Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଝୁଲିଲା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି: ବାତିଲ୍ ହେଲା ବାଣିଜ୍ୟ ଦଳର ଭାରତ ଗସ୍ତ
ନୂଆଦିଲ୍ଲୀ: ଝୁଲିକି ରହିଛି ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି । ଏହାରି ଭିତରେ ନୂଆଦିଲ୍ଲୀରେ ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଷଷ୍ଠ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ସ୍ଥଗିତ ରଖାଯାଇଛି ।!-->…
ବିଜେପି ନେତା ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ, କାନ୍ଦିଲେ କୁମ୍ଭୀର କାନ୍ଦଣା….
ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ!-->…
ଜମ୍ମୁ କାଶ୍ମୀରର କଠୱାରେ ବାଦଲଫଟା ବର୍ଷା, ୪ ମୃତ ୬ ଆହତ
ଜମ୍ମୁ : କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।!-->…
ମହାକାଶରେ ଉଡିଲା ତ୍ରିରଙ୍ଗା, ଦିଲ୍ଲୀରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ବାଗତ
ନୂଆଦିଲ୍ଲୀ : କାଶରେ ଉଡିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା । ତାଙ୍କର ଭବ୍ୟ ସ୍ବାଗତ ପାଇଁ!-->…
ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସର ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା
ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏସବୁ ପର୍ଯ୍ୟବେକ୍ଷକମାନଙ୍କ ନାମକୁ ମଂଜୁରୀ!-->…
ପ୍ରେମିକ ସହ ମିଶି ସ୍ବାମୀ ଓ ଶ୍ୱଶୁରଙ୍କୁ ହତ୍ୟା କଲେ ମହିଳା
ଆଗ୍ରାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଆଗ୍ରାର ବାମରାଓଲି କଟାରାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ପୋଲିସ କିଛି ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି । ପୋଲିସ କହିଛି ଯେ ବୋହୂ ତାଙ୍କ ପ୍ରେମିକଙ୍କ ସହ ମିଶି କୌଣସି ବାହାନାରେ ତାଙ୍କ!-->…
ମୌସୁମୀର ତାଣ୍ଡବ, ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖା ୨୫୭ ଛୁଇଁଲା
ସିମଲା : ଚଳିତ ବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି । ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ!-->…
୨ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ତାରିଖରେ ୧୧,୦୦୦ କୋଟି ଟଙ୍କା ବ୍ୟୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨:୩୦ ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।
ଭାରତ!-->!-->!-->…
ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍, ଭୋଟ୍ ଗଣନାରେ ପରାଜିତ ପ୍ରାର୍ଥୀ ଜିତିଲେ
ଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍ ଏବଂ ରେଜିଷ୍ଟ୍ରାରଙ୍କ ତତ୍ତ୍ୱାବଧାନରେ କରାଗଲା ଭୋଟ୍ ଗଣନା । ଆଶ୍ଚର୍ଯ୍ୟକର କଥା ହେଉଛି ଏହିଭୋଟ୍ ଗଣନାରେ ଜିତିଥିଲେ ପରାଜିତ ପ୍ରାର୍ଥୀ । ହରିୟାଣାର ପାଣିପତର ବୁଆନା ଲଖୁ ଗାଁରେ ସରପଞ୍ଚ ପଦବୀ ବିବାଦକୁ ନେଇ ହୋଇଥିଲା ମାମଲା । ଏହି!-->…
ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍ସି
ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ!-->…