Browsing Category

ଦେଶ

ଅହମଦାବାଦ ବିମାନ ଦୁର୍ଘଟଣା, ୩ ମାସ ପୂର୍ବରୁ ବଦଳାଯାଇଥିଲା ଡାହାଣ ଇଞ୍ଜିନ

ଅହମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତଦନ୍ତ କାର୍ଯ୍ୟ ଜୋରସୋର ଚାଲିଛି। ଏୟାର ଇଣ୍ଡିଆର ଏକ ବିମାନ ଏଆଇ-୧୭୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ତଦନ୍ତର ପ୍ରାରମ୍ଭିକ ପର୍ଯାୟରୁ ଜଣାପଡିଛି, ସମ୍ପୃକ୍ତ ବିମାନର ଡାହାଣ

ଧ୍ୱଂସସ୍ତୁପ ପାଲଟିଛି ତେହେରାନ: ଏମିତି କହିଲେ ଇରାନରୁ ଫେରିଥିବା ଭାରତୀୟ ଛାତ୍ର

ନୂଆଦିଲ୍ଲୀ : ସଂଘର୍ଷଗ୍ରସ୍ତ ଇରାନରୁ ଉଦ୍ଧାର କରାଯାଇଥିବା ଭାରତୀୟ ଛାତ୍ରମାନେ ଇରାନରେ ସଙ୍କଟର ଏକ ଭୟଙ୍କର ବିବରଣୀ ଦେଇଛନ୍ତି। ଅନେକ ଛାତ୍ର ଇସ୍ରାଏଲର ଆକ୍ରମଣ ସେଠାରେ କିପରି ଧ୍ୱଂସ ଆଣିଥିଲା, ସେ ସମ୍ପର୍କରେ କହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର, ଅପରେସନ ସିନ୍ଧୁ

ଜି-୭ରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

୫୧ତମ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢେଇକୁ ମଜବୁତ କରିବା ପାଇଁ ଆହ୍ୱନ ଦେଇଛନ୍ତି । ଏହାସହିତ ଆତଙ୍କବାଦଙ୍କ ବିରୋଧରେ ଲଢେଇରେ ଭାରତକୁ

ମୋଦୀଙ୍କୁ ଭେଟିଲେ ଜର୍ଜିଆ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । କାନାଡାର କାନାନାସକିସରେ ଅନୁଷ୍ଠିତ ୫୧ତମ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସାମିଲ ହୋଇଥିଲେ । ଏହି ଅବସରରେ ଉଭୟ ନେତା

ଭାଇର ଶେଷକୃତ୍ୟ କରିବାକୁ ହସ୍ପିଟାଲରୁ ଆସିଲେ ବିଶ୍ବାସ କୁମାର

ଗାନ୍ଧୀନଗର: ମନରେ କୋହ, ଆଖିରେ ଲୁହ.. ଭାଇର ଶବକୁ କାନ୍ଧ ଦେଲା ବେଳେ ଆଖିରେ ଲୁହ ବୋଲ ମାନୁନି, ବନ୍ଧବାଡ ଭାଙ୍ଗି ବହି ଯାଉଛି । ନିଜକୁ ସମ୍ଭାଳି ହେଉନି, ଲୁହ କୋହକୁ ଅଟକାଇ ହେଉନି । ସାଙ୍ଗରେ ଦୁଇ ଭାଇ ଲଣ୍ଡନ ଯାଉଥିଲେ ହେଲେ ବିଧାତାର ଖେଳ, ଜଣେ ବଞ୍ଚିଲା, ଜଣେ ଚାଲିଗଲା । ଗୋଟିଏ

ଇସାରା ଇସାରାରେ ଇସ୍ତଫା ମାଗିଲେ ଅଖିଳେଶ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ତଦନ୍ତ ଚାଲିଛି। ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କୌଣସି ଦୁର୍ଘଟଣା କିମ୍ବା କୌଣସି ମନ୍ତ୍ରୀଙ୍କ ନାମ ନ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ତଥାପି,

ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ କେବେ କରିବ ନାହିଁ : ମୋଦୀ

କାନାନିସ୍କିସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଛି। ଉଭୟ ୩୫ ମିନିଟ୍ ଧରି କଥା ହୋଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ୍‌ଙ୍କୁ କହିଥିଲେ ଯେ, ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ

ଫାସ୍ ଟ୍ୟାଗକୁ ନେଇ ବାର୍ଷିକ ପାସ୍ ଜାରି କରାଯିବ: ଗଡ଼କରୀ

ନୂଆଦିଲ୍ଳୀ: ବହୁ ଦିନ ଧରି ଆଲୋଚନା ହେଉଛି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯୋଜନା କରୁଛି । ଯାହା ଅଧୀନରେ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ପାଇଁ ଅନେକ ନୂତନ ସୁବିଧା ଯୋଗାଇ ଦିଆଯିବ । ଆଉ ଏବେ ସମସ୍ତ ଚର୍ଚ୍ଚାର

ଅହମଦାବାଦ ବିମାନ ଦୁର୍ଘଟଣା: ଦୁର୍ଘଟଣାସ୍ଥଳରୁ ମିଳିଲା ସୁନା

ଗାନ୍ଧୀନଗର: ଗୁରୁବାର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧) ଦୁର୍ଘଟଣାଗ୍ରସ୍ତ ହୋଇଥିିଲା। ବିମାନରେ ମୋଟ ୨୪୨ଜଣ ଥିବା ବେଳେ ମାତ୍ର ଜଣେ ହିଁ ବଞ୍ଚିପାରିଥିଲେ। ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏବେ

ଇରାନ-ଇସ୍ରାଏଲ ଉତ୍ତେଜନା ଭିତରେ ଜି-୭ ବୈଠକ ଛାଡ଼ିଲେ ଟ୍ରମ୍ପ୍ 

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍ ଜି-୭ ସମ୍ମିଳନୀକୁ ଅଧା ବାଟରେ ଛାଡିବାକୁ ଘୋଷଣା କରିଛନ୍ତି। ସେ ଏହି ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ କାନାଡା ଛାଡି ୱାଶିଂଟନ୍ ଫେରିଆସିଛନ୍ତି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ତୀବ୍ର ହେବା ପରେ କିଛି ଏପରି