Browsing Category

ଆଞ୍ଚଳିକ

ଓଡିଶା – ଆନ୍ଧ୍ର ସୀମାନ୍ତରେ ରାସ୍ତାରେ ଦନ୍ତାହାତୀ ଆତଙ୍କ

ରାୟଗଡା : ଓଡ଼ିଶା-ଆନ୍ଧ୍ରସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏଭଳିଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ । ଏକ ଚଳନ୍ତି ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ। ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର

ପ୍ରଧାନ ଶିକ୍ଷକଙ୍କ ଢିଲା ମନୋବୃତ୍ତି ଓ ସ୍କୁଲକୁ ନିୟମିତ ନ ଆସିବା ଯୋଗୁଁ ସ୍କୁଲ ପିଲାଙ୍କ ଦ୍ଵାରା ଲହୁଲୁହାଣ ହେଲେ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଗ୍ରାମର ଶ୍ରୀଦେବୀ ଉଚ୍ଚବିଦ୍ୟାଳୟ ବିଶିପଡ଼ା ସ୍କୁଲରେ ଚାଲିଥିବା କୌଣସି ଏକ ପରୀକ୍ଷାର ପ୍ରଶ୍ନପତ୍ର ଦିଆନିଆକୁ କେନ୍ଦ୍ର କରି ଗୋଟିଏ 10ମ ଶ୍ରେଣୀ ଛାତ୍ରକୁ ଅନ୍ୟ 5 ଜଣ ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ

ଗଞ୍ଜାମ ଅବକାରୀ ବିଭାଗ ର କାରନାମା – କୁଜି ଅସରପା ଉପରେ କାଣି ବିରାଡ଼ି ର ଦାଉ…

ବ୍ରହ୍ମପୁର: ୪-୯ ଗଞ୍ଜାମ ଜିଲ୍ଲାରେ ଥିବା କେତେକ ସରକାରୀ ମଦ ଭାଟି ରେ ପୋଚ ରେ ମହୁଲ ସ୍ଥାନରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ଖବର ଗଣମାଧ୍ୟମ ରେ ରୀତି ମତ ପ୍ରକାଶ ହେଉଛି। ଖବର ପ୍ରକାଶ ହେବା ପରେ ଅବକାରୀ ବିଭାଗ ର ଜିଲ୍ଲା ମୁଖିଆ ଧର୍ମକୁ ଆଖିଠାର ଭଳି କେବଳ ଆସିକା ରେ ଥିବା କିଛି

ବିଏସଏଫ ଓ ମାଲକାନଗିରି ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ମାଲକାନଗିରି,:୩।୯ ମାଲକାନଗିରି ବିଏସଏଫ କ୍ୟାମ୍ପ ରେ ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ପୋଲିସ ଓ ବିଏସଏଫ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ମାଓ ଦମନ, ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା କୁ ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।

ଯୁବ ରେଡକ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l କଲେଜର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା ଯୁବ ରେଡକ୍ରସର ସେକ୍ରେଟାରୀ ଶ୍ରୀ ସୁକାନ୍ତ କୁମାର ବେହେରା ସ୍ଵାଗତ

ମା’ କନକଦୁର୍ଗା ବୁଲାବିକାଳି ସଂଘର କର୍ମକର୍ତ୍ତା ମନୋନୀତ

ହିଞ୍ଜିଳିକାଟୁ,: ତା ୩ା୯(): ହିଞ୍ଜିଳିକାଟୁ ପୌରାଞ୍ଚଳ ମା’ କନକଦୁର୍ଗା ବୁଲାବିକାଳି ସଂଘର ଏକ ସାଧାରଣ ବୈଠକ ରବିବାର ସ୍ଥାନୀୟ ବ୍ଳକ ଖରିଡା ମା’ କରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ହରିହର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ସଂଘର ବିଭିନ୍ନ ସମସ୍ୟା

ବରିଷ୍ଠ ନାଗରିକଙ୍କ ବାର୍ଷିକୋତ୍ସବ ପାଳିତ…

ବ୍ରହ୍ମପୁର:୦୩/୦୯/୨୦୨୩ ରବିବାର ବ୍ରହ୍ମାନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୪ର୍ଥ ସ୍ଵନକ୍ଷତ୍ର ଦିବସ(ବାର୍ଷିକୋତ୍ସବ)କାର୍ଯ୍ୟ-କାରୀ ସଭାପତି ଡି.ଡି.ରାଓ ଙ୍କ ଅଧ୍ୟକ୍ଷତାରେ ବହୁ ଆଡମ୍ବର ସହ ବ୍ରହ୍ମାନଗରସ୍ଥ BHN-3/135 କୋଠା ପରିସରରେ ସମ୍ପନ୍ନ ହୋଇଯାଇଛି। ଏହି

ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଅଧିକ ସାଂସ୍କୃତିକ ଦଳଆବଶ୍ୟକତା ରହିଛି…

ଛତ୍ରପୁର ତା. ୦୩.୦୯.୨୦୨୩ ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ

ସୂର୍ଯ୍ୟ ପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟ, ଫୁଲବାଣୀ ଠାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ମୃତିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉ କି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ