Browsing Category

ଆଞ୍ଚଳିକ

ତହସିଲଦାର ଡ଼ଃ ଅଶୋକ କୁମାର ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଦାରିଙ୍ଗବାଡ଼ି , ୫/୭ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲଦାର ଡ଼ଃ ଅଶୋକ କୁମାର ଦାସ ରାଜସ୍ୱ ପର୍ଷଦ, କଟକ କୋର୍ଟ ଅଫିସର ଭାବେ ବଦଳି ହୋଇଛନ୍ତି । ଏହି ଅବସରରେ ଡ଼ଃ ଶ୍ରୀ ଦାସଙ୍କୁ ତହସିଲ ଅଫିସ କର୍ମଚାରୀଙ୍କ ସମେତ ପାରମ୍ପରିକ ଲୋକ କଳା ସାଂସ୍କୃତିକ ସଂଘ ଗ୍ରୀନବାଡ଼ି ଏବଂ

ହାତିମୁଣ୍ଡା ଗ୍ରାମ ପଂଚାୟତରେ ବିଡ଼ିଓଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୦୫/୦୭ : ରାଜ୍ୟ ସରକାର ଫାଇଭ-ଟି ର ଚତୁର୍ଥ ପର୍ଯ୍ୟାୟରେ ଦାରିଙ୍ଗବାଡ଼ି ବ୍ଲକର ୧୫ ଗୋଟି ଶିକ୍ଷା ଅନୁଷ୍ଠାନର ରୂପାନ୍ତକରଣ ପାଇଁ ଅର୍ଥ ମଞ୍ଜୁର କରିଥିବା ସହିତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଡିଗ୍ରୀ କଲେଜ ଓ ଯୁକ୍ତ ଦୁଇ କଲେଜ,ଦାରିଙ୍ଗବାଡ଼ି ସ୍ଥିତ ଡ଼. ବିଆର

ଯୁବସଂସ୍କାର କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏ.ଏମ.ସି.ଏସ ମହାବିଦ୍ୟାଳୟ ରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଅନ୍ତର୍ଜାତୀୟ ମାଇଣ୍ଡ ଏଜୁକେସନ ସଂଗଠନର ପରିଚାଳକ, ସଂଯୋଜିକା ସୁପ୍ରଭା ପ୍ରଧାନ ଓ ବୌଦ୍ଧିକ ଶିକ୍ଷକ ଶ୍ୱେତଲାଲ ଶିକାଙ୍କ

୧୧ ବାଘ ଶିକାରୀ ଗିରଫ : ବାଘଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା : ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ

ବ୍ରାହ୍ମଣୀଗାଁ ଫାଇଭ-ଟି ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ଶହେ ଛାତ୍ରୀ ରହୁଥିବା ଛାତ୍ରୀନିବାସରେ ଉତ୍କଟ ପାନୀୟ ଜଳ…

ଦାରିଙ୍ଗବାଡ଼ି, ୦୫/୦୭ : ରାଜ୍ୟ ସରକାର ଫାଇଭ- ଟି ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତ କରଣ କରି ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା କରିବା ସହିତ ଆବଶକୀୟ ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ହେଲେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ

ପାଣି ପାଇଁ ହଟହଟା ରାସ୍ତା ଉପରେ ବସିଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତର ଝରିସାହି ଓ ହରିଜନ ସାହିରେ ୧୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ପିଇବା ପାଣିପାଇଁ କୌଣସି ସୁବିଧା ନାହିଁ ଦୀର୍ଘଦିନ ହେଲାଗାଁକୁ ପାଇପ ବିଛା ଯାଇଛି, ଅଥଚ ପାଣିର ଦେଖା ନାହିଁ। ଏପଟେ ବର୍ଷା ଅଭାବରୁ କୂଅ ବି

ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ବାସ୍ଥ୍ୟ କେନ୍ଦ୍ର…

ଦାରିଙ୍ଗବାଡି,୫/୭, ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର । ଛାତର ସିମେଣ୍ଟ ଅତଡ଼ା ଖସି ଗଲାଣି । ଲୁହା ରୋଡ଼ ବାହାରି ପଡ଼ିବା ସହ କାନ୍ଥରେ ବଡ ବଡ ଫାଟ ଦେଖା ଗଲାଣି । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉପସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି କିଛି ଏଭଳୀ ଦୃଶ୍ୟ ।

ସ୍ୱାସ୍ଥ୍ୟ କେନ୍ଦ୍ର ରଙ୍ଗ ଦିଆ କାମରେ ଶିଶୁ ଶ୍ରମିକ: ପ୍ରଶାସନ ନିରବ ଦ୍ରଷ୍ଟା…

ଦାରିଙ୍ଗବାଡି,୫/୭(ନିପ୍ର): ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିକରଣ କରିବା ପାଇଁ ୫ଟି ପକ୍ଷରୁ ୨ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ ଉକ୍ତ କାମ କୁ କରିଛନ୍ତି ଶିଶୁ ଶ୍ରମିକ । ମେଡ଼ିକାଲରେ ପୁଟି ମରା କାର୍ଯ୍ୟ ଚାଲିଥିବା ବେଳେ ଶିଶୁ ଶ୍ରମିକ

ମୋ ଘର ଓ ଆବାସ ନିର୍ମାଣ କାର୍ଯ୍ୟ ନିମନ୍ତେ ସଚେତନତା ଶିବିର

ନନ୍ଦାହାଣ୍ଡି : ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ 'ମୋ ଘର' ଓ 'ଆବାସ ନିର୍ମାଣ କାର୍ଯ୍ୟ’ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି। ଏବଂ ସରୁଗୁଡା ଗ୍ରାମ ରେ ଆବାସ ଯୋଜନା ଘର ଭୂମିପୂଜନ କାର୍ଯ୍ୟକ୍ରମରେ

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ଶ୍ରେଷ୍ଠ ଲେଖକ ପୁରସ୍କାର

ଫୁଲବାଣୀ :କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହା ସଙ୍ଘ ତରଫରୁ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି l ଭୁବନେଶ୍ୱର ର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ