Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏକେ-୪୭ ସହ ବିଭିନ୍ନ ମାରଣାସ୍ତ୍ର ଥିବା ଡଙ୍ଗା ସମୁଦ୍ର କୂଳରୁ ମିଳିବା ପରେ ହାଇ ଆଲର୍ଟରେ ମହାରାଷ୍ଟ୍ର
ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ହରିହରେଶ୍ୱର ଉପକୂଳ ସମୁଦ୍ରରେ ଏକ ସନ୍ଦେହଜନକ ଡଙ୍ଗା ଦେଖିବାକୁ ମିଳିଥିଲା। ଡଙ୍ଗାରେ ଏକେ ୪୭, ରାଇଫଲ ଏବଂ କିଛି କାର୍ଟ୍ରିଜ୍ ଥିବା ଦେଖାଯାଇଛି। ଏଭଳି ସନ୍ଦେହଜନକ ଅବସ୍ଥାରେ ଡଙ୍ଗାରୁ ଏଭଳି ଅସ୍ତ୍ରଶସ୍ତ୍ର ମିଳିବା ପରେ ସମଗ୍ର ରାୟଗଡ!-->…
୭ ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁ-ଟ୍ୟୁବ୍ ଚାନେଲ ବ୍ଲକ କଲେ ସରକାର
ନୂଆଦିଲ୍ଲୀ: ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍ ଚାନେଲକୁ ବ୍ଲକ କଲା ଭାରତ। ଏହି ଚାନେଲ ଗୁଡ଼ିକରେ ଭାରତ ବିରୋଧୀ ମିଥ୍ୟା ଖବର ପରିବେଶଣ କରାଯାଉଥିଲା। ଏହି ନିଷିଦ୍ଧ ଚାନେଲ ଗୁଡ଼ିକର ୮୫ ଲକ୍ଷ ସବସ୍କ୍ରାଇବର ଥିଲେ। ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛି ସୂଚନା ଏବଂ!-->…
ମଦ୍ରାସାରେ ବିସ୍ପୋରଣ, ୨୦ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମାଦ୍ରାସାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ବୁଧବାର କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ୨୦ ଜଣକର ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। କାବୁଲର ଉତ୍ତର ପଶ୍ଚିମରେ କଥଟାଲ-ଇ-କାହିର ଖାନ୍ନା ଅଞ୍ଚଳରେ ଏହି ଘଟଣା ଘଟିଛି।!-->…
ନୀତୀଶ କୁମାର ୫ରୁ ୧୦ ଲକ୍ଷ ଚାକିରି ଯୋଗାଇ ଦେଲେ ମୁଁ ମୋର ଅଭିଯାନ ପ୍ରତ୍ୟାହାର କରିନେବି: ପିକେ
ସମସ୍ତିପୁର(ବିହାର):ବିହାରରେ ଯଦି ନୂଆ ଗଠବନ୍ଧନ ସରକାର ଆସନ୍ତା ଏକ କିମ୍ବା ୨ ବର୍ଷ ମଧ୍ୟରେ ୫ରୁ ୧୦ ଲକ୍ଷ ଚାକିରି ଯୋଗାଇ ଦେବେ ତେବେ ସେ ତାଙ୍କର ଜନ ସୁରାଜ୍ ଅଭିଯାନ ପ୍ରତ୍ୟାହାର କରିବନେବେ । ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଏଥିସହ ସେ ନୀତିଶ କୁମାରଙ୍କୁ!-->…
ସହନୱାଜ୍ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ:ଏକ ଦୁଷ୍କର୍ମ ମାମଲାରେ ବିଜେପି ନେତା ସହନୱାଜ୍ ହୁସେନଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ରେପ୍ ମାମଲାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ। ଏଥିସହ ୩ ମାସ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଉକ୍ତ!-->…
ଜମ୍ମୁ :୨୫ ଲକ୍ଷ ବାହାର ଭୋଟର, ଉଠିଲା ବିରୋଧର ସ୍ୱର
ଜମ୍ମୁ:ଜମ୍ମୁ-କଶ୍ମୀରରେ ଭୋଟ ଦେବେ ଅଣବାସିନ୍ଦା। ଜମ୍ମୁ-କଶ୍ମୀର ଭୋଟର ତାଲିକା ସଂଶୋଧନ ପରେ ୨୫ ଲକ୍ଷ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଯେଉଁମାନେ ହେଉଛନ୍ତି ଅଣ ଜମ୍ମୁ-କଶ୍ମୀର ବାସିନ୍ଦା। ତେବେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଛି ବିରୋଧର ସ୍ୱର। ମୁଖ୍ୟତଃ ଏଥିରେ ଅଣ ଜମ୍ମୁ-କଶ୍ମୀର!-->…
୯ ଜଣ ଟ୍ରାନ୍ସଜେଣ୍ଡରକୁ ପୁଲିସ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର
ରାୟପୁର: ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର। ଛତିଶଗଡ଼ ପୁଲିସ ନିଯୁକ୍ତିରେ ଚୟନ ହୋଇଥିବା ୨୧୦୦ କନଷ୍ଟେବଳଙ୍କ ମଧ୍ୟରେ ୯ ଜଣ ଟ୍ରାନ୍ସଜେଣ୍ଡର ପ୍ଲସ ଅଛନ୍ତି। ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର ‘ଫାଇଟ୍ ସ୍କିମ’ ଅଧିନରେ ଚୟନ କରାଯାଇଛି। ଏମାନନେ ମାଓ ପ୍ରଭାବିତ ବସ୍ତର!-->…
ମହିଳା କର୍ପୋରେଟରଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ବିଏମସି ଅଧିକାରୀ ଦୋଷୀ ସାବ୍ୟସ୍ତ, ୩ ମାସ ଜେଲ୍
ମୁମ୍ବାଇ: ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ଜଣେ ୪୩ ବର୍ଷୀୟ ବିଏମସି ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ମାସ ଜେଲ ଦଣ୍ଡ ଣୁଣାଇଛନ୍ତି। ଜଣେ ଶିବସେନା ନେତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବାରୁ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି। ମହିଳା ଜଣକ କର୍ପୋରେଟର ଅଛନ୍ତି। ଅଭିଯୁକ୍ତ!-->…
ଆବର୍ଜନା ସ୍ଥଳରୁ ୧୭ ଭୃଣ ଉଦ୍ଧାର
କୋଲକାତା: କେଉଁଠୁ ଆସିଲା ଏତେ ଭ୍ରୁଣ। ଏ ସବୁକୁ କିଏ ଫିଙ୍ଗିଲା । ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ। ଆବର୍ଜନାସ୍ଥଳରୁ ଉଦ୍ଧାର ହେଲା ୧୭ ଭ୍ରୁଣ। ହାଉଡ଼ା ମ୍ୟୁନ୍ସପାଲଟିର ଉଲୁବେରିଆ ସହରୁ ଏଡି ଭ୍ରୁଣମାନ ଉଦ୍ଧାର ହୋଇଛି। ଉଲୁ ବେରିଆ ସହର ୱାର୍ଡ ନମ୍ବର ୩୧ରୁ ଏହି ଭ୍ରୁଣଗୁଡ଼ିକ ମିଳିଥିଲା। ଉଦ୍ଧାର!-->…
ନିଯୁକ୍ତିର କିଛି କ୍ଷଣ ମଧ୍ୟରେ ଇସ୍ତଫାଦେଲେ ଗୁଲାମ ନବୀ ଆଜାଦ୍
ଜମ୍ମୁ: କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି ମିଳିବା ପରେ ସେ ଏହି ପଦରୁ ଓହରିଯାଇଛନ୍ତି। ଦଳ ଉପରେ ପ୍ରବଳ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ତାଙ୍କୁ ମିଳିଥିବା ପଦକୁ ଅଗ୍ରାହ୍ୟ କରିଦେଇଛନ୍ତି । ସେହିପରି ସେ ଜମ୍ମୁ ଏବଂ!-->…