Browsing Category

ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ଲାଇଟ୍ ସାଉଣ୍ଡ ଏଣ୍ଡ ଡିଜେ ମାଲିକ ସଂଘର ବାର୍ଷିକ ସମ୍ମିଳନୀ

ଛତ୍ରପୁର : ଛତ୍ରପୁର ସ୍ଥିତ ଉଜ୍ଜଳେଶ୍ୱରୀ ମନ୍ଦିର ପରିସର ରେ ଗଂଜାମ ଜିଲ୍ଲା ଲାଇଟ୍ ସାଉଣ୍ଡ ଓ ଡିଜେ ମାଲିକ ସଂଘର ଏକ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରଘୁନାଥ ପୁର , ଗୋଳାବନ୍ଧ ଓ ଛତ୍ରପୁର ଶାଖାର ଲାଇଟ୍ ଏଣ୍ଡ ସାଉଣ୍ଡ ଓ ଡିଜେ ମାଲିକ ମାନେ ଉପସ୍ଥିତ ରହି ସେମାନଙ୍କ

ଗଡ଼ରେଜ କମ୍ପାନୀର ଅପ୍ରାଧିକୃତ ରାଜୁ ବୀଜ ଭଣ୍ଡାର ଦ୍ଵାରା ଲାର୍କ ପେଷ୍ଟିସାଇଡ଼ ଔଷଧ ବିକ୍ରି

ସମ୍ବାଦ ସଂଗ୍ରହ କରିବା ସମୟରେ ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର ଉମରକୋଟ (୦୮/୦୯) : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ସହର ଏକ ମୁଖ୍ୟ ବ୍ୟବସାୟ କେନ୍ଦ୍ର | ଏହି ଉମରକୋଟ ସବଡିଭିଜନ ଉପରେ ଅଞ୍ଚଳର ସମସ୍ତେ ନିର୍ଭର ଶୀଳ କହିଲେ ଭୁଲ ହେବ ନାହିଁ | କିନ୍ତୁ ଉମରକୋଟ ସବଡିଭିଜନର ବ୍ୟବସାୟୀ

ସରକାରଙ୍କ ଜନହିତକର ଯୋଜନାସବୁକୁ ପାରମ୍ପରିକ ଲୋକକଳା ଦ୍ବାରା ପରିବେଷଣ ଲାଗି ପ୍ରସ୍ତୁତି ବୈଠକ

ଛତ୍ରପୁର (୦୨.୦୯) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ପରିବେଷଣ ଦ୍ବାରା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କରାଯାଇ ଲୋକେ ଯେମିତି ଏହି ଯୋଜନା ଗୁଡିକରୁ ଉପକୃତ ହୋଇ ପାରିବେ ସେଥି ସକାଶେ କୁହାଯାଇଛି । ଜିଲ୍ଲାରେ ରହିଥିବା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସମ୍ପର୍କରେ କର୍ମଶାଳା

ଚିକିଟୀ : ମୁଖ୍ୟମନ୍ତ୍ରୀ ଶିକ୍ଷା ଯୋଜନା ସମ୍ପର୍କିତ ଏକ କର୍ମଶାଳା ବ୍ଲକ୍ ର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିକିଟି ପେଣ୍ଠ ନୋଡାଲ

ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା -୨୦୨୩-୨୪ ଉଦଘାଟିତ

ଦାରିଙ୍ଗବାଡ଼ି (୮/୯) : ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ, ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ସଭାପତି ତଥା ବିଇଓ ରାସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶ୍ରାନିକେତା ଗ୍ରାମ ପଞ୍ଚାୟତ

ମୋ ସ୍କୁଲ, ମୋ କଲେଜ ଅଭିଯାନର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ମୋ ସ୍କୁଲ ମୋ କଲେଜ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପଦଯାତ୍ରା କରି ଜନସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଟିକାବାଲି ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ ବ୍ଲକ

ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର

ମାଲକାନଗିରି (୦୮.୦୯) : ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଦଭାବନା ଗୃହଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ମାଲକାନଗିରି ଜିଲ୍ଲା ବିପର୍ଯ୍ୟୟ କର୍ତ୍ତୁପକ୍ଷ ଓ ରାଜ୍ୟ ବିପର୍ଯ୍ୟୟ

ଗାଁ ସାଥି ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି…

ମାଲକାନଗିରି:ଗାଁ ସାଥି(ମେଟ୍) ସଂଘ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷ ରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଗାଁ ସାଥି ସଂଘ ର ଶତାଧିକ ମେଟ୍, ଜବ୍ କାର୍ଡ ଧାରୀ ମାନେ ବ୍ଲକ୍ ପଡିଆ ରୁ ଏକ ବିଶାଳ ରାଲି ବାହାରି

ପୁଣି ଦାଦନ ଦୁଃଖ, ହାଇଦ୍ରାବାଦରେ ସେଣ୍ଟ୍ରିଙ୍ଗ ଭୁଶୁଡି ୩ଶ୍ରମିକ ମୃତ,୩ ଗୁରୁତର ଆହତ…

ମାଲକାନଗିରି, ୮/୯ ମାଲକାନଗିରି ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ନିର୍ମାଣ କାର୍ଯ୍ୟ ଜାରି ବେଳେ ଅଘଟଣ, ସେଣ୍ଟ୍ରିଙ୍ଗ ଖସି ୩ ବଣ୍ତା ଶ୍ରମିକ ମୃତ ୩ଗୁରୁତର ଆହତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ବଣ୍ଡା ଘାଟି ଅଞ୍ଚଳର

ଦାରିଙ୍ଗବାଡି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ…

ଦାରିଙ୍ଗବାଡ଼ି : .ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜାକେଶ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର