Browsing Category

ବିଦେଶ

ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ ଫେରିଥିବା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲ୍ ରେ ରୁଷକୁ ମିଳିଲା ସଫଳତା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ । ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା କରି କହିଛନ୍ତି ପ୍ରୋ

ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ ଟିଭି ରିପୋର୍ଟସ ମୁତାବକ, ଦଳୀୟ ନେତାମାନେ

କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମରେ ବିସ୍ଫୋରଣ : ଜଣେ ମୃତ, ଅନେକ ଆହତ

ପାକିସ୍ତାନ : ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଛି ବଡ଼ ଅଘଟଣ । କ୍ରିକେଟ୍ ମ୍ୟାଚ୍ ଚାଲିଥିଲାବେଳେ ଷ୍ଟାଡିୟମରେ ବିସ୍ଫୋରଣ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଆଇଇଡି ଦ୍ବାରା କରାଯାଇଛି ବୋଲି

ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଉଭୟ ଆଲୋଚନା

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ? କଥାବାର୍ତ୍ତା ଲାଗି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମସ୍କୋ ଆସିବାକୁ ପୁଟିନଙ୍କ ନିମନ୍ତ୍ରଣ

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ ? ଯୁଦ୍ଧରେ ଅନ୍ତ ଘଟାଇବାକୁ ଆଗଭର କି ପୁଟିନ ? ଶାନ୍ତି କଥାବାର୍ତ୍ତା ପାଇଁ ଜେଲେନସ୍କିଙ୍କୁ ରୁଷ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ । ରୁଷ- ୟୁକ୍ରେନ ଯୁଦ୍ଧ ସଂପର୍କରେ ସିଧାସଳଖ କଥାବାର୍ତ୍ତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲେଡିମିର

ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ ! ଲକ୍ଷ ଲକ୍ଷ ଡଲାରର ପ୍ରକଳ୍ପରୁ ଓହରିଲା ‘ଡ୍ରାଗନ୍’

ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ । ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରି ମନେ ହେଉନାହିଁ । ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ବଦଳରେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି ।

ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଡିନର ପାର୍ଟି, ସାମିଲ ହେଲେ ୫ ଭାରତୀୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିରେ ବଡ଼ ବଡ଼ ଟେକ୍ନୋଲୋଜି ଲିଡର୍ସମାନେ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ଯେ, ଆୟୋଜନ ହୋଇଥିବା ଏହି ପାର୍ଟିରେ ସୁନ୍ଦର ପିଚାଇ, ସତ୍ୟ ନାଡେଲା, ସଞ୍ଜୟ ମଲହୋତ୍ରା, ବିବେକ

ଭିସା ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନକୁ ସମର୍ଥନ କଲେ ଆମେରିକାରେ ପ୍ରବେଶ ମନା

ୱାଶିଂଟନ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ଘୋଷଣା କରିଛନ୍ତି ଯେ କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂତନ ଭିସା କଟକଣା ଲାଗୁ କରାଯାଉଛି । ସେମାନଙ୍କ ଉପରେ ଜାଣିଶୁଣି ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ପାଇଁ କାମ କରିବା ଏବଂ ଏହି ଅଞ୍ଚଳରେ ଆଇନର

ନାଇଜେରିଆ ନଦୀରେ ଡଙ୍ଗା ବୁଡ଼ି ୬୦ ମୃତ

ନାଇଜେରିଆ: ନାଇଜେରିଆରେ ଡଙ୍ଗାବୁଡ଼ି ୬୦ ମୃତ । ନାଇଜେରିଆର ନାଇଜର ନଦୀରେ ବଡ଼ ଦୁର୍ଘଟଣା ଘଟିଛି । ଡଙ୍ଗା ବୁଡ଼ିବାରୁ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି । ଡଙ୍ଗାରେ ୧୦୦ରୁ ଅଧିକ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ