Browsing Category

ଦେଶ

କ୍ଷମତା ଯୁଦ୍ଧ: ଉପ ରାଜ୍ୟପାଳ କିଏ ବୋଲି ପ୍ରଶ୍ନ କଲେ କେଜ୍ରିୱାଲ…

ନୂଆଦିଲ୍ଲୀ: ଲୋକଙ୍କ ଦ୍ୱାରା ନିର୍ବାଚିତ ଦିଲ୍ଲୀର ଆପ୍‌ ସରକାର ଓ କେନ୍ଦ୍ର ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ କାମରେ ଦିଲ୍ଲୀ ଉପ ରାଜ୍ୟପାଳ ହସ୍ତକ୍ଷେପ କରୁଥିବାରୁ ନିର୍ବାଚିତ ସରକାର ଠିକ୍‌ ଭାବେ…

ବୟସ୍କ ବ୍ୟକ୍ତିଙ୍କୁ ସ୍କୁଟି ଦ୍ୱାରା ଘୋଷାଡ଼ିଲେ ଯୁବକ, ଭିଡିଓ ଭାଇରାଲ…

ବେଙ୍ଗାଲୁରୁ: ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ସ୍କୁଟି ଦ୍ୱାରା ଜଣେ ବୟସ୍କ ବ୍ୟକ୍ତିଙ୍କୁ ବେଶ କିଛି ବାଟ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି ଜଣେ ଯୁବକ। କର୍ଣ୍ଣାଟକାର ବେଙ୍ଗାଲୁରୁ ଅନ୍ତର୍ଗତ ମାଗାଡି ରାସ୍ତାରେ ଏପରି ଘଟଣା ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।…

ମାତ୍ର ଗୋଟିଏ ଭୋଟରେ ଆପ୍‌କୁ ହରାଇ ମେୟର ପଦ ଜିତିଲା ବିଜେପି…

ଚଣ୍ଡିଗଡ଼: ବେଶ ରୋମାଞ୍ଚକର ଢଙ୍ଗରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜିମାତ କରିଛି ବିଜେପି। ବିଜେପିର ଅନୂପ ଗୁପ୍ତା ମାତ୍ର ଗୋଟିଏ ଭୋଟରେ ଆପ୍‌ର ଜଶବୀର ସିଂହଙ୍କୁ ପରାସ୍ତ କରିଛନ୍ତି। ଏହି ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଜେପିର ଅନୂପ ଗୁପ୍ତା ଚଣ୍ଡିଗଡ଼ର ନୂଆ ମେୟର ହେବାକୁ ସକ୍ଷମ…

ଆରଏସଏସ ଅଫିସକୁ କେବେ ହେଲେ ଯିବିନି, ମୁଣ୍ଡ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧି…

ହୋସିଆରପୁର: ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ସଂଘ ପରିବାର ନେତୃତ୍ୱାଧୀନ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ଏମିତି କୌଣସି ଶକ୍ତି ବା ପରିସ୍ଥିତି ତାଙ୍କୁ କେବେ ହେଲେ ଆରଏସଏସ୍‌ ସହ ଆଖିରେ ଆଖି ମିଶାଇବାକୁ ବାଧ୍ୟ କରିପାରିବ ନାହିଁ। ଆରଏସଏସ ଅଫିସରେ ପାଦ ରଖିବା…

ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ୨୦୨୪ ନିର୍ବାଚନ, ବଢ଼ିଲା କାର୍ଯ୍ୟକାଳ…

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ନେତା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୪ ମସିହା ଜୁନ୍ ମାସ ଯାଏ ନଡ୍ଡାଙ୍କ ବିଜେପିର ଅଧ୍ୟକ୍ଷ…

ଜଳବାୟୁ ପରିବର୍ତ୍ତନର ସାଂଘାତିକ ସ୍ଥିତି: ୧.୧ ଡିଗ୍ରୀ ସେଲସିୟସ ଗରମ ହେଲାଣି ପୃଥିବୀ…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ପୃଥିବୀ ଉପରେ ପଡ଼ିବାରେ ଲାଗିଲାଣି। ୧୯୦୦ ମସିହା ପରଠାରୁ ପୃଥିବୀର ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ବଢ଼ିଲାଣି। ଏହା ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ନାସାରେ ଥିବା ବୈଜ୍ଞାନିମାନେ ବର୍ତ୍ତମାନ ସ୍ଥିତିକୁ ତର୍ଜମା କରି…

ବୁଲା କୁକୁରକୁ ଖାଇବାକୁ ଦେଉଥିଲେ ଯୁବତୀ, ମାଡ଼ି ଗଲା କାର୍‌…

ଚଣ୍ଡିଗଡ଼: ପୁଣି ଗୋଟିଏ ହିଟ୍‌ ଆଣ୍ଡ ରନ ମାମଲା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଜଣେ ଯୁବତୀ ରାସ୍ତା କଡ଼ରେ ଗୋଟିଏ ବୁଲା କୁକୁରକୁ ଖାଇବାକୁ ଦେଉଥିବା ବେଳେ ଘଟିଛି ଅଘଟଣ। ୨୫ ବର୍ଷୀୟ ଯୁବତୀ ଜଣଙ୍କ କୁକୁରକୁ ଖାଇବାକୁ ଦେଉଥିବା ବେଳେ ହଠାତ୍‌ ଗୋଟିଏ ଦ୍ରୁତଗାମୀ କାର୍‌ ତାଙ୍କ ଉପରେ…

ଉନ୍ନାଉ ରେପ୍‌ ମାମଲା: ଆଜୀବନ ଜେଲ କାଟୁଥିବା କୁଲଦୀପଙ୍କୁ ଝିଅ ବାହାଘର ପାଇଁ ଜାମିନ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଉ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ମିଳିଛି ଜାମିନ। ୨୦୧୭ରେ ବହୁଚର୍ଚ୍ଚିତ ଉନ୍ନାଉ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କୁଲଦୀପ। ନିଜ ଝିଅର…

ଓଡ଼ିଶା ଉପରେ କେସିଆରଙ୍କ ନଜର : ଗମାଙ୍ଗ ପରେ ଭେଟିଲେ ପାଙ୍ଗୀ..

ଭୁବନେଶ୍ୱର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନେତୃତ୍ୱାଧୀନ ‘ଭାରତ ରାଷ୍ଟ୍ର ସମିତି’ (ବିଆରଏସ) ଏବେ ତେଲଗୁ ଭାଷାଭାଷୀ ଲୋକମାନେ ରହୁଥିବା ଦେଶର ବିଭିନ୍ନ ଅଂଚଳରେ ନିଜର ଉପସ୍ଥିତି ଜାହିର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଗତ ୪ଦିନ ମଧ୍ୟରେ ଓଡ଼ିଶାର…

ଭୋଜିରେ ଖୁସିରେ ନାଚୁଥିବା ବେଳେ ଫାଟିଗଲା ଚଟାଣ, ଖସି ପଡ଼ିଲେ ୨୫ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବେଳେବେଳେ ଏପରି ଘଟଣା ଘଟିଥାଏ ଯାହାକୁ ଦେଖିବା ପରେ ବି ବିଶ୍ୱାସ କରି ହୋଇ ନଥାଏ। ବେଳେବେଳେ କଥାକଥାରେ ଲୋକମାନେ ‘ପାଦ ତଳୁ ମାଟି ଖସିଗଲା’ ବୋଲି ଅନେକ ଥର କହୁଥିବାରୁ ଶୁଣିବାକୁ ମିଳିଥାଏ। କିନ୍ତୁ ଏମିତି ଏକ ଘଟଣା ବାସ୍ତବରେ ଘଟିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ…