Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶତାଧିକ ଗ୍ରାମବାସୀ ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟର ଗେଟ୍ ରେ ତାଲାପକାଇ ବିକ୍ଷୋଭ କଲେ
କୁଆଁରମୁଣ୍ଡା : କୁଆଁରମୁଣ୍ଡା ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ କୁ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଆସି ଗେଟ୍ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଘଟଣାଟି ଏପରି ଯେ, ଗତ ୧୫ଦିନ ହେବ ନାଇକିନ୍ ବାହାଲ, ପୁଟ୍ଖଖମନ, କାଲୋଶିହରିଆ ତଥା ଆଖପାଖ ଅଞ୍ଚଳରେ!-->…
ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ରାଉରକେଲା (୧/୭) : ଆଜି ସକାଳ ସମୟ ରେ ରାଉରକେଲାର ରିଂଗ ରୋଡ କଡରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି । ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ମୃତ ଦେହ ପଡିଥିବାର ଦେଖି ସ୍ଥାନିୟ ପୋଲିସ ଥାନାକୁ ଖବର ଦେଇ ଥିଲେ । ପୋଲିସ ମୃତକ ପଡିଥିବା ସ୍ଥାନ ରେ!-->…
ଟିପିଏସ୍ଓଡିଏଲକୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ ସମ୍ମାନ
ଲଗାତାର ଭାବେ ତୃତୀୟ ଥର ପାଇଁ ବିଦ୍ୟୁତ ସୁରକ୍ଷା ପୁରସ୍କାର ଗ୍ରହଣ
ବ୍ରହ୍ମପୁର, (୧/୭) : ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍!-->!-->!-->…
ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା
ମାଲକାନଗିରି, (୦୧/୦୭/) : ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରିଙ୍କ!-->!-->!-->…
ଦୁଇଟି କୋଠରୀକୁ ଦୁଇଟି ଶିକ୍ଷକରେ ଚାଲିଛି ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ : ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ
ବାଲିଗୁଡା : "ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ " ସରକାର ଏହି ସ୍ଲୋଗାନ ଦେଇ ସମସ୍ତେ ଯେଭଳି ପାଠ ମୁହାଁ ହେବେ ସେଥି ପ୍ରତି ଯତ୍ନବାନ ହୋଇ ପଢିବା ନିମନ୍ତେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସହିତ ଭିଭିଭୂମି ସଜାଡୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା!-->…
ସମିତି ସଭ୍ୟାସଭ୍ୟ ମହାସଙ୍ଘର ଜିଲାସ୍ତରୀୟ ବୈଠକ
ବାଲିଗୁଡା : କନ୍ଧମାଳ ଜିଲା ୧୨ଟି ବ୍ଲକର ପଞ୍ଚାୟତ ସମିତିର ସମିତି ସଭ୍ୟାସଭ୍ୟ ମହାସଙ୍ଘ ପକ୍ଷରୁ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ଜିଲାସଭାପତି ବୈଦ୍ୟନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ!-->…
ଗ୍ୟାଙ୍ଗଷ୍ଟର କବଳରୁ ମୁକ୍ତ କରିଥିବା ଜମିରେ ଫ୍ଲାଟ ତିଆରି କରି ୭୬ ଜଣଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମଦ ଦଖଲରେ ରଖିଥିବା ଜମିରେ ବୁଲଜର ଚଲାଇ ଏହାକୁ ଅକ୍ତିଆରକୁ ନେଇଥିବା ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ୭୬ ଜଣ ଗରିବ ଲୋକଙ୍କୁ ଆଜି ଏହାର ଚାବି ପ୍ରଦାନ କରିଛନ୍ତି।!-->…
ସବରେଜିଷ୍ଟାର କାର୍ଯ୍ୟାଳୟ ଆଗରେ ପଡି ବୃଦ୍ଧ ମୃତ
ହିଞ୍ଜିଳିକାଟୁ (୩୦।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ରାସ୍ତା ବଇଂଚବଣିଆ ଛକ ସବରେଜିଷ୍ଟାର କାର୍ଯ୍ୟାଳୟ ଆଗରେ ରାତି ପ୍ରାୟ ଆଠଟା ବେଳେ ଜୈନିକ ଵୃଦ୍ଧ ମଦ ପିଇ ଯାଉଥିବା ବେଳେ ରୋଡ ଉପରେ ପଡି ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣାଯାଇଛି | ମୃତକ ଜଣକ ହେଲେ ହିଞିଳିକାଟୁ!-->…
ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀ ବିଜେଡି ଗୋଷ୍ଠୀକନ୍ଦଳର ଫାଇଦା ନେବ କି ‘ପ୍ରଦୀପ ସେନା’ ?
ହିଞ୍ଜିଳିକାଟୁ (୩୦।୬) : ହିଞ୍ଜିଳି ରେ ଶୁକ୍ରବାର ଜୈନିକ ଵ୍ୟକ୍ତି ଙ୍କ ବିବାହ ଉତ୍ସବ ରେ ଯୋଗଦେବା ପରେ ହିଞ୍ଜିଳି ରାଜନୀତିରେ ନୂଆ ସମୀକରଣ ହେବ ବୋଲି ଆଲୋଚନା ଯୋର ଧରିଛି । ଶୁକ୍ରବାର ନିଜ ସମର୍ଥକଙ୍କ ସହ ଏକ ଵିଭାହ ଉତ୍ସବ ରେ ଯୋଗଦେବା ପରେ ହିଞ୍ଜିଳି ଆଦିଷ୍ଟାତା ଦେବି ମାଁ କନକ!-->…
ତାଲାବନ୍ଦ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କଲା ବ୍ରହ୍ମପୁର ପୁଲିସ
ବ୍ରହ୍ମପୁର : ବ୍ରହ୍ମପୁର ସହର ସମେତ ଉପକଣ୍ଠରୁ ଗତ କିଛି ମାସ ଭିତରେ ଏକାଧିକ ତାଲା ବନ୍ଦ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ଏହି ମାମଲାରେ ଗୋପାଳପୁର ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ୨୩୦ ଗ୍ରାମ ସୁନାଯାହାର ଅନୁମାନିକ!-->…