Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର
ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ଆଜି ଭର୍ଚୁଆଲରେ ବିଜେଡି ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ କହିଛନ୍ତି । ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍!-->…
ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ବର: ବିଜେଡି ସାଂସଦ ଅମର ପଟ୍ଟନାୟକ ତାଙ୍କର ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଏହି ରିପୋର୍ଟରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି । ବିଶେଷକରି ଓଡ଼ିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଂସଦରେ ପ୍ରତିପାଦିତ ହୋଇପାରିବ, ତାହା!-->…
ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ
ଭୁବନେଶ୍ବର: ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ସମସ୍ତ ମହିଳା ସାଂସଦ, ବିଧାୟକ ଓ ନେତୃବୃନ୍ଦ ସାମିଲ ଥିଲେ ।
ଆସନ୍ତା ଡିସେମ୍ବର ୨୪ ତାରିଖ!-->!-->!-->…
ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର: ପୁଣିଥରେ କରୋନା ସଂକ୍ରମଣ ବଢୁଥିବା ନେଇ ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହୋଇପାରିବନାହିଁ। ଅନ୍ୟପକ୍ଷେ ନିର୍ବାଚନ ହେବା ଦ୍ୱାରା ହିଂସା ଓ ଆକ୍ରମଣ ବଢ଼ିବାରେ ଲାଗିଛି। ଏଥି ପାଇଁ ବିଶ୍ଵବିଦ୍ୟାଳୟ କୁଳପତି ମାନେ ଏହା ବିରୁଦ୍ଧରେ ଅଛନ୍ତି।
ବରଂ ଯେଉଁଭଳି ପାଠପଢ଼ା ଚାଲିଛି!-->!-->!-->…
ରାଷ୍ଟ୍ରପତି ନିର୍ବାଚନ ଲାଗି ଭୁବନେଶ୍ୱରରେ ପହଁଞ୍ଚିଲା ବାଲାଟ ବକ୍ସ
ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପହଞ୍ଚିଛି ବାଲଟ ବକ୍ସ। କେବଳ ହିମାଚଳପ୍ରଦେଶକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟକୁ ବିମାନ ଯୋଗେ ବାଲଟ ବକ୍ସ ପଠାଯାଇଛି। ଭୁବନେଶ୍ୱରରେ ମଧ୍ୟ ବିମାନ ଯୋଗେ ବାଲଟ ବକ୍ସ ଆସି ପହଞ୍ଚିଛି। କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର!-->…
ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଶୁଦ୍ଧ ଶାକାହାରୀ ମଧ୍ୟାହ୍ନ ଭୋଜନରେ ଆପାୟିତ କଲେ ମୁଖ୍ୟମନ୍ତ୍ରୀ । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଜାପିତା ବ୍ରହ୍ମକୁମାରୀ ଦିକ୍ଷିତା!-->…
ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି: ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାତ୍ୟ ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧିତ କଲା ବେଳେ ଭାବବିହ୍ୱଳ ହୋଇଛନ୍ତି । ଭାଷଣ ଆରମ୍ଭରୁ ବିଜେପିର କାର୍ଯ୍ୟକର୍ତାଙ୍କ!-->…
ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ!-->…
ପ୍ରଦୀପ୍ତ ନାଏକଙ୍କୁ ଭେଟିଲେ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା
ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଶୁକ୍ରବାର ଭେଟିଛନ୍ତି। ସେମାନେ ପ୍ରଦୀପ୍ତଙ୍କୁ ଭେଟି ତାଙ୍କ ସାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହିତ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ!-->…
ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଲୋଡ଼ି ଓଡ଼ିଶା ଆସିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ!-->…