Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ମୋଟର ସାଇକେଲରେ ଆସି ଯୁବକକୁ ହାଣିଲେ ଦୁର୍ବୃତ : ଦୁଇ ଅଟକ
ବ୍ରହ୍ମପୁର (୧୨/୫) : ଅପରାଧ ଘଟାଇବାକୁ ଭୟ କରୁ ନାହାନ୍ତି ଅପରାଧୀ । ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ କରୁଛନ୍ତି ଆକ୍ରମଣ । ବର୍ତମାନ ସଦର ଥାନା ଇଲାକା ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଆଇନକୁ ହାତକୁ ନେବାରେ ମଧ୍ୟ ଫଛାଉ ନାହାନ୍ତି ଅପରାଧୀ । ପୁଲିସର ନିଷ୍କ୍ରିୟତା ଯୋଗୁଁ ବର୍ତମାନ!-->…
ଏନ୍.ସି.ସି ମିଳିତ ବାର୍ଷିକ ତାଲିମ ଶିବିର ଉଦଘାଟିତ
ବ୍ରହ୍ମପୁର : ଓଡ଼ିଶା ନାଭାଲ ୟୁନିଟ୍ ଏନ୍.ସି.ସି ବ୍ରହ୍ମପୁର ପକ୍ଷରୁ ଏକ ମିଳିତ ବାର୍ଷିକ ତାଲିମ ଶିବିର ଚମାଖଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଏନ୍.ସି.ସି ଓଡ଼ିଶା ନିର୍ଦ୍ଦେଶାଳୟ ଅଧୀନରେ ଥିବା ବିଭିନ୍ନ ୟୁନିଟ୍ର ୫୦୦ରୁ ଅଧିକ ଏନ୍.ସି.ସି କ୍ୟାଡେଟ୍!-->…
କୋଟପାଡ଼ରେ ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା
କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇଜଣ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଇଁ ଏକ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୋଟପାଡ଼ ସ୍ଥିତ ବ୍ରାହ୍ମଣଦେଇ!-->!-->!-->!-->!-->…
ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ
କନ୍ଧମାଳ : ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ । ସୂଚନା ଅନୁଯାୟୀ ରବିବାର ଡିୟୁଟି ସାରି ଗୋଦାମ ଘର ଏବଂ ଚାଉଳ ବିତରଣ!-->…
ନୟାଗଡ଼ ବ୍ଲକ ବିଜେଡି ଚେୟାରମ୍ୟାନ (ଅଧ୍ୟକ୍ଷ)ଙ୍କ ଇସ୍ତଫା
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କ୍ରମଶଃ ଦୁର୍ବଳ ହେଉଛି ବିଜୁ ଜନତା ଦଳ ବା ବିଜେଡି।ନୟାଗଡ଼ ବ୍ଲକ ଅଧ୍ୟକ୍ଷ ତଥା ନୟାଗଡ଼ ବିଜେଡିର ତୁଙ୍ଗନେତା କିଶୋର ଚନ୍ଦ୍ର ସାହୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ନୟାଗଡ଼ ବିଜେଡି ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଏକାନ୍ତ!-->!-->!-->…
ଭାଜପା ସଭା ମଞ୍ଚରେ ଥାନା ଅଧିକାରୀ ସାଧରଣ ରେ ଛନକା…..!
ବର୍ତ୍ତମାନ କଣ ପୋଲିସ ସାଜିଛି ବିଜେପି ର ମୁଖ୍ୟ କର୍ମୀ...???
ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା, ଜିଲ୍ଲା କୃଷି ଅଧିକାରୀ ଓ ବୋଲେରୋ ଚାଳକ ଆହତ…
ମାଲକାନଗିରି, ୧୧।୫ମାଲକାନଗିରି ଜିଲ୍ଲା ବନ୍ଧଗୁଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ଜିଲ୍ଲା କୃଷି ଅଧିକାରୀଙ୍କ ସହ ତାଙ୍କ ଗାଡି ଚାଳକ ଆହତ। ସୂଚନା ଅନୁଯାୟୀ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ନିଜ ସରକାରୀ ଗାଡ଼ି ରେ ଜିଲ୍ଲାର ଧୁଙ୍ଗିଆପୁଟ ରେ ଅନୁଷ୍ଠିତ ହେଉଥିବା ଜନ ଶୁଣାଣି!-->…
ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ଯକ୍ଷାଙ୍କ ଗଞ୍ଜାମ ଗସ୍ତ
ହିଞ୍ଜିଳିକାଟୁ ଅଞ୍ଚଳର ତିନି ବର୍ଷର ମାଆକୁ ହରେଇଥିବା ଶିଶୁର ସମସ୍ତ କଥା ବୁଝିଲେ ଅଧ୍ଯକ୍ଷା
ବ୍ରହ୍ମପୁର : ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ଯକ୍ଷା ବବିତା ପାତ୍ର, ସଦସ୍ଯା କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଣ୍ଟିଆ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଉତ୍କଳ ବାଳାଶ୍ରମ,!-->!-->!-->…
ଜଗନ୍ନାଥ ପ୍ରସାଦଠାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ
ଛତ୍ରପୁର : ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ସକାଳ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ଯନ୍ତ ଜିଲ୍ଲା ସ୍ତରୀୟ ଜନଶଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ!-->…
ବଟେଶ୍ୱର ଶିବ ମନ୍ଦିରରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ
ଛତ୍ରପୁର : ଅଖଣ୍ଡ ଆସ୍ଥାର ୧୦୦୦ ବର୍ଷ ଓ ସୋମନାଥ ମନ୍ଦିର ପୁନଃନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମଗ୍ର ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ "ସୋମନାଥ ସ୍ୱାଭିମାନ ପର୍ବ" ପାଳନ କରାଯାଇଛି ।
ଏହି ଅବଲୋକନରେ ଗଞ୍ଜାମ ବ୍ଲକର କଣ୍ଟିଆଗଡ ସ୍ଥିତ!-->!-->!-->…