Browsing Category

ଆଞ୍ଚଳିକ

ହଠାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ନେଲା

ଟିକିରି : ବାଲି ଉଠାଉଥିବା ବେଳେ ହଠାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ନେଲା | ଜଣେ ଉଧାର ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି | ନିଖୋଜ ଥିବା ଶ୍ରମିକର ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଘରକାମ ପାଇଁ ବାଲି ଉଠାଉଥିବା ବେଳେ ହଟାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ

ପଦ୍ମଗିରି ହାଇସ୍କୁଲରେ ଉଦଘାଟନ ହେଲା ମୋ ସ୍କୁଲ ହକି କ୍ଲବ୍ -୨୩ : ସାମିଲ ହେଲେ ଜିଲ୍ଲାର ବିଭିନ୍ନ ସ୍କୁଲର ୧୦୦…

ମାଲକାନଗିରି(୨୩/୦୮) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ହକିର ପ୍ରଚାର ପ୍ରସାର ପାଇଁ ଏକ ଅଗ୍ରଣୀ ରାଜ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ସ୍ତରରେ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ହକି ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି

ବିଜୁ ଜନତା ଦଳର କର୍ମକର୍ତ୍ତା ବୈଠକ

ଫୁଲବାଣୀ :ଜିଲ୍ଳା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ବିଜୁ ଜନତା ଦଳର ବ୍ଳକ ସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା

ଯୋଗାଣ ବିଭାଗ ଦ୍ଵାରା ଚଢଉ ଓ ଗ୍ଯାସ ସିଲିଣ୍ଡର ଜବତ

ଫୁଲବାଣୀ : ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାର ଯୋଗାଣ ବିଭାଗର ଅଧିକାରୀ ମାନେ ଅଭିଯୋଗ ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ l ଚଢାଉ ସମୟରେ ଯୋଗାଣ ବିଭାଗ କର୍ମଚାରୀ ମାନେ ସ୍ଥାନୀୟ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଏଜେନ୍ସୀର ହାଟପଦା ଠାରେ ଥିବା ଏସିଆନ ଗ୍ୟାସ

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ନେଇ ବିଜେପି ମନାଇଲା ବିଜୟ ଉତ୍ସବ

ଫୁଲବାଣୀ : ଇସ୍ରୋ ରଚିଥିବା ଇତିହାସ ଯାହା ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ଵପ୍ନ ସାକାର ହୋଇଛି। ଆଉ ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ । ଏ ନେଇ ଆଜି ସନ୍ଧ୍ୟାରେ ବିଜେପି ପକ୍ଷରୁ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ ତମ ଶ୍ରାଦ୍ଧବାର୍ଷିକୀ ସଭା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପନ୍ଦର ତମ ଶ୍ରଦ୍ଧାଞ୍ଜଳି ସଭା ଏକ ଭକ୍ତିପୁତ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଶ୍ୱହିନ୍ଦୁ ପରିଷଦ ର ବିଶ୍ୱହିନ୍ଦୁ ପରିଷଦର

ବାଟାଲିୟନ କ୍ୟାମ୍ପରେ ରକ୍ତଦାନ ଶିବିର

ମାଲକାନଗିରି //ସୁକମା : ବୁଧବାର ଦିନ ସୁକମାର F2 coy Ramaram କ୍ୟାମ୍ପ ଠାରେ ୦୨ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ଡାକ୍ତରଖାନା ଡାକ୍ତରଟିମ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ବାଟାଲିୟନ ଅଫିସର ଏବଂ ଯବାନମାନେ ମିଶି

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ଆମ ବସ୍ ଷ୍ଟାଣ୍ଡ ଭିତ୍ତିପ୍ରସ୍ତର ସ୍ଥାପନ

ଛତ୍ରପୁର (୨୩.୦୮) ପରିବହନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ସାଧାରଣ ଲୋକଙ୍କ ଯୋଗାଯୋଗ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 55ଟି ଆମ ବସଷ୍ଟାଣ୍ଡ ନିର୍ମାଣ ହୋଇଥିବା ବେଳେ ସେଥି ମଧ୍ୟରୁ ୨୧ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ

ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ର ଜଗୁଆଳି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବରେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକଙ୍କୁ ଭିଜିଲାନ୍ସ କାବୁ କରିବାରେ ସଫଳ ହୋଇଛି । ତେବେ ସୂଚନା ମୁତାବକ ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଳାବୃଡି ପଞ୍ଚାୟତ ଅଧୀନରେ ଥିବା

ଗାଁ କୁ ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

କନ୍ଧମାଳ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଘାଟ ନିର୍ମାଣ କରୁଛନ୍ତି। ହେଲେ ଏବେ ବି ଅନେକ ସ୍ଥାନରେ ରାସ୍ତା ନ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୋଳାରେ ବୁହା ହେଉଛନ୍ତି ଗର୍ଭବତୀ। ଏହା ଦେଖିବାକୁ ମିଳିଛି କନ୍ଧମାଳ