Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଆୟୋଜିତ
ଚିତ୍ରକୋଣ୍ଡା : ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପେକ୍ଷୀରେ ବିଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ, ଶିଶୁଙ୍କ ମାନସିକ ବିକାଶ, ନୁର୍ତ୍ତନ ଚିନ୍ତାଧାରା କୁ ନେଇ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ!-->…
ପୋଲିସ ଓ ପ୍ରସିକ୍ୟୁସନର ମିଳିତ ବୈଠକ ଓ କର୍ମଶାଳା
ଛତ୍ରପୁର : ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ଓ ଅପରାଧିମାନେ ବେଖାତିର ଭାବେ ଖୋଲାରେ ବୁଲିବା ପୋଲିସ ବିଭାଗ ପାଇଁ ଏକ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି କଥାକୁ ଧ୍ୟାନରେ ରଖି ଛତ୍ରପୁର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସ୍ଥିର କରିଥିଲେ, ପୋଲିସ ଓ ପ୍ରସିକ୍ୟୁସନର!-->…
ମାନବିକତା ଦେଖାଇଲେ ଏଡସ ବିଭାଗ ସୁପରଭାଇଜର ଦେବାଶିଷ
ଫୁଲବାଣୀ : ବରିଷ୍ଠ ନାଗରିକଙ୍କୁ ଏଟିଏମ କାର୍ଡ ଫେରାଇ ମାନବିକତା ଦେଖାଇଲେ ଦେବାଶିଷ ମିଶ୍ର l ଆଜି ଫୁଲବାଣୀ ସ୍ଥିତ ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏ ଟି ଏମ୍ କାଉଣ୍ଟରରେ ଜଣେ ବରିଷ୍ଠ ନାଗରିକ ଶତୃଘନ ଦାଶ ବୟସ (70) ରୁ ଉର୍ଦ୍ଧ୍ବ ଏ ଟି ଏମ କାଉଣ୍ଟରରୁ ଟଙ୍କା ଉଠାଇ ତାଙ୍କର ଏ ଟି ଏମ!-->…
ବିଷ ପିଇ ଆତ୍ମହତ୍ୟା କଲେ ନବବଧୂ, ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ…
ବ୍ରହ୍ମପୁର : ଗଞ୍ଜାମ ତିନିମାସ ତଳେ ବିବାହ କରିଥିବା ଜୁଇରେ ଜଳିଲେ ନବବଧୂ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ l ତିନିମାସ ତଳେ ବିବାହ କରିଥିବା ବୋହୂ ଭାରସ୍ୟାମ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁ ଘର କହୁଥିବା!-->…
ଉତ୍କଳ ଆଲୁମିନାରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମରେ ବିଶାଳ ବୃକ୍ଷରୋପଣ
କାଶିପୁର : ପରିବେଶ ଓ ଦୀର୍ଘସ୍ଥାୟିତ୍ବ ଦିଗରେ ଏହାର ନିରନ୍ତର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାର୍ଶ୍ବକ ଗ୍ରାମସମୂହ ଏବଂ ଆର୍ଆଣ୍ଡଆର୍ (ପୁନର୍ବସତି ଓ!-->…
ଚାଷୀଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ ନିମନ୍ତେ ଜିଲ୍ଲା କିଷାନ୍ କଂଗ୍ରେସ୍ ପକ୍ଷରୁ ବିକ୍ଷୋଭ ଏବଂ ଜିଲ୍ଲାପାଳଙ୍କ…
ଛତ୍ରପୁର : ଚଳିତ ଖରିଫ୍ ଚାଷର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗଂଜାମ ଜିଲ୍ଲା କିଷାନ୍ କଂଗ୍ରେସ୍ କମିଟି ପକ୍ଷରୁ ଗଂଜାମଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଚାଷୀମାନଙ୍କୁ ଆବଶ୍ୟକ!-->…
ପିଏନୟୁଏ କଲେଜ ପରିସରରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୯ ତମ ଜୟନ୍ତୀ ପାଳିତ
ଛତ୍ରପୁର : ସ୍ଥାନୀୟ ପଣ୍ଡିୟ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସୁସାହିତ୍ୟିକ, ରାଷ୍ଟ୍ରନୀତିଜ୍ଞ ତଥା ଓଡିଶା ବିଧାନସଭାର ପୂର୍ବତନ ବାଚଷ୍ପତି ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୯ ତମ ଜୟନ୍ତି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।!-->…
ଶିକ୍ଷକ ମାନଙ୍କ ଦାବୀ ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ଛତ୍ରପୁର : ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ସମେତ ବିଭିନ୍ନ ଦାବୀ ନେଇ ଶନିବାର ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବୀ ପତ୍ର ଓଡିଶାର!-->…
ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେଲେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ଠାରେ ଫିରିଙ୍ଗିଆ ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରିଛନ୍ତି। ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍ଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍ ଅନୁରାଧାଙ୍କୁ ଲୋକେ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏହାପରେ ଥାନା!-->…
ଛାତ୍ର ଓ ସମାଜ କଲ୍ୟାଣ ଫାଉଣ୍ଡେସନ ଦ୍ବାରା ବୃକ୍ଷରୋପଣ କାର୍ଯ୍ଯକ୍ରମ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ର ଓ ସମାଜ କଲ୍ୟାଣ ଫାଉଣ୍ଡେସନ ଦ୍ବାରା ବୃକ୍ଷରୋପଣ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କାଙ୍କ ସହଯୋଗରେ ବୃକ୍ଷରୋପଣ!-->!-->!-->…