Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାପ କାମୁଡ଼ାରେ ଚାଷିଙ୍କ ମୃତ୍ୟୁ…
ହିଞ୍ଜିଳିକାଟୁ (୨୨।୮) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଗ୍ରାମରେ ଶନିବାର ସାପ କାମୁଡାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିତ୍ରସେନ ଚୌଧୁରୀ (୫୬) । ସେ ବିଲକୁ ଧାନ ଚାଷ କାମ କରିବାକୁ ଯାଇଥିବା ସମୟରେ ବିଷାକ୍ତ ସାପ କାମୁଡାରେ ତଳେ ପଡିଯାଇଥିଲେ। ପାଖ!-->…
5T ଯୋଜନା ସୁବିଧାରୁ ବାହାର ପାହାଡିଆ ଇଲାକାର ଶିକ୍ଷା ବ୍ୟବସ୍ଥା : ମାଟି ଚଟାଣ ଓ ତାଟି କାନ୍ଥର ସ୍କୁଲରେ ଚାଲିଛି…
କାଲିମେଳା (୨୬/୦୮) : ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ 5T ଯୋଜନା ର ଲାଭ ପହଁଚି ପାରୁନାହିଁ ଉପାନ୍ତ ଅଞ୍ଚଳରେ । ଏହି ଅଞ୍ଚଳରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ାହେଉଛି ବାଉଁଶ ତିଆରି ତାଟି କାନ୍ଥ ସହ ମାଟି ଘର ଓ ସନ୍ତସନ୍ତିଆ ପରିବେଶ ମଧ୍ୟରେ । ଶିଶୁଙ୍କ ପାଠପଢା ପାଇଁ ସମସ୍ତେ!-->!-->!-->…
ଆୟୁଷ ଡାକ୍ତର ନିଯୁକ୍ତି ଲାଗି ଦାବୀ…
ବ୍ରହ୍ମପୁର : ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା । ପ୍ରତ୍ୟେକ ରାଜ୍ୟ ତାଙ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁବିଧା କରିବା ଅତ୍ୟନ୍ତ ଆବଶ୍ୟକ । ଏ ଦେଶରେ ବା ବିଶ୍ୱରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ନିଜସ୍ୱ କିଛି ମାନ ଓ ମାନକ ରହିଛି । ପ୍ରାୟ ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨!-->…
ଜାତୀୟ ସେବା ଯୋଜନା ଦ୍ୱାରା ମେରୀମାଟି ମେରା ଦେଶ ପାଳିତ
ଫୁଲବାଣୀ : କନ୍ଧମାଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶରେ ଅଧ୍ୟକ୍ଷ ଡଃ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ଭାବେ ଟି. ଶିବ!-->!-->!-->…
ଫିରିଙ୍ଗିଆରେ ଗତ କୋଡିଏ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା ମିଳିତ ନାଗରିକ କମିଟି…
ଫୁଲବାଣୀ : ଚଳିତ ମାସ ଅଗଷ୍ଟ ୫ତାରିଖରେ ଫିରିଙ୍ଗିଆ ଠାରେ ଘଟି ଯାଇଥିବା ଥାନାପୋଡି, ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣା ଅତୀବ ନିନ୍ଦନୀୟ।ଏ ପ୍ରକାର ଘଟଣା ଭିଆଇ ଥିବା ବ୍ୟକ୍ତି ମାନଙ୍କୁ ସାଧାରଣ ଜନତା ନିନ୍ଦାବାଦ କରିଛନ୍ତି କିନ୍ତୁ ପରବର୍ତ୍ତି ସମୟରେ ପୋଲିସ ମଧ୍ୟ ଯେଉଁ ଅମାନବୀୟ!-->…
ଅସହାୟଙ୍କୁ ମିଳୁନି ଆବାସ, ମାଳ ମାଳ ଯୋଜନା କାହା ପାଇଁ…?
ଫୁଲବାଣୀ : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ପରିବାରର ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରନ୍ତି କିନ୍ତୁ ନିରୀହ ଖଟିଖିଆ ଝାଟିମାଟି କୁଡ଼ିଆରେ ରହୁଥିବା ପରିବାର ପାଇଁ ଆବାସ ଫେଲ୍ ମାରିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତ!-->…
ବିଜେଡ଼ିକୁ ମହଙ୍ଗା ପଡ଼ିବ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ : ଏହାର ଫାଇଦା ନେବେ କି ପ୍ରଦୀପ ! ଏକ ଅକେଲା ସବ କେଲିୟେ…
ବ୍ରହ୍ମପୁର (୨୬/୮) : ଗଞ୍ଜାମ ଜିଲ୍ଲା ରେ ଦୀର୍ଘ ବର୍ଷ ହେଲା ଶାସକ ଦଳ ବିଜେଡିର ଦବଦବା ରହିଆସିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ।ଏହା ସହ ୧୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗଞ୍ଜାମ ଜିଲ୍ଲା ସିମିତ, ବ୍ରହ୍ମପୁର ଲୋକସଭା!-->…
ଜମୁଛି ରାକ୍ଷୀ ବେପାର
ହିଞ୍ଜିଳିକାଟୁ ୨୬/୮ : ଦୁଇଦିନ ପରେ ରାକ୍ଷୀ ପୂର୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନଟି ବେଶ ମହତ୍ବ ହୋଇଥାଏ । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ ଆଉ ଲୋଡିବ ସୁରକ୍ଷାର ପ୍ରତିଶ୍ରୃତି । ଏଥିପାଇଁ ବଜାର ମାନଙ୍କରେ ରାକ୍ଷୀ ବ୍ୟବସାୟ ଜମିଛି । ରଙ୍ଗ ବେରଙ୍ଗ ବିଭିନ୍ନ ଡିଜାଇନର ରାଖି!-->…
ସିନ୍ଧ୍ରିମାଳଠାରେ ମିଶନ ଲାଇଫ ଓ କିଶାନ ସମ୍ମାନ ନିଧି ଯୋଜନା ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ
ମାଲକାନଗିରି,୨୫।୮ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଂଚାୟତ କାର୍ଯ୍ୟାଳୟଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରିୟ କାର୍ଯ୍ୟାଳୟ ଜୟପୁର ପକ୍ଷରୁ ଆଜି ମିଶନ ଲାଇଫ ଓ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା!-->…
ବିଷାକ୍ତ ସାପ କାମୁଡ଼ାରେ ବୃଦ୍ଧା ମୃତ
ବେଲଗୁଣ୍ଠା : ବେଲଗୁଣ୍ଠା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଂଚାୟତ ମରାଇପାଟ ଗ୍ରାମର ହରି ଗୌଡ଼ଙ୍କ ସ୍ତ୍ରୀ ଶଶୀ ଗୌଡ଼ (65) ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ କିଛି ଦିନ ତଳେ ହରି ଗୌଡ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ!-->…