Browsing Category

ରାଜନୀତି

୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ, ବିଜେପି ୧୬, କଂଗ୍ରେସ ୭ ଆସନରେ ବିଜୟୀ

ଭୁବନେଶ୍ବର: ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ। ସେହିପରି ବିଜେପି ୧୬ଟି ପୌରାଧ୍ୟକ୍ଷ…

ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ ବିଜେଡି କାଉନ୍‌ସିଲର

ସୋନପୁର: ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କାଉନ୍‌ସିଲର। ଆଜି ଏପରି ଚିତ୍ର ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡ଼ଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପୂରା ଘଟଣାଟି ଏମିତି। ଆଜି ପ୍ରକାଶ ପାଇଛି ପୌର ଫଳାଫଳ। ଏଥିରେ ସୋନପୁର ପୌର…

କେନ୍ଦୁଝର ଜିଲ୍ଲାର ୩ ପୌରପାଳିକା ଏବଂ ଚମ୍ପୁଆ ଏନଏସି ବିଜେଡି ଖାତାରେ,କେନ୍ଦୁଝରଗଡ ପୌରପାଳିକାକୁ ହାତେଇଲା ବିଜେପି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୌର ଫଳାଫଳ ଆସିଛି। ଶନିବାର ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ବେଳକୁ ସ୍ଥିତି ଷ୍ପଷ୍ଟ ହୋଇସାରିଥିଲା। ଗଣତିରେ ଆନନ୍ଦପୁର,ଯୋଡା,ବଡବିଲ ପୌରାଧ୍ୟକ୍ଷ ପଦବୀ ସମେତ ଚମ୍ପୁଆ ଏନଏସିର ପୌରାଧ୍ୟକ୍ଷ ପଦବୀରେ ବିଜୁ…

ବ୍ରହ୍ମପୁର ମହାନଗର ନିର୍ବାଚନ ରେ ବିଜେଡି ବିଜୟୀ ବିଜେପି ଆଶ୍ୱସ୍ତ..! ସଙ୍ଘ ମିତ୍ରା ଙ୍କ ମୁଣ୍ଡରେ ମେୟର…

ବିଜେଡି ଦୁର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ରେ ଆଜିର ପୌର ନିର୍ବାଚନ ଫଳାଫଳ ର ସଂକେତ ବିଜେଡି ଶିବିର ଯେତିକି ଉଲ୍ଲସିତ ବର୍ତ୍ତମାନ ବିଜେପି ଆଶ୍ୱସ୍ତ ବୋଲି କୁହାଯିବା ସବୁ ଠାରୁ ବଡ଼ ଚର୍ଚ୍ଚା ବିଷୟ ଯେ ବ୍ରହ୍ଣପୁର ର ମେୟର ନିର୍ବାଚନ ରେ ବିଜେଡି ଶିବିର ପ୍ରାଣ ମୁର୍ଚ୍ଛା ଉଦ୍ୟମ କରି…

ଆସନ୍ତାକାଲି ସକାଳ ୮ଟାରୁ ପୌର ଭୋଟ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ପୌର ଭୋଟ ଗଣତି । ସକାଳ ୮ଟାରୁ ରାଜ୍ୟର ୧୦୮ ପୌରଞ୍ଚଳରେ ଭୋଟ ଗଣତି ଆରମ୍ଭ ହେବ । କେବଳ ଧାମନଗର ଏନଏସିର ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଭୋଟ ଗଣତି ହେବନାହିଁ । ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି…

ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଦୀର୍ଘ ଦିନ ବ୍ୟବଧାନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସିଥିବାର ଦେଖିବାକୁ ମିଳିଛି। ଏଣେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ଯୋଗ ଦେଇଛନ୍ତି। ବିଧାନସଭାର…

ସରିଲା ପୌର ନିର୍ବାଚନ: ୬୫% ମତଦାନ-ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୦୬ଟି ପୌରାଞ୍ଚଳରେ ହାରାହାରି ୬୫% ମତଦାନ ହୋଇଛି। ସେଥିମଧ୍ୟରେ ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ ୪୭ ଓ ପୌର ପରିଷଦ ରହିଛି। ଏସବୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ଭୋଟ ଗ୍ରହଣ…

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି ।…

ଧାମନଗରରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼: ଅଭିଯୁକ୍ତ ଗିରଫ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଜନତା

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ଛୁରା ମାଡ ଘଟଣାକୁ କେନ୍ଦ୍ର କରି ଧାମନଗରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ…

ଭୋଟ ଦେଲେନି ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନର ଭାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାନ୍ଧରେ ରହିଛି । ସେ ହିଁ ମେୟରଙ୍କ ଠାରୁ ନେଇ କର୍ପୋରେଟର ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଆଜି ସେ ନିଜ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି । ଯାହାକୁ…