Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛାତ୍ରୀଙ୍କ କୃତିତ୍ୱ : ୧୦ ମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଲେ ଜହ୍ନବୀ
ବ୍ରହ୍ମପୁର : କୃତୀ ଛାତ୍ରୀ ଜାହ୍ନବୀ ରାଣୀ ରଖିଲେ ଟେକ ରାଧାକୃଷ୍ଣ ବିଦ୍ୟା ମନ୍ଦିର ବେଣାପାଟର ବଣ ମଲ୍ଲୀ ବଣରେ ଫୁଟି ବଣ ସାରା ମହକାଇ ଦିଏ। ତାହାର ମହକର ଗନ୍ଧ ଏହି ଚାକଚକ୍ୟ ଦୁନିଆ କାଣିଚାଏ ବି ବାରି ପାରେ ନାହିଁ। ରହିଯାଏ ସେହି ଅନ୍ଧାରି ମୂଲକରେ। କିନ୍ତୁ ଆଜି ପ୍ରତିକୂଳ ତଥା!-->…
ବିଶିଷ୍ଟ ଶିକ୍ଷାବିତ୍ ବନମାଳୀ ଆଚାର୍ଯ୍ୟଙ୍କ ପରଲୋକ
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ବିଶିଷ୍ଠ ଶିକ୍ଷାବିତ୍ ତଥା ବହୁପୁରାତନ ଭକ୍ତ ଚରଣ କ୍ଳବ ର ଉପଦେଷ୍ଟା ବନମାଳୀ ଆଚାର୍ଯ୍ୟଙ୍କ ୮୬(ବର୍ଷ) ବୟସରେ ବୁଧବାର ଦିନ ନିଜ ବାସଭବନରେ ବିୟୋଗ ହୋଇଯାଇଅଛି । ସ୍ବର୍ଗତ ବନମାଳୀ ଆଚାର୍ଯ୍ୟ ହୃଦ୍!-->…
ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା : ୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥିକ ସହାୟତା
ଭୁବନେଶ୍ୱର : ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ!-->…
ନୟାଗଡ଼ ରେଳଷ୍ଟେସନରେ ଦୁଇଦିନ ହେଲା ନାହିଁ ଲିଙ୍କ : ଯାତ୍ରୀ ହନ୍ତସନ୍ତ
ନୟାଗଡ଼: ନୟାଗଡ଼ ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନରେ ଦୁଇ ଦିନ ଧରି ଲିଙ୍କ ନଥିବାରୁ ଯାତ୍ରୀ ମାନେ ଦୂର ସ୍ଥାନକୁ ଯିବାପାଇଁ ନାନା ହନ୍ତସନ୍ତ ହେଉଛନ୍ତି । ଯାତ୍ରୀମାନେ ଟିକେଟ କାଟିବା, ଟ୍ରେନର ଗତିବିଧି ବିଷୟରେ ଜାଣିବା ପାଇଁ ଦୁଇଦିନ ହେବ ହଇରାଣ ହେଉଛନ୍ତି । ୦୬.୦୫.୨୬ ( ବୁଧବାର) ଠାରୁ!-->…
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦେଓଗାଁ ଗ୍ରାମବାସୀଙ୍କ ଅହୋରାତ୍ର ଧାରଣା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଙ୍ଗଣୀପାଟଣା ଠାରୁ ସୁନାମୁହିଁ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତା ଦେଓଗାଁ ଠାରୁ ଦୀର୍ଘ ୨୪ ବର୍ଷ ଧରି ଅଟକି ରହିଛି।ବାରମ୍ବାର ରାସ୍ତା ପାଇଁ ଜାଗା ଚିହ୍ନଟ କରି ଓଡ଼ଗାଁ ତହସିଲଦାର ନୟାଗଡ଼ ପୂର୍ତ୍ତବିଭାଗଙ୍କ ପାଖକୁ ରାସ୍ତା ନିର୍ମାଣ!-->…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟି ବୈଠକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ!-->…
ମେ ୯ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ ଏବଂ ସ୍ୱତନ୍ତ୍ର ଶିବିର
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୯ ତାରିଖରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ!-->…
ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନବରଙ୍ଗପୁର ଜିଲ୍ଲା…
ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନନବରଙ୍ଗପୁର : ଆଜି ମାନ୍ୟବର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଲମ୍ତାଗୁଡ଼ା ଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ!-->…
ମାନବିକତା ଦେଖାଇଲେ ରାଇଘର ବ୍ଲକ ଅଧ୍ୟକ୍ଷା : ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ତୁରନ୍ତ ଉଦ୍ଧାର କରି ପଠାଇଲେ…
ଉମରକୋଟ/ରାଇଘର (୬/୫): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ତାଙ୍କର ଦୁଇ କୁନି ଝିଅ ଅଳ୍ପକେ ରକ୍ଷା ପାଇଛନ୍ତି। ଏହି ସଙ୍କଟ ସମୟରେ ରାଇଘର ବ୍ଲକ ଅଧ୍ୟକ୍ଷା ଦିନେଶ୍ବରୀ ଗଣ୍ଡ ମାନବିକତା!-->…
ନୟାଗଡ଼ ଜିଲ୍ଲାପାଳଙ୍କ ମହାନୀୟତା
ନୟାଗଡ: ବାସ୍ତବତାର ପ୍ରତୀକ ଏ ଫଟୋ କହୁଛି ଅନେକ କଥା… ସବୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯେ ଅହଙ୍କାରୀ ଆଉ ନିଜ ପଦ ମର୍ଯ୍ୟାଦାକୁ ନେଇ କେବଳ ମଉଜ ମଜଲିସରେ ମାତନ୍ତି ତା ନୁହେଁ… ଯେଉଁ କେତେଜଣ ମହା ମାନବିକ ମୂଲ୍ୟବୋଧରେ ଅଭିମନ୍ତ୍ରୀତ ହୋଇ ଜନ ସେବାକୁ କେବଳ ନିଜ ଜୀବନର ବ୍ରତ କରି ବାଟ!-->…