Browsing Category

ଆଞ୍ଚଳିକ

ସୁକୁମାରେ ସଦ୍‌ଭାବନା ଦିବସ ପାଳିତ

ସୁକୁମା : ଆଜି ୦୨ ବାଟାଲିୟନ ସି ଆର ପି ଏଫ କମାଣ୍ଡାଣ୍ଟ, ଶ୍ରୀ ରତିକାନ୍ତ ବେହେରା ଙ୍କ ନେତୃତ୍ୱରେ ସୁକୁମାରେ ୦୪ ଜଣ ଅଧିକାରୀ, ୫୬ ଜଣ ଅଧସ୍ତନ ଅଧିକାରୀ ଏବଂ ୧୩୮ ଜଣ କର୍ମଚାରୀ ଶପଥ ଗ୍ରହଣ କରି ଦେଶରେ ଶାନ୍ତି ଏବଂ harmony ବୃଦ୍ଧି କରିବାରେ ସହଯୋଗ କରି ସଦ୍‌ଭାବନା ଦିବସ ପାଳନ

ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଛତ୍ରପୁର : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ଗଞ୍ଜାମ ଜିଲ୍ଲା ତରଫରୁ ବିଭିନ୍ନ ଦାବି ନେଇ ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ

ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲାର ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠତ ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରିଜିନାଲ ଡାଇରେକ୍ଟର.ଡ଼ଃ

ଶିକ୍ଷା ଓ ତାହାର ମୌଳିକତା ଉପରେ ଦୁଇଦିନିଆ ଯୁବ ସଚେତନତା ଶିବିର ଉଦ୍‌ଯାପିତ

ଫୁଲବାଣୀ: ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସାତୀ ଆନୁକୁଲ୍ୟରେ ଶିକ୍ଷା ଓ ତାହର ମୌଳିକତା ଉପରେ ଦୁଇ ଦିନିଆ ଯୁବ ସଚେତନତା କାର୍ଯ୍ୟକ୍ରମ, ସାତୀ ସମ୍ବଳ କେନ୍ଦ୍ର ବନ୍ଧଗଡ ଠାରେ ଆଜି ଉଦ୍‌ଯାପିତହୋଇଯାଇଅଛି । ଶିକ୍ଷାର ଅସିମିତ ପରିସର ଭିତରେ ଯୁବକ ମାନଙ୍କ ଭିତରେ ସମାଜ ପରିବର୍ତନ ଆଣିବାର

କଂଗ୍ରେସର ଚିକିଟୀ ବ୍ଲକ ଘେରାଉ ସହ ବିଡ଼ିଓ ଙ୍କୁ ଦାବିପତ୍ର

ଚିକିଟୀ : ଚିକିଟୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ଶଙ୍କର ଅଧିକାରୀ ଙ୍କ ନେତୃତ୍ୱରେ ଚିକିଟୀ ବ୍ଲକ କୁ ଶୁକ୍ରବାର ଦିନ କଂଗ୍ରେସ ତରଫରୁ ନଅ ଦଫା ଦାବି ନେଇ ବ୍ଲକ ଘେରାଉ କରିଥିଲେ।ରାଜ୍ୟରେ ଚାଲିଥିବା ଅଫିସର ରାଜକୁ ବନ୍ଦ କରିବା ସହ ସାଧାରଣ ଜନତାକୁ କିପରି ନିଜର ହକ ମିଳିବ ସେଥି ପ୍ରତି

ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ମିଲେଟବର୍ଷ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୮/୦୮: ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ବୈଠକ ଏବଂ ମିଲେଟ ବ୍ୟଞ୍ଜନ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ମହାପାତ୍ର ସ୍ଵାଗତ ସମ୍ଭାଷଣ ପ୍ରଦାନ କରିବା

ଜିଲ୍ଲା ଆଇନସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ‌ଅନୁଶିଳା ରୟଙ୍କ ପୋରହିତ୍ୟରେ ଫୁଲବାଣୀ ସଦର ମହକୁମା ଦିନାର ସିଂ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ବଇଡା ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତହୋଇଥିଲା l ଉକ୍ତ

ପୂର୍ବତନ ଥାନା ଅଧିକାରୀଙ୍କୁ ଗିରଫ ଦାବୀ କଲା କନ୍ଧମାଳ ମିଳିତ ମଞ୍ଚ…

ଫୁଲବାଣୀ : କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ କଲେଜ ଛକ ସ୍ଥିତ କାର୍ଯ୍ୟାଳୟ ଠାରେ ଫିରିଙ୍ଗିଆ ପୁଲିସର ଗଞ୍ଜେଇ ଚାଲାଣ ଘଟଣାକୁ ନେଇ ଥାନା ପୋଡ଼ି ଓ କିଛି ନିରୀହ ନିର୍ଦୋଷଙ୍କୁ ପୁଲିସ ପାଣି ପିଆଇ ନିର୍ଯାତନା ଘଟଣାକୁ ଆଦିବାସୀ ନେତା ତଥା ମିଳିତ ମଞ୍ଚର ଆବାହକ ଲମ୍ବୋଦର

ସୀମାନ୍ତରେ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

ଲକାନଗିରି,୧୮।୮ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁମା ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ୪ଜଣ ହେଲେ କୁମାର କଡତି, ମନୋଜ କୁମାର ଓୟାମ, ରମେଶ କୁମାର ଓୟାମ ଓ ଜଣେ ନାବାଳକ । ସୂଚନା ମୁତାବକ ଏକ ବସ

ସୁନ୍ଦରଗଡ଼ ମେଗା ରକ୍ତଦାନ ଶିବିରରେ ୨୧୬ ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ଼ (୧୮/୦୮) : ଆଜି ସୁନ୍ଦରଗଡ଼ରେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍(ଜେ.ଜେ.ଟି.ଏ) ଆନୁକୁଲ୍ୟରେ ଏବଂ ସମ୍ବାଦ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସମର୍ପିତ ସେବା ସଂସ୍ଥାନ ( ଶ୍ମଶାନବନ୍ଧୁ) ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ଶଙ୍କର ମରେଜ୍ ହଲ୍ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ