Browsing Category

ଆଞ୍ଚଳିକ

LLM ପାଠ୍ୟକ୍ରମ ପୁନଃ ଚାଲୁକର ଏବଂ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କର- ଯୁବ ଛାତ୍ର କଂଗ୍ରେସ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ହେଉଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅବସ୍ଥାପିତ ହୋଇଅଛି । ପୂର୍ବତନ ଚିଫ୍ ଜଷ୍ଟିସ ତଥା ଓଡ଼ିଶା ବିଧାନସଭା ର ବାଚସ୍ପତି ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

କେଡିଏମଏଫର ଦ୍ଵି ବାର୍ଷିକ ନିର୍ବାଚନ:ସନ୍ତୋଷ
ସଭାପତି ଆଦିତ୍ୟ ସମ୍ପାଦକ

ଫୁଲବାଣୀ :ପଞ୍ଜୀକୃତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ପୂର୍ବତନ ସଭାପତି ସୁନୀଲ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୂର୍ବତନ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ l ପରେ

ବିଜେଡ଼ି ଜିଲ୍ଲା ଉପସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (୧୯/୦୭) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ବିଜ୍ଞପ୍ତି ଜରିଆରେ ରେ ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ କମିଟି ପ୍ରକାଶ ପରେ

ୟୁ ସି ସି ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୨୧ଦଫା ଦାବୀ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୯/୭ : ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବରଙ୍କୁ ୟୁନିଫୋର୍ମ ସିଭିଲ କୋଡ଼ ପ୍ରଣୟନ ବିରୋଧରେ କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ତହସିଲ କାର୍ଯ୍ୟାଳୟରେ ୨୧ଦଫା ଦାବି

ପ୍ରବୋଧ ରାଉତଙ୍କ ସ୍ମୃତିରେ ଶୋକସଭା

ଫୁଲବାଣୀ : ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ବିଶିଷ୍ଟ ଗାଳ୍ପିକ ଓ କବି ପ୍ରବୋଧ ରାଉତଙ୍କ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେଲା ପରେ କଟକ ସ୍ଥିତ ଏକ ଘରୋଇ ନର୍ସିଂ ହୋମ୍ ରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ଅପରାହ୍ନ ୬.୧୫ ମିନିଟ୍ ସମୟରେ ମୃତ୍ୟୁ ଘଟିଛି । ସେ ଜଣେ ମେଳାପି ଓ

ପି. ବି.ଏଲ୍. ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ : ସ୍ଥାନୀୟ ଆଇଟିଆଇ, ଫୁଲବାଣୀ ଠାରେ ତିନିଦିନ ଧରି ଆୟୋଜିତ ହୋଇଥିବା ପି. ବି.ଏଲ୍ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଛାତ୍ରଛାତ୍ରୀ

ଭାରସାମ୍ୟ ହରାଇ ଓଲଟି ପଡିଥିଲା ଆଲୁମିନା ବୋଝେଇ ଟ୍ରକ ଅଲ୍ପକେ ବର୍ତ୍ତିଗଲେ ଡାଇଭର

ରାୟଗଡା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ତୋଟାଗୁଡା ଛକ ନିକଟରେ ଏକ ବୁଲାଣି ନିକଟରେ ଆଲୁମିନିୟମ ବୋଝେଇ ଟ୍ରକ ଭାରସାମ୍ୟ ହରାଉ ଉଲଟି ପଡାଥିବା ବେଳେ ଅଲ୍ପକେ ବର୍ତିଗଲେ ଡାଇଭ। ଟ୍ରକ୍ ଟି ଉତ୍କଳ ଆଲୁମିନା କମ୍ପାନୀ ଠାରୁ ଆଲୁମିନା ପାଉଡର ଧରି ରାୟଗଡ଼ା ଅଭିମୁଖେ ଯାଉଥିବା ବେଳ।

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ଦିନ ବ୍ରାହ୍ମଣପାଦ ମହିଳା ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବିଡ଼ିଓ

ଅଗ୍ନିକାଣ୍ଡରେ ଜଳିଗଲା ଘର

ଦାରିଙ୍ଗବାଡି,୧୯/୭ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସଲାବାଡ଼ି ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ର ସମୟରେ ପ୍ରଦୀପ ଦିଗାଲଙ୍କ କାଠ ପଟାର ଘରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡ଼ି ଯାଇଥିବା ଖବର ହସ୍ତଗତ ହୋଇଛି। ଘର ପୋଡ଼ିଯିବା ଫଳରେ ଘରେ

ଚିକିଟି ପଞ୍ଚାୟତ ସମିତିର ନୂତନ ସମ୍ମିଳନୀ ଗୃହ ଉଦଘାଟିତ

ଚିକିଟି : ବୁଧବାର ଚିକିଟି ପଞ୍ଚାୟତ ସମିତିର ଅତ୍ୟାଧୁନିକ ନୂତନ ସମ୍ମିଳନୀ ଗୃହର ଶୁଭ ଉଦ୍ଘାଟନ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉଷାଦେବୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ କରି ମନ୍ତ୍ରୀ ମହୋଦୟା ଶୀତତାପ