Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସବିବ ଓ ଉପସଚିବ…
ହିଞ୍ଜିଳିକାଟୁ (୮/୭) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ୍ କ୍ରୀଷ୍ଣା ଓ ମୁଖ୍ୟମନ୍ତ୍ରୀ ଙ୍କ ଉପ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଶନିବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଞିଳିକାଟୁ ବ୍ଳକ ଓ ପୌରାଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ!-->…
ମ୍ୟାଜିକ ପେନର କମାଲ : ଆର ଫର୍ମ ବିନା ଚାଲିଛି ପଥର ଓ ବାଲି ବ୍ୟବସାୟ
ବ୍ରହ୍ମପୁର (୮/୭) : ଆସ୍କା ରାଜସ୍ୱ ବିଭଗ ଅଧିନରେ ଥିବା ଅଧିକାଂଶ ପାହାଡ ଓ ନଦୀ ଘାଟ ଗୁଡିକ ରୁ ଦିନ ଦ୍ୱିପ୍ରହରେ ଖୁଲାମ ଖୁଲା ବିନା ଆର ଫର୍ମ ରେ ପଥର ଓ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ରାଜସ୍ୱ ବିଭଗ ଅଧିକାରୀ ମହାଶୟ ହାତଗଣତି କେତେକ ପାହାଡ ଓ ବାଲିଗୁତା ଲିଜ ଦେଇ ଚୁପ ହୋଇ!-->…
ଗୋବରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବେଲଗୁଣ୍ଠା (୭/୭) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଗୋବରା ଶାଖା ତରଫରୁ ବନ ମହୋତ୍ସବ ପାଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ!-->…
ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ
ହିଞ୍ଜିଳିକାଟୁ (୭।୭) : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ସପ୍ତମ ପଞ୍ଚାୟତ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବହୁ ଜନ ପ୍ରତିନିଧି ବିଭିନ୍ନ ଅସୁବିଧା ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହିଞ୍ଜିଳିକାଟୁ!-->…
ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ, ଜାତୀୟ ସେବା ଆୟୋଜନ (NSS)ର ଦାୟିତ୍ବ ନିର୍ବାହ କରୁଥିବା ନୃତତ୍ତ୍ୱ ବିଭାଗର ଅଧ୍ୟାପିକା!-->…
ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
୪୫୬ ଅଭିଯୋଗର ଶୁଣାଣୀ...
ମାଲକାନଗିରି : ଜାତୀୟ ଶିଶୁ ସୁରକ୍ଷା ଆୟୋଗ, ନୂଆଦିଲ୍ଲୀରୁ ଏକ ପ୍ରତିନିଧି ଦଳ ଦୁଇ ଦିନିଆ ମାଲକାନଗିରି ଗସ୍ତ କରିଛନ୍ତି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ବିଶାଲ ସିଂ ଙ୍କ ନିର୍ଦ୍ଦେଶରେ ଖଇରପୁଟ ସରକାରୀ!-->!-->!-->…
୫ ଦିନ ହେଵ ପାଟଣାସାହିକୁ ଆସୁନି ପାଣି
ହିଞ୍ଜିଳିକାଟୁ (୭।୭) : ହିଞ୍ଜିଳିକାଟୁ ପାଟଣା ସାହି ରେ ଦୀର୍ଘ ୪ ମାସ ହେଵ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ସାହିର ପଛ ପାଖରେ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଓ ଵରାହୀ ପାହାଡ ଉପରେ ପାଣି ଟାଙ୍କି ବସିଛି। କିନ୍ତୁ ୫ ଦିନ ହେବ ପୌରପାଳିକା ୱାର୍ଡ଼ ନଂ ୫ ଓ ୬!-->…
ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ କାନ୍ଥ ଫାଟି ଆଁ କଲାଣି କଲ୍ୟାଣ ମଣ୍ଡପ
ହିଞ୍ଜିଳିକାଟୁ ୭।୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ କେଉଟ ସାହିରେ ମିନି କଲ୍ୟାଣ ମଣ୍ଡପ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। କଲ୍ୟାଣ ମଣ୍ଡପ ତିଆରି ହେବାର ଦୁଇ ମାସେ ନ ପୁରୁଣୁ ତାହା କେଉଁଠି କାନ୍ଥ ଫାଟି ଆଁ କଲାଣି ଓ ଫେବର ଟାଇଲ ଭାଙ୍ଗି ରୁଜି ଗଲାଣି।!-->…
କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
କନ୍ଧମାଳ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଶୁଭlରମ୍ଭ କରିଛନ୍ତି l ଶୁକ୍ରବାର ଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଡିଜିଟାଲ୍ ସାକ୍ଷରତା ଅଭିଯାନ ଅଧିନରେ ୨୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ…
-ହିତାଧିକାରୀଙ୍କ ପାଇଁ ଡିଜିଟାଲ୍ ଶିକ୍ଷାରେ ଉନ୍ନତି ଆଣିବା ଲକ୍ଷ୍ୟ
ଭୁବନେଶ୍ୱର/ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଡିଜିଟାଲ୍!-->!-->!-->…