Browsing Category

ଆଞ୍ଚଳିକ

ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ

ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ଋଣ ମେଳା : ୧୦୫ ଜଣ ଉଠା ଦୋକାନୀଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ

ସୁନ୍ଦରଗଡ /ରାଉରକେଲା (୨୯/୦୭) : ପ୍ରଧାନମନ୍ତ୍ରୀ ଷ୍ଟ୍ରୀଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ୍ ସ୍ଵନିଧି) ଯୋଜନା ଅଧୀନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଷ୍ଟ୍ରୀଟ ଭେଣ୍ଡର ମାନଙ୍କ ନିମନ୍ତେ ଏକ ଋଣ ମେଳା ଶନିବାର ଉଦିତନଗର ସ୍ଥିତ ମହାନଗର

ଅବ୍ୟବସ୍ଥା ଘେରରେ କପାତୁଟି ନୂତନ ଉନ୍ନତ ଉଚ୍ଚ ବିଦ୍ୟାଳୟ…

ମାଲକାନଗିରି,:ଚିତ୍ରକୋଣ୍ଡା ୨୯/୦୭ ସରକାର ତୃଣମୂଳ ସ୍ଥରରୁ ଶିକ୍ଷାର ବିକାଶ ଓ ସାଧନ ପାଇଁ 5ଟି ଅଧୀନରେ ନେଇ ଶିକ୍ଷାର ବିକାଶ କଥା ଚିନ୍ତା କରୁଥିବା ବେଳେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି କିଛି ଶିକ୍ଷକ। ଏହିଭଳି ଏକ ଶିକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା କପାତୁଟି ନୂତନ ଉନ୍ନତ

ବନାନୀ କଳା ସଂଗମ ସମାନ ନାଗରିକ ସଂହିତା ଲାଗୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ…

ଫୁଲବାଣୀ : ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ସମାନ ନାଗରିକ ସଂହିତା ଦେଶରେ ଲାଗୁ ହେବା ଉପରେ ଡ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇ ଦେଶର ଆଇନ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଂଟ୍ରି ଦୌଡ଼…

୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ ବ୍ରହ୍ମପୁର //ଗୋପାଳପୁର : , ୨୯ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ

ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବିତରଣ ଶିବିର

ବ୍ରହ୍ମପୁର :ଭାରତ ସରକାରଙ୍କ କୃତିମ ଅଙ୍କ ନିର୍ମାଣକାରୀ ନିଗମ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ଟାଉନ ହଲ ଠାରେ ରଙ୍ଗେଈଲୁଣ୍ଡା, ଗୋପାଳପୁର, ଓ ବ୍ରହ୍ମପୁର ସଦରର ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ସିବିର ଅନୁଷ୍ଠିତ ହେବ l ଏଥିରେ ମୁଖ୍ୟ ଅତିଥି

ମଣିପୁର ହିଂସା କୁ ନେଇ ମୋଦି – ନବୀନ ମୌନ କାହିଁକି- ମହିଳା କଂଗ୍ରେସ

ବ୍ରହ୍ମପୁର : ଗତ ପ୍ରାୟ ତିନିମାସ ରୁ ଉର୍ଦ୍ଧ୍ବ ସମୟ ଧରି ମଣିପୁର ଜାତିଆଣ ଦଙ୍ଗାରେ ଜଳୁଛି । ଏହି ପରିପ୍ରେକ୍ଷୀରେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନୀଙ୍କୁ ରାସ୍ତାରେ ଉଲଗ୍ନ କରି ଚଲେଇବା,ଗଣ ଦୃଷ୍କର୍ମ କରିବା ଓ ହତ୍ୟା କରିବା ଘଟଣା କୁ ନେଇ ସାରା ଦେଶକୁ ସ୍ତବ୍ଧ କରିଛି । ଏପରିକି

ବିଷାକ୍ତ ସର୍ପ କାମୁଡାରେ ତିନି ବର୍ଷର ଶିଶୁ ମୃତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ଥାନା ପକାରୀ ପଞ୍ଚାୟତର ଝିରିପଡ଼ା ଗ୍ରାମରେ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ରାମ କହଁରଙ୍କ ପୁଅ ରୋହନ କହଁର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପରିବାର ସହିତ ଘରେ

ରଜକ ଯାଦବ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ (୨୮।୭) : ଗଞ୍ଜାମ ଜିଲ୍ଲା ରଜକ ସମାଜ ପକ୍ଷରୁ ପରିବେଶ ସନ୍ତୁଳନ ଓ ଓକ୍ସିଜେନ ପହଚାଂଇବା ଲକ୍ଷରେ ଶୁକ୍ରବାର ହିଞ୍ଜିଳିକାଟୁ ନିକଟ ଖଣ୍ଡରା ଛକ ଠାରୁ ମାଁ ଶ୍ୟାମଳାଇ ମନ୍ଦିର ଏନ ହେବ ୫୯ ଦୁଇ କଡରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଅଂଳା, ଵାହାଡା, ବେଲ,

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ଜାତୀୟ କୃମି ନାଶକ ଦିବସର ଟାସ୍କ ଫୋର୍ସ