Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ପୁଣି ବଦଳିଲା ଜେନ-ଜିଙ୍କ ସ୍ବର, ସୁଶୀଳା କାର୍କିଙ୍କ ବିରୋଧରେ ଆରମ୍ଭ ହେଲାଣି ଅସନ୍ତୋଷ
କାଠମାଣ୍ଡୁ : ନେପାଳରେ ଜେନ-ଜିଙ୍କ ବିକ୍ଷୋଭ ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜି ବିରୋଧ କରୁଛନ୍ତି । ନୂଆ!-->…
ସୁଶୀଳାଙ୍କ କ୍ୟାବିନେଟରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ
କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ସୁଶୀଳା ନିଜ କ୍ୟାବିନେଟରେ ୩ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଏହି ୩ ଜଣ!-->…
ଭାରତ ପରେ ଚୀନ ପଛରେ ପଡ଼ିଲେ ଟ୍ରମ୍ପ: ୧୦୦% ଶୁଳ୍କ ବୃଦ୍ଧି ଧମକ ପରେ ଚୀନ ଦେଲା ଜବାବ
ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ବୃଦ୍ଧି କରି ସଫଳ ନ ହେବାରୁ ଏବେ ଚୀନ ପଛରେ ପଡ଼ିଯାଇଛନ୍ତି। ଚୀନ ଉପରେ ୧୦୦% ଟାରିଫ ଲାଗୁ କରିବାକୁ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ କହିଛନ୍ତି, ଯାହାର ଜବାବ ଦେଇଛି ଚୀନ।
ଚୀନ ବୈଦେଶିକ!-->!-->!-->…
ଖାଇବର ପଖତୁନଖ୍ୱାରେ TTP ଆକ୍ରମଣ, ୧୨ ପାକିସ୍ତାନୀ ସୈନିକ ମୃତ
ପେଶାୱାର: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ତେହେରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ହୋଇଥିବା ଆକ୍ରମଣରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନୀ ସେନା ନିଜେ ଏହି ସୂଚନା ଦେଇଛି । ପାକିସ୍ତାନ ସେନା କହିଛି ଯେ ଗତ ଚାରି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଖାଇବର!-->…
ଫିଲ୍ମ ଦେଖିବା ପାଇଁ ଉତ୍ତର କୋରିଆବାସୀଙ୍କୁ ମିଳୁଛି ଭୟଙ୍କର ଦଣ୍ଡ
ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ସାଉଥ୍ କୋରିଆନ୍ ଡ୍ରାମା (କେ-ଡ୍ରାମା) ସେୟାର କରୁଥିବାରୁ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି । ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ରର ମାନବଧିକାରୀଙ୍କୁ ଦାବି କରିଛନ୍ତି । ବିଦେଶୀ ଟିଭି ଶୋ!-->…
ସୁଧୁରିବନି ପାକିସ୍ତାନ, ବନ୍ୟା ସହାୟତା ନାଁରେ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି
ସୁଧୁରିବନି ପାକିସ୍ତାନ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି । ଅପରେସନ ସିନ୍ଦୂର ବେଳେ ମୁରିଡକେ ସ୍ଥିତ ଲସ୍କର ହେଡକ୍ବାର୍ଟରକୁ ସଂପୂର୍ଣ୍ଣ ଧ୍ବଂସ କରି ଦେଇଥିଲା ଭାରତ । ମେ ୭ ତାରିଖରେ ଏୟାର ଷ୍ଟ୍ରାଇକ କରି ହେଡକ୍ବାର୍ଟର ବିଲ୍ଡିଂ କୁ ମାଟିରେ ମିଶାଇ ଦେଇଥିଲା ।!-->…
କଙ୍ଗୋରେ ଡଙ୍ଗା ବୁଡ଼ି ୮୬ ମୃତ
କଙ୍ଗୋ: କଙ୍ଗୋରେ ଭୟଙ୍କର ବୋଟ ଟ୍ରାଜେଡି । ଯେଉଁଥିରେ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି ।
ନର୍ଥୱେଷ୍ଟର୍ଣ୍ଣ ଇକ୍ୟୁଏଟର ପ୍ରୋଭିନସରେ ଏହି ଭୟଙ୍କର ବୋଟ!-->!-->!-->…
ନେପାଳରୁ ହଟିଲା କର୍ଫ୍ୟୁ: ଖୋଲିଲା ଦୋକାନ ଓ ମଲ୍
କାଠମାଣ୍ଡୁ : ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଆଜି ରାଜଧାନୀ କାଠମାଣ୍ଡୁରେ ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅନ୍ତରୀଣ ସରକାର ଗଠନ ହେବା ପରେ, ସୁରକ୍ଷା ବାହିନୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । କର୍ଫ୍ୟୁ ହଟାଯିବା ପରେ ଜେନ-ଜି ଦେଶରେ!-->…
ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷ କାରାଦଣ୍ଡ
ବ୍ରାଜିଲ୍: ପୂର୍ବତନ ରାଷ୍ଟ୍ରପତି କାଟିବେ ସଜ୍ଜା । ୨୭ ବର୍ଷ କଟିବ ଜେଲରେ । ଏବେ ଜେଲ ହେଲା ତାଙ୍କ ଠିକଣା । ଦେଶର ପ୍ରଥମ ନାଗରିକ ଯିଏ ଶାସନ ଗାଦିରେ ବସି ଦେଶ କଥା ବୁଝିଥିଲେ । ଅପରାଧ କେସରେ ଜେଲରେ ୨୭ ବର୍ଷ କାଟିବେ ସଜ୍ଜା ।
ଗୁରୁବାର ଦିନ ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ!-->!-->!-->…
ମେକ୍ସିକୋ ସିଟିରେ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୩ ମୃତ, ୭୦ରୁ ଅଧିକ ଆହତ
ମେକ୍ସିକୋ : ମେକ୍ସିକୋ ସିଟିରେ ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ମେକ୍ସିକୋ ସିଟିର ମେୟର ଏହି!-->…