Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଧାମନଗର ଉପ-ନିର୍ବାଚନ: ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨୫/୧୦: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।
ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ!-->!-->!-->…
ଧାମନଗର ଉପନିର୍ବାଚନ ଭୋଟିଂ ବେଳେ ମୁତୟନ ହେବେ ୧୦ ପ୍ଲାଟୁନ୍ ଫୋର୍ସ : CEO
ଭୁବନେଶ୍ୱର ୨୫/୧୦: ଧାମନଗର ଉପନିର୍ବାଚନ ନେଇ CEOଙ୍କ ପ୍ରେସମିଟ୍ । ଧାମନଗର ଉପନିର୍ବାଚନରେ ୧୧ ଶହ ପୁଲିଙ୍ଗ ଅଧିକାରୀ ନିୟୋଜିତ ରହିବେ । ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ବି ଆସି ସାରିଛନ୍ତି । ନିର୍ବାଚନ ପାଇଁ ପୋଲିସ ପକ୍ଷରୁ କଡା!-->…
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ!-->…
ଟଙ୍କା ବାଣ୍ଟୁଥିବା ଏସ୍ଏଚ୍ଜି ମହିଳାଙ୍କୁ ଗିରଫ କରାଯାଉ: ବିଜେପି
ଭୁବନେଶ୍ବର : ଧାମନଗରରେ ପୁଲିସର ପକ୍ଷପାତିତା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିରବତା କାରଣରୁ ଶାସକ ବିଜେଡି ଖୋଲାଖୋଲି ଆଦର୍ଶ ଆଚରଣ ବିଧି ନିୟମ ଉଲ୍ଲଂଘନ କରୁଛି। ଏସ୍ଏଚ୍ଜି ମହିଳା ଘର ଘର ବୁଲି ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟୁଥିବା ଏସ୍ଏଚ୍ଜି ମହିଳାଙ୍କୁ!-->…
ଧାମନଗର ଉପନିର୍ବାଚନ: ରାସ୍ତା ନାହିଁ ତ ଭୋଟ ନାହିଁ
ଭଦ୍ରକ ୨୨/୧୦: ରାସ୍ତା ନାହିଁ ତ ଭୋଟ ନାହିଁ । ଏମିତି କହିଛନ୍ତି ଧାମନଗର ନିର୍ବାଚନମଣ୍ଡଳୀ ଅଧିନ ଦୋଳସାହି ପଞ୍ଚାୟତ ରାଢଙ୍ଗ ମାଝୀ ସାହି ବାସି । ଏମିତିକି ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଲୋକେ ।
ସେମାନଙ୍କର ଦାବି ମାଝୀ ସାହି ଗାଁକୁ ରାସ୍ତା ନାହିଁ । ଫଳରେ ଆମେ ଆଗକୁ!-->!-->!-->…
ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ
ଇସଲାମାବାଦ: ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି।
!-->!-->!-->…
ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି କୁହନି: ନୀତୀଶ କୁମାର
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବି ବିଜଚେପି ଯୋଗାଯୋଗରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିବା ପରେ ରାଜନୈତିକ ପାଣିପାଗ ଉସ୍ମ ହୋଇଛି। ଏ ସମ୍ପର୍କରେ ନୀତୀଶ କୁମାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ,ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି!-->…
ପରାଜୟ ପାଇଁ ମୁଁ ବିବ୍ରତ ନୁହଁ: ଶଶି ଥରୁର
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ନିଜ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କଠାରୁ ଶଶି ଥରୁର ପରାସ୍ତ ହୋଇଛନ୍ତି। ଏହାକୁ ନେଇ ଶଶି ଥରୁର କହିଛନ୍ତି ଯେ, ଦଳର ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପଛରେ ଥିବା ପ୍ରଥମରୁ!-->…
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ
କଟକ ୧୯/୧୦: ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଛି ହାଇକୋର୍ଟଙ୍କ ରାୟ । ତେବେ ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ମୁଁ କୃତଜ୍ଞ । ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନ ମଣ୍ଡଳୀର ଭୋଟର ଙ୍କ ପାଖରେ ମୁଁ ଋଣୀ । ଏହା!-->…
ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ
ଭୁବନେଶ୍ୱର ୧୯/୧୦: ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ରାଜୁ ଦାସ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଦଳରୁ ବାହାର କରାଗଲା ।
ସୂଚନା ଥାଉକି, ଧାମନଗର ଉପ-ନିର୍ବାଚନରେ ସ୍ୱାଧୀନ!-->!-->!-->…