Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଫୁଲବାଣୀ କମଳା ପ୍ରକାଶନୀ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର:୬୨ ୟୁନିଟ୍ ରକ୍ତ ସଂଗୃହୀତ
ଫୁଲବାଣୀ ୨୨।୮: ଫୁଲବାଣୀ ର ପ୍ରତିଷ୍ଠିତ ଅନୁଷ୍ଠାନ କମଳା ପ୍ରକାଶନୀର ଆୟୋଜନ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ଏହି ଶିବିରରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ରକ୍ତଦାତା ମାନଙ୍କୁ ପ୍ରୋତ୍ସାହିତ!-->…
କାହାକୁ ନେଇ ସମୀକ୍ଷା କରିବେ 5T ସଚିବ – ବରିଷ୍ଠ କଂଗ୍ରେସ ନେତା ପୀତବାସ ପଣ୍ଡା
ବ୍ରହ୍ମପୁର: ଆସନ୍ତା ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସୁଥିବା ଜଣାଯାଇଛି । ଦୀର୍ଘ ୨୩ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କୁ ଗଞ୍ଜାମବାସୀ ଭୋଟ୍ ଦେଇଆସୁଛନ୍ତି ଓ!-->…
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ଆସନ୍ତା ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ
ବ୍ରହ୍ମପୁର, ୨୨/୮ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଆସନ୍ତା ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଏକ!-->…
“ମାଲକାନଗିରି ସଦର ମହକୁମାର ଜୀବନରେଖା” ବାଲିସାଗର ବନ୍ଧର ଉନ୍ନୟନ ମୂଳକ କାର୍ଯ୍ୟ ଓ ପୁନଃ ଉଦ୍ଧାର…
ମାଲକାନଗିରି,୨୨।୮ : ମାଲକାନଗିରି ଜିଲ୍ଲା ସଦରରେ ଥିବା ବହୁ ପୁରାତନ ଓ ପୌରଣିକ ବାଲିସାଗର ବନ୍ଧକୁ ଗସ୍ତ କରି ଏହାର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି ନବରଙ୍ଗପୁର ସାଂସଦ ସାଂସଦ ରମେଶ ଚନ୍ଦ୍ର ମାଝି । ଦୀର୍ଘ ଦିନରୁ ସଦର ମହକୁମାବାସୀଙ୍କୁ ପାନୀୟ ଜଳ,ନିତ୍ୟ ବ୍ୟବହାର ରେ ଜୀବନ ରେଖା!-->…
ଅନ୍ଧ ବିଶ୍ୱାସରେ ଲୋକେ ଭୟଭୀତ : ଥାନା ସମ୍ମୁଖରେ ଜଣେ ମହିଳାକୁ ଧରିଛି ଭୂତପ୍ରେତ…
ବ୍ରହ୍ମପୁର (୨୨-୮) : ବିଜ୍ଞାନ ଯୁଗରେ ମଧ୍ୟ ଆଜି ଏହି ଭଳି ଘଟଣା ଦେଖିବାକୁ ମିଳୁଛି,ଆସିକା କୋଟିନଡ଼ା ଥାନା ସମ୍ମୁଖରେ ଜଣେ ମହିଳା ଙ୍କୁ ଗୁଣିଗାରେଡି ଭୂତପ୍ରେତ ଲାଗି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡ଼ା ଥାନା ର କୋଟିନଡ଼ା ଗ୍ରାମରେ ଏକ ମାସ ହେଲା!-->…
ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବ୍ରହ୍ମପୁର, ତା. ୨୨/୦୮ : ସଂପ୍ରତି ରାଧାକୃଷ୍ଣ ରାମ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ତାଙ୍କୁ ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସୌଜନ୍ୟ!-->…
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
ହିଞ୍ଜିଳିକାଟୁ (୨୨/୦୮) : ହିଞ୍ଜିଳିକାଟୁ ମୁନିସୀପାଲଟି ତରଫରୁ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ମୁନିସୀପାଲଟି ସଭାଗୃହରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ!-->…
ବାରମ୍ବାର ଲଗାଣ ବର୍ଷା ଯୋଗୁ ବିପଦ ସାଜିଛି ଦାସିଙ୍ଗବାଡ଼ି, ଶ୍ରାନିକେତା ଘାଟି : ଭୂସ୍ଖଳନ ହେବା ଭୟରେ ଲୋକେ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ଘାଟି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇଛି। ବାରମ୍ବାର ବର୍ଷା ଯୋଗୁ ଚଳିତବର୍ଷ ଶ୍ରାନିକେତାର ଜାତୀୟ ରାଜପଥ ଘାଟି ରାସ୍ତାରେ ଭୂସ୍ଖଳନ ହେବା ଭୟ ଲୋକଙ୍କୁ ଆତଙ୍କିତ କରୁଛି। ଚଳିତବର୍ଷ ଉକ୍ତ!-->…
ପୋଲିସ ର ମାତ୍ରାଧିକ ଅତ୍ୟାଚାର ବିରୋଧ ରେ ଫିରିଙ୍ଗିଆ ଥାନା ପୋଡି ଘଟଣା :ମିଳିତ ମଞ୍ଚ ତରଫରୁ ଆସନ୍ତା ୨୮ ତାରିକ୍ଷ…
କନ୍ଧମାଳ ମିଳିତ ମଞ୍ଚ ପ୍ରତିନିଧି ଗଣ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇ ଜି ସତ୍ୟବ୍ରତ ଭୋଇ ଙ୍କୁ ଭେଟିଲେ
ଫୁଲବାଣୀ : ବହୁ ଚର୍ଚ୍ଚିତ ଫିରିଙ୍ଗିଆ ବ୍ଳକର ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନେଇ ଫିରିଙ୍ଗିଆ!-->!-->!-->…
ରାସ୍ତାରେ କାଉଡିଆଙ୍କୁ ପୋଲିସର ସଚେତନତା…
ହିଞ୍ଜିଳିକାଟୁ, (୨୧।୮) : ରବିବାର ରାତିରେ ଗଞ୍ଜାମ ଜିଲା ଆସିକା ଥାନା ଭେଟନଈରେ ଏକ କାର ଧକ୍କାରେ ୨ଜଣ କାଉଡିଆଙ୍କ ମୃତ୍ୟୁ ଓ ୧୨ରୁ ଉର୍ଦ୍ଧ୍ବ ଆହତ ପରେ କାଉଡିଆଙ୍କୁ ସଚେତନ କରାଇଛନ୍ତି ହିଂଜିଳି ପୋଲିସ । ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ପୋଲିସ ଟିମ ସୋମବାର ମଧ୍ୟାହ୍ନରେ!-->…