Browsing Category

ଆଞ୍ଚଳିକ

ବାଂଜାମହା-ସଲାଗୁଡ଼ି ରାସ୍ତା ପାଲଟିଛି ମରଣଯନ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨୧/୭, ଆଜି ବି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ । ଯାହାରି ଫଳରେ ଅନେକ ସମୟରେ ଯାତାୟାତରେ ବାଧା ସୃଷ୍ଟି ହେଉଛି । କେତେବେଳେ ରାସ୍ତାରେ ବଡ଼ ବଡ ପଥର ବାହାରି ରହୁଚି ତ ଆଉ କେତେବେଳେ କାଦୁଅ ହୋଇ ରହୁଚି ।

ମଳ ଉପଚାର କେନ୍ଦ୍ରର ସୁପରିଚାଳନା ନେଇ କର୍ମଶାଳା

ସୁନ୍ଦରଗଡ /ରାଉରକେଲା : ଶୁକ୍ରବାର ସ୍ଥାନୀୟ ହୋଟେଲ ପରିସରରେ ୫-ଟି ଉପକ୍ରମ ଅଧୀନରେ ଏକ କ୍ଳଷ୍ଟର ସ୍ତରୀୟ ଟିମ୍‌ ଗଠନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌରସଂସ୍ଥା ଓ ମଳ ଉପଚାର କେନ୍ଦ୍ର ମଧ୍ୟରେ କିଭଳି ସମନ୍ବୟ ରଖାଯାଇ କେନ୍ଦ୍ରର ସୁପରିଚାଳନା କରାଯିବ ସେ ନେଇ କର୍ମଶାଳାରେ ଆଲୋକପାତ

ଚିକିଟି ତହସିଲଦାରଙ୍କୁ ଫୋନରେ ଧମକ ଦେବା ମହଙ୍ଗା ପଡିଲା , ଯୁବକକୁ ବାନ୍ଧିଲା କେ. ନୂଆଁଗାଁ ଥାନା ପୋଲିସ

ଚିକିଟି : ଚିକିଟି ତହସିଲଦାରଙ୍କୁ ଫୋନରେ ଧମକ ଦେବା ମହଙ୍ଗା ପଡିଲା , ଯୁବକକୁ ବାନ୍ଧିଲା କେ. ନୂଆଁଗାଁ ଥାନା ପୋଲିସ । ଗତ ୧୫ ତାରିଖ ପୂର୍ବାହ୍ନରେ ଚିକିଟି ତହସିଲଦାର, ବିଶ୍ୱରଂଜନ କାନହର, ଆର.ଆଇ ବଳରାମ ପ୍ରଧାନ, ଯାଞ୍ଚରେ ସେମାନେ "Y" ଫର୍ମ ସମୟକୁ ନେଇ ଯାଞ୍ଚ କରିଥିଲେ । ଅନିୟମିତତା

ମାଥିଲି ସାପ୍ତାହିକ ହାଟରେ ଗଛ ପଡି ତିନି ଗୁରୁତର

ମାଲକାନଗିରି ୨୧/୦୭ : ବିଗତ ୫ଦିନରୁ ଉର୍ଦ୍ଧ୍ବ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ପାହାଡ଼ ଧସି ଗାଁକୁ ରାସ୍ତା ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ବନ୍ୟାର ବିଭୀଷିକା ଏହି ସମୟ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି

ଦିଲ୍ଲୀ ସରକାରଙ୍କୁ ଝଟ୍‌କା : କେନ୍ଦ୍ର ଅଧ୍ୟାଦେଶ ରୋକିବା ଲାଗି ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି। ଅଫିସରଙ୍କ ଟ୍ରାନ୍ସଫର ଓ ପୋଷ୍ଟି ଅଧିକାର ଉପରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ରୋକିବା ନିମନ୍ତେ ଦିଲ୍ଲୀ ସରକାର କରିଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ୩ ଜଣିଆ ଖଣ୍ଡପୀଠ ଆଇନ୍‌ ଲାଗୁ ନେଇ 

ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ…

ଦାରିଙ୍ଗବାଡ଼ି :,୨୧/୦୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରାମୁଳି ଗ୍ରାମ ପଞ୍ଚାୟତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ମଙ୍ଗଳ ବାର ୧୮ତାରିଖ ଦିନ ସମୟ ପ୍ରାୟ ସକାଳ ୧୦ ଟା ୩୦ ରେ ଭୁଶୁଡି ପଡ଼ିଥିବା ଖବର ହସ୍ତଗତ

ଅନୁକମ୍ପା ମୂଳକ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଜିଲ୍ଲାପାଳ ଦ୍ୱାରସ୍ଥ ହେଲେ ହିତାଧିକାରୀ…

ମାଲକାନଗିରି : ସରକାର ଙ୍କ ବିଭିନ୍ନ ଯୋଜନାରେ ଜନ ସାଧାରଣ କିପରି ଉପକୃତ ହେବେ ତାହା ପ୍ରଣୟନ କରିଚାଲିଛନ୍ତି ସରକାର।ଏପରିକି ଦୁର୍ବିପାକ ଜନିତ ପରିବାର ର କୌଣସି ସଦସ୍ୟ ଙ୍କ ମୃତ୍ୟୁ ଘଟିଲେ ସରକାର ହିତାଧିକାରୀଙ୍କୁ ବିଭିନ୍ନ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଥାନ୍ତି । କିନ୍ତୁ

ଡ୍ୟୁଟି କରୁଥିବା ସମୟରେ ବିଶାଳକାୟ ଗଛ ପଡି ଏସଏସବି ଯବାନ ଗୁରୁତର ଆହତ

ରାୟପୁର : ଛତିଶଗଡର କାଙ୍କେର ଜିଲ୍ଲାର ତାଡ଼ୋକି ଥାନା ଅନ୍ତର୍ଗତ କୋଷରଣ୍ଡା ଠାରେ ଡ୍ୟୁଟିରେ କରୁଥିବା ସମୟରେ ଜଣେ ଏସଏସବି ଜବାନଙ୍କ ଉପରେ ଏକ ଵିଶାଳକାୟ ଗଛ ପଡି ଗମ୍ଭୀର ରୂପେ ଆହତ ହୋଇଛନ୍ତି l ସୂଚନା ଅନୁଯାଇ କାଙ୍କେର ଜିଲ୍ଲା ତାଡ଼ୋକି ଥାନା ଅନ୍ତର୍ଗତ କୋଷରଣ୍ଡା ନକ୍ସଲ ଅପେରସନ ପାଇଁ

ନାଗରିକ ସଂଘର କର୍ମକର୍ତ୍ତା ଚୟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୁଆଗାଁ ର ସଭାଗୃହ ଠାରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ ହୋଇଛି । ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଫୁଲବାଣୀର ସିନିୟର ସିଟିଜନ ମଞ୍ଚର ସଭାପତି ଏବଂ ସମ୍ପାଦକ ପଦ୍ମ ଚରଣ ସାହୁ ଏବଂ ଆୟୋଜକ ସମ୍ପାଦକ ପ୍ରଶ୍ନ କୁମାର ସାହାଣୀଙ୍କ

ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କିତ ଦ୍ବିତୀୟ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ

ବ୍ରହ୍ମପୁର // ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଚାଲିଛି । ଏହାକୁ ବ୍ୟାପକ କରିବା ନେଇ ଦ୍ବିତୀୟ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗୃହ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ