୍ରାଇଭର ଅଟକ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଅନନ୍ତପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଜବତ କଲା ଚମାଖଣ୍ଡି ଥାନା ପୋଲିସ l ଗୁରୁବାର ସକାଳୁ ଚମାଖଣ୍ଡି ଥାନା ର ସବ ଇନସିପେକ୍ଟର ମାନସୀ ସାହୁ ଓ ଥାନାର କିଛି କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ହାଇୱା ପୋଲିସର ସହଯୋଗ ରେ ଉକ୍ତ

କୋଠା ଭୁଶୁଡିଲା କସବସା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର…

ଦାରିଙ୍ଗବାଡ଼ି, ୧୪/୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ସମବାର ୧୧ ତାରିଖ ଦିନ ସମୟ ପ୍ରାୟ ଅପରାହ୍ନ ୩ ଘଟିକା ରେ ଭୁଶୁଡି଼ ପଡ଼ିଥିବା ଖବର ହସ୍ତଗତ ହୋଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ହିଞ୍ଜିଳିକାଟୁ ରେ ନୁତନ ଅଧ୍ଯକ୍ଷ ଙ୍କ ଯୋଗଦାନ…

ହିଞ୍ଜିଳିକାଟୁ ୧୪!୯ କେନ୍ଦ୍ରୀୟ ବିଦ୍ୟାଳୟ ହିଞ୍ଜିଳିକାଟୁ ରେ ନୁତନ ଅଧ୍ଯକ୍ଷ ଭାବେ ରଞ୍ଜନ କୁମାର ବେହେରା ଯୋଗ ଦେଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ହିଞ୍ଜିଳିକାଟୁ ର ଅଧ୍ଯକ୍ଷ ହରିହର ପଣ୍ଡା ଙ୍କ ୨୦୧୯ ମସିହାରେ ବଦଳି ପରେ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷକ ଙ୍କ

ଜମି ବିବାଦକୁ ନେଇ ଧନୁତୀରରେ ଆକ୍ରମଣ : ଆହତ ଭାଇ ମେଡିକାଲ ରେ ଭର୍ତ୍ତି…

ମାଲକାନଗିରି : କାଲିମେଳା ଅଞ୍ଚଳ ରେ ଜମି ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ  ଧନୁତୀର ସହ ଆକ୍ରମଣ ହୋଇଛି l ଏପରିକି ଶରୀରରେ ଚାରୋଟି ଟି ତୀର ପଶିଥିବା ସୂଚନା ମିଳିଛି l ହାତରେ ୩ ଟି ଓ ପିଠିରେ ଗୋଟିଏ ତିର ପଶିଥିବା ଦେଖାଯାଉଛି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ  ମାଲଭରମ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର (ଆମେ ଜାଣିବା ଆମେ ଜିଣିବା) ବୈଠକ…

ଦାରିଙ୍ଗବାଡ଼ି,: ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର (ଆମେ ଜାଣିବା ଆମେ ଜିଣିବା) ବୈଠକ ବିଦ୍ୟାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଭାବକ,ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ

ଏକାଧିକ ମାସ ହେଲା ଭତା ପାଇବାରୁ ବଞ୍ଚିତ ହିତାଧୀକାରୀ : ପ୍ରଶାସନ ନିରବ…

ଦାରିଙ୍ଗବାଡି,: ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ପେନସନ ଯୋଜନା କରିଛନ୍ତି ସତ ହେଲେ ହିତାଧୀକାରୀ ମାନେ ସଠିକ୍ ସମୟରେ ଏହି ଯୋଜନାରେ ପେନସନ ପାଉ ନଥିବା ଦେଖିବାକୁ ମିଳିଛି । ଏକାଧିକ ମାସ ହେବ ଶତାଧିକ ହିତାଧୀକାରୀ ଭତା ପାଇ ନଥିବା ଅଭିଯୋଗ

ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ : ଦୁଇ ଚମ୍ପଟ…

ବାଲିଗୁଡ଼ା: ରାୟଗଡ଼ା ଜିଲ୍ଲା ତେଲେଙ୍ଗାପଦର ଗାଁ ରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ଠାବ । ଗତକାଲି ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁ ର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ । ବାଲିଗୁଡ଼ା ଥାନା

ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର….

ବେଲଗୁଣ୍ଠା(୧୩/୦୯) : ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଙ୍ଗ ଥାନା ଅନ୍ତର୍ଗତ ଗେରେଡା ପଂଚାୟତ ଦିଗାମ୍ବର ପଲ୍ଲୀ ଗାଁରେ ଆଜି ଅପରାହ୍ନ ୪ଟା ସମୟରେ ବଜ୍ରାଘାତରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ହେଲେ କନକ ନାୟକ । ଧାନ ଜମିରେ ସେ କାମ କରୁଥିବା ବେଳେ ବଜ୍ରପାତ

ବିଜେଡି ଯୁବନେତାଙ୍କୁ ହତ୍ୟା ଘଟଣାରେ ତିନି ଜଣ ଗିରଫ

ହିଞ୍ଜିଳିକାଟୁ ୧୩!୯ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ନନ୍ଦିନୀ ନଦୀରେ କୁମାରପାଣି ଗ୍ରାମର ମଧୁ ବିଷୋୟୀ ହତ୍ୟାକାଣ୍ଡ ଘଟଣା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଶେରଗଡ଼ ପୋଲିସ୍‌ । ସେମାନେ ହେଲେ ସୀମାଞ୍ଚଳ ପ୍ରଧାନ , ସାଗର ଦାସ ,ଓ ସରପଂଚ ଉଦୟନାଥ ପ୍ରଧାନ । ଏହି