Browsing Category

ଧର୍ମ ସଂସ୍କୃତି

୨୩ରୁ ୫ ଦିନ ଧରି ଚାଲିବ ହରିରାଜପୁର ମେଳଣ

ଜଟଣୀ : ପାଖେଇ ଆସୁଛି ପ୍ରସିଦ୍ଧ ହରିରାଜପୁର ମେଳଣ । ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଂଚୁଦୋଳ ମେଳଣ ୨୩ ତାରିଖରୁ ଆରମ୍ଭ ହେବ । ଏଥର ୫ ଦିନ ଧରି ଏହା ଆୟୋଜିତ ହେବ ମେଳ । ପୂର୍ବରୁ ଏହା ୪ ଦିନ ଧରି ପାଳନ ହେଉଥିଲା । ଖବର ଅନୁଯାଯୀ, ୨୩ ତାରିଖ

ଏଣିକି ରବିବାରରେ ବି ଜଗାଦର୍ଶନ: ହଟିଲା କଟକଣା

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଏଥର ରବିବାର ମଧ୍ୟ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଆସନ୍ତା ମାର୍ଚ୍ଚ ୨୧ ତାରିଖଠାରୁ ଏହି ନିୟମ ଲାଗୁ ହେବ। ଏନେଇ ଶନିବାର ଛତିଶା ନିଯୋଗ ବୈଠକରେ

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: ସ୍ପଷ୍ଟୀକରଣ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟାକାରୀ କରିବାକୁ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ଦାଖଲ କଲେ ରାଜ୍ୟ ସରକାର । ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ

ବ୍ରାହ୍ମଣୀଗାଁରେ ଚୈତ୍ର ନୂଆଁଖାଇ ପର୍ବ ପାଳନ…

ଦାରିଙ୍ଗବାଡି :, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଓଡ଼ିଆ ସାହିରେ ଗତକାଲି କଣ୍ଟାପୀଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଏହା ଦୁଇ ବର୍ଷ କାଳ ବନ୍ଦ ରହିଥିଲା । ଗ୍ରାମ ଦେବତୀଙ୍କ ମନ୍ଦିରରୁ ମୁଖ୍ୟ ପୁରୋହିତ ନରେଶ ପାତ୍ର ପୂଜାର୍ଚ୍ଚନା କରି ଚୈତ୍ର ନୂଆଁଖାଇ ପର୍ବର

ମହାନଦୀ ଗର୍ଭରେ ଦୃଶ୍ୟମାନ ହେଲା ଗୋପିନାଥ ମନ୍ଦିର

ଭାପୁର: ମହାନଦୀର ଅଥଳ ଗର୍ଭରେ ବୁଡ଼ି ଯାଇଥିବା ଗୋପିନାଥ ଦେବଙ୍କ ମନ୍ଦିର ଦଧିନଉତି ଏବେ ଦୃଶ୍ୟମାନ ହେଉଛି। ଯାହାକୁ ଦେଖିବା ପାଇଁ ଏବେ ବହୁ ଲୋକଙ୍କ ସମାଗମ ହେଉଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀର ଗଭୀର ଜଳରାଶିରେ।

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ, ଆଜି ପୁଣି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସାନ୍ନ ହୋଇଛି । ଏଥିଲାଗି ଆଜି ପୁଣି ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଛି । ଆଜି ସକାଳେ ଶ୍ରୀମନ୍ଦିରର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିବା ପରେ ମହାପ୍ରଭୁଙ୍କ ରୀତିନୀତି ବିଳମ୍ବ ହୋଇଥିଲା। ରୀତିନୀତି ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିବା

ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତଛିଟା

ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା। ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ସୂଚନା ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା

ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୀ: ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରର ମଧ୍ୟ ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ଘଟଗାଁ ତାରିଣୀ ପୀଠରୁ ହଟିଲା ସମସ୍ତ କରୋନା କଟକଣା, ସାଧାରଣ ଦର୍ଶନ ସ୍ୱାଭାବିକ୍

କେନ୍ଦୁଝର: କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ପ୍ରାୟ ସବୁ ଧର୍ମାନୁଷ୍ଠାନରେ କରୋନା କଟକଣା ଲାଗୁ କରାଯାଇଥିବା ବେଳେ କରୋନା ର ପିକ୍ ସମୟ ଅତିକ୍ରମ କରିବା ପରେ କଟକଣା ମଧ୍ୟ ଧିରେ ଧିରେ ହ୍ରାସ ପାଇଛି । ତେବେ ଆଜି ଘଟଗାଁ ତାରିଣୀ ପୀଠରେ ଲାଗୁ ଥିବା ସମସ୍ତ ପ୍ରକାର କରୋନା କଟକଣାକୁ

ମା’ ତାରିଣୀଙ୍କ ମନ୍ଦିରରେ କରୋନା କଟକଣା କୋହଳ, କାଲିଠାରୁ ଦର୍ଶନ

ଘଟଗାଁ : ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କରୋନା କଟକଣା । କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ