Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ କର ହୋଇପଡିଛି। ବିଦ୍ୟାଳୟରେ ୨୦୦୩ରୁ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା!-->…
ବିଜୁ ମହିଳା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଫୁଲବାଣୀ : ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ସଭାନେତ୍ରୀ ପୁନମ କହଁରଙ୍କ ସଭାପତିତ୍ବରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମୂଖ୍ୟ ଅତିଥି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିଦର୍ଶନ କରି ବିଜୁ ପଟ୍ଟନାୟକଙ୍କ!-->…
ସହାୟକ ଅଧ୍ୟାପକ ଦିପକ କୁମାର ସାହୁଙ୍କୁ ଡକ୍ଟରେଟ ଉପାଧି
ହିଞ୍ଜିଳିକାଟୁ (୨୩/୮) : ସହାୟକ ଅଧ୍ୟାପକ ଦିପକ କୁମାର ସାହୁ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ସେ ସର୍ବସାଧାରଣ ବ୍ୟବହାରଯୋଗ୍ୟ କୋଠାଵାଡି ନିର୍ମାଣ ଓ ସଂରକ୍ଷଣ ନେଇ ଯନ୍ତ୍ରୀ (ସିଭିଲ ଇଂଜିନିୟର)ରେ ଉଚ୍ଚତର ଅଧ୍ୟୟନ ସହ ଗବେଷଣା କରି ନେସନାଲ ଇନଷ୍ଟିଚୁ୍ୟଟ ଅଫ ଟେକନୋଲୋଜି ରାଉରକେଲା ରୁ!-->…
ଆସିକା ରାଜସ୍ୱ ବିଭାଗ ର ନାକ ତଳେ ଚାଲିଛି ଚୋରାରେ ବାଲି ଚାଲାଣ : ନିଘୋଡ଼ ନିଦରେ ପ୍ରଶାସନ…
ବ୍ରହ୍ମପୁର:୨୩-୮ ଆସିକା ରେ ଥିବା ବିଭିନ୍ନ ବାଲିଘାଟ ରେ ଚାଲିଥିବା ବେଆଇନ ବାଲି ଚାଲାଣ ସମ୍ପର୍କରେ ଗଣମାଧ୍ୟମ ରେ ପ୍ରକାଶ ପରେ ବହୁ ବାଲି ଘାଟ ବନ୍ଦ ଅଛି। କିଛି ଦିନ ହେଲା ବିଜୁପଟ୍ଟନାୟକ ଛକ ନିକଟ ରେ ଥିବା ବଡ଼ ନଦୀ ନିକଟ ରେ ଲିଜ ନେଇଥିବା ଘାଟରୁ ବାଲି ନ ନେଇ ଅନ୍ୟ ସ୍ଥାନ ରୁ ବାଲି!-->…
ଗଞ୍ଜାମ ଏମ ଭି ଆଇ ଙ୍କ ଆଶୀର୍ବାଦ ରେ ଭଡ଼ା ଟିଆ ଗୁଣ୍ଡା ମାନଙ୍କ ଦ୍ୱାରା ଫିଟନେସ ତଦାରଖ : ଗାଡି ଯାଞ୍ଚ ନାମରେ ଅର୍ଥ…
ବ୍ରହ୍ମପୁର: ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ର ଅଟୋନଗର ଠାରେ ପ୍ରତି ଗୁରୁବାର ଦିନ ଭଡାଟିଆ ଗୁଣ୍ଡା ଭାବେ ବିଶ୍ୱ ଓ ନରେଶ ନାମକ ଦୁଇଜଣ ଯୁବକ ଙ୍କୁ ରଖି ବେଆଇନ ଭାବେ ଗାଡି ଗୁଡିକୁ ଫିଟନେସ ଦିଆଯାଉ ଥିବା ଖବର ମିଳିଥିଲା । ସାମ୍ବାଦିକ ମାନେ ସେଠାରେ ପହଞ୍ଚି ବାର ଦେଖି ସେଠାରେ ଦଲାଲ!-->…
ଏବେ ଗଞ୍ଜେଇ ପଛରେ ଅବକାରୀ ବିଭାଗ: ଅପମିଶ୍ରଣ ମଦମାଫିଆ ଅବକାରୀ ବିଭାଗର ଗେଲ୍ହା ପୁଅ..!
ବ୍ରହ୍ମପୁର : ୨୪-୮ ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅଧିକାରୀ ମାନେ ଗଞ୍ଜେଇ ମାଫିଆଙ୍କ ପଛରେ ପଡିଛନ୍ତି। ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ରହିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷା କରିଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ!-->…
ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ନୂତନ ବସଷ୍ଟାଣ୍ଡ : ଅର୍ଦ୍ଧ ନିର୍ମିତ ବସଷ୍ଟାଣ୍ଡ ଏବେ ଭୂତ କୋଠି …
ସାରକର କା ମାଲ ଦାରିଆ ମେ ଡାଲ ନିତୀ ରେ ଚାଲିଛି ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ...ବ୍ରହ୍ମପୁର :୨୩-୮ ଆଜି ମୁଖ୍ୟମନ୍ତ୍ରୀ ଭରଚୁଲ ମାଧ୍ୟମ ରେ ନୂତନ ବସ ଷ୍ଟାଣ୍ଡ ର ଭିତ୍ତିପ୍ରସ୍ଥ ସ୍ଥାପନ କରିବେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଜିଲ୍ଲା ପାଇଁ । ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ୫ଟି!-->…
ଶିଶୁ ବିଦ୍ୟାମନ୍ଦିରରେ ମାତୃ ମମ୍ମିଳନୀ…
ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପୌରହିତରେ ଶିଶୁବାଟିକାର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦକ୍ଷିଣପୂର୍ବ ସମ୍ଭାଗର ଶିଶୁ ବାଟିକା ବିଭାଗର ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ୍ ମୁଖ୍ୟ ଅତିଥି ଭାବେ!-->…
ଚିକିଟୀ ଅଞ୍ଚଳକୁ ମରୁଡି ଘୋଷଣା ଦାବି
ଚିକିଟୀ : ଚିକିଟୀ ଅଞ୍ଚଳରେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ପ୍ରାୟ ଅଧିକାଂଶ ଅଞ୍ଚଳରେ ଚାଷ କାମରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଶ୍ରାବଣ ମାସ ଶେଷ ହେବାକୁ ଯାଉ ଥିବା ବେଳେ ଦାଉ ସାଧିଚି ଦଇବ। ଆଜି ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ବିଲ ଶୁଖିଲା ପଡି ରହିଥିବା ସହ ତଳି ପୋଡ଼ି!-->…
ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଏକ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଲୁଙ୍କି ପାଇପ୍ସ୍ ଏଣ୍ଡ୍ ଟ୍ୟୁବସର ପରିଚାଳନା ନିର୍ଦ୍ଦେଶକ ନୀଳମାଧବ ମିଶ୍ର, ସମ୍ମାନିତ ଅତିଥି ଭାବେ କସମ୍ ର!-->…